Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଶରତ ଆସିଛି ଧାଇଁ

ରାଜ କିଶୋର ନାୟକ  ନାନା ଜାତି ଫୁଲ ଆଦର କମିଲା କବିର ଲେଖନୀ ପାଇଁ କାଶତଣ୍ଡୀ ଫୁଲ ଫୁଟି ହସିଲାଣି ଶରତ ଆସିଛି ଧାଇଁ । (୦) କାଶତଣ୍ଡୀ ଫୁଲେ ମଣ୍ଡେଇ ହେଲାଣି ଫୁଲେଇ ନଈର ଧାର ଗୁଣୁଗୁଣୁ ଗୀତ ତୁଠରୁ ଶୁଭଇ ଅଳସୀ କନ୍ଯାର ସ୍ବର କାଶତଣ୍ଡୀ ବଣେ ଲୁଚକାଳି ଖେଳେ ନିଜକୁ ହଜାଇ…

ଭାଷା ଭାଗବତ : ଜଟିଳତା-ପ୍ରୀତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେତେ ମଥାକୁ ସେତେ କଥା ତହିଁରେ ନ ଥାଏ ସମତା ଯିଏ ଯେମିତି ବୁଝେ, ଜାଣେ ତାହା ହିଁ ସର୍ବଶୁଦ୍ଧ ମଣେ ଅନେକ ଶୁଦ୍ଧରୂପୀ ଶବ୍ଦ କୌଣସି ଭାଷାର ସଂପଦ ବୋଲାଇ ହେଲେ ଭିନ୍ନ ଭିନ୍ନ ଘଟେନି ଦ୍ରୁତ ଉନ୍ନୟନ ସଂଭ୍ରାଂତ ଅଥବା…

କବିତା : ରାଗ କୁହୁକ

ରାମକୃଷ୍ଣ  ଯେଉଁ ମାନେ ଆଖିରେ କଳାପଟି ବାନ୍ଧିଲେ ସୁଖର ଦିବାସ୍ବପ୍ନରେ ସେମାନେ ପ୍ରାୟ ପ୍ରାୟ ମୃତ ଯେଉଁମାନେ ରୋକଠୋକ୍ ମନା କରିଦେଲେ ସେମାନଙ୍କ ଆଖିରୁ ଝରିବା ଆ ଆରମ୍ଭ କଲାଣି ବୁନ୍ଦା ବୁନ୍ଦା ରକ୍ତ । ଲୋକଟା ଭାରି ମାରାତ୍ମକ ଆଉ ତାର ବଂଶୀରେ ରାଗ କୁହୁକ । ଶବ୍ଦମାନେ…

ଭାଷା ଭାଗବତ : ର୍ନ ଓ ର୍ଣ୍ଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିପିକୁ କଲେ କଷ୍ଟକର ହୁଏନି ଭାଷାର ବିସ୍ତାର ଥିଲେ ହେଁ ଅନେକ ପ୍ରମାଣ ଆମେ ଦେଉନୁ ତାକୁ ଧ୍ୟାନ କେବଳ ପାଳୁଥାଉଁ ପ୍ରଥା ତେଣୁ ତ ଏପରି ଅବସ୍ଥା ଆମେ ନ ହେଲେ ସମୀଚୀନ ସ୍ବଭାଷା ହୋଇବ ନିଶ୍ଚିହ୍ନ ପ୍ରଥମେ ବଦଳିଲେ…

କବିତା : ତୃଷା

ମଞ୍ଜୁ ରାଣୀ ବେହେରା ନିରାଶାର ଧୂ ଧୂ ମରୁବାଲିରେ ଆଉ ପରିତ୍ଯକ୍ତ ଏକ ଜୀବନ ଅନେକ ଭାବନାର କୋଳାହଳ ସତ୍ୱେ ଚାରିଆଡ଼େ ନିସ୍ତବ୍ଧ ପୁରା ଶୂନଶାନ । ଆଞ୍ଜୁଳାଏ ଅସହାୟତାର କିଛି ଥକ୍କାପଣ ଆଉ ଅତୀତର ସେଇ ଅଫେରା ମୂହୂର୍ତ୍ତରୁ କିଛି ଆହତ ସ୍ୱପ୍ନର ମୃଦୁ ଗୁଞ୍ଜରଣ। ବାସ୍, କିଛି ଦୂର…

ଭାଷା ଭାଗବତ : ସମ୍ମାନ ପାଇଁ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମ୍ମାନ ପାଇଁ ଦରଖାସ୍ତ କରିଲେ ଲେଖକ ସମସ୍ତ ସାହିତ୍ୟ-ରବି ହେବ ଅସ୍ତ କିଂତୁ କେହି ନୁହଂତି ବ୍ୟସ୍ତ ମଂଦ କବି ହିଁ ଯଶପ୍ରାର୍ଥୀ ଏ କଥା ସଭିଏଁ ଜାଣଂତି ରଚନା ପରା ଉପହାର ସମ୍ମାନ ନୁହେ ଦରକାର ଲେଖକେ ପାଇଲେ…

ଅଭୁଲା ଗୀତ : ମନ ମାରି ଦେ’ନା

ଗାୟନ : ମହମ୍ମଦ ସିକନ୍ଦର ଆଲାମ୍‌, ସିପ୍ରା ବୋଷ ସଙ୍ଗୀତ : ଶ୍ରୀକୁମାର ଗୀତ : ନରସିଂହ ମହାପାତ୍ର ଚଳଚ୍ଚିତ୍ର : ବନ୍ଧନ, ୧୯୬୯ ମନ ମାରି ଦେ’ନା ନାୟକ: ନା ନା ନା ରେ ମନ ମାରି ଦେ’ନା ତୁ ମନ ମାରିଲେ ଜଳେ ମୋ ଦୁନିଆ ନାୟିକା: ଯା ଯା ଯା’ରେ ମୋ ସାଥେ ଲଗାନା…

ଜନ୍ମଭୂମିର ଐହିତ୍ୟ ମୋ ସାହିତ୍ୟ ସର୍ଜନାର ମୂଳ ଉତ୍ସ : କାକଳି ମହାପାତ୍ର

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ କାକଳି ମହାପାତ୍ରଙ୍କ ସହ ‘ସ୍ୱଳ୍ପ ଆଳାପ’…

ଗଳ୍ପ : ନୀଳ ବର୍ଣ୍ଣ ଶୃଗାଳ

ଜ୍ଞାନ ରଞ୍ଜନ କର  ମଧ୍ୟ ରାତ୍ରିରେ ଫୁଲୁଥିବା ନଦୀର ଛାତିରେ ରାତ୍ରିର ଶୋଷ ମେଣ୍ଟାଇବାକୁ ଶୃଗାଳଟିଏ ନଦୀକୁ ମନଭରି ଶୋଷିବାର ଚେଷ୍ଟାରେ। ହେଲେ ନଦୀର ପ୍ରଖର ସ୍ରୋତ ହଠାତ୍ ତାକୁ ନଦୀର କୂଳେ କୂଳେ ଭସେଇ ନେଇ ଅନ୍ୟ ଏକ ଜଙ୍ଗଲରେ ଛାଡି ସାରିଥାଏ। ଆକାଶର ଧିମା ଚନ୍ଦ୍ରାଲୋକ ଘଞ୍ଚ ଅରଣ୍ୟର…

କବିତା : ନାରୀ ଜୀବନର ସ୍ୱର

ପ୍ରିୟମ୍ବଦା ସାମଲ  ପ୍ରତ୍ୟୁଷର ଆଗମନ ପୂର୍ବରୁ ରାତ୍ରିର ନିସ୍ତବ୍ଧ ପ୍ରହର ଯାଏଁ ଝରଣା ପରି ପ୍ରବାହମାନ କାର୍ଯ୍ୟରତ ଦାୟିତ୍ଵର ନିବିଡ଼ ବନ୍ଧନେ ଅବସନ୍ନ କ୍ଳାନ୍ତ ଜରାଜୀର୍ଣ୍ଣ ତନୁ ମନରେ ଏତେ ମହକ ଆସେ କିପରି ହସୁଥାଏ ରସୁଥାଏ ମୋହୁଥାଏ ତାର ପରିପାର୍ଶ୍ୱକୁ ଆଖ ପାଖର ଜନମନକୁ।…