Latest Odisha News

BREAKING NEWS

Browsing Category

ସାହିତ୍ୟ

ଅଭୁଲା ଗୀତ : ମରୁଆ ଫୁଟିଲା ବନେ

ଗାୟନ : ରାଧାରମଣ ରାୟ ଓ କମଳା ଦେବୀ ସଙ୍ଗୀତ : ଗୌର ଗୋସ୍ୱାମୀ ସୁରେନ୍ ପାଲ୍‌ ଗୀତ : ରାଧାରମଣ ରାୟ ଚଳଚ୍ଚିତ୍ର : ରୋଲସ୍ ଟୁ ଏଇଟ୍‌, ୧୯୫0 ନାୟିକା :ମରୁଆ ଫୁଟିଲା ବନେ ମନକଥା ମୋର ମନ ନ ମାନେ ମନ ନ ମାନେ ମୋ ନାହିଁ କେ ଶୁଣିବ ଜଣେ ନାହିଁ କେ ଶୁଣିବ ଜଣେ ହାୟ ହାୟ! ନାୟକ…

ଗଳ୍ପ : ଦାୟିତ୍ୱ

ଅଳକା ମହାପାତ୍ର ବାପା, ମୁଁ ଆସନ୍ତା ମାସରୁ ମୋ ଦୋକାନ ପାଖରେ ରହିବି । ଛୋଟିଆ ଘରଟିଏ ଦେଖିଛି, ସେଠାରେ ଆମେ ଦୁହେଁ ପତିପତ୍ନୀ ରହିଯିବୁ, କହିଲା ଗୋପାଳ । ଏଇ ଛଅମାସ ହେବ ଗୋପାଳ ବାହାହୋଇଛି । ବାପା ହରିଶ୍ଚନ୍ଦ୍ର କହିଲେ "ଘର ଥାଉ ଥାଉ ଭଡାଘରେ କାହିଁକି ରହିବ ? ପାନ ଦୋକାନରୁ କେତେ…

କବିତା : ଆଗମନୀ

ବନ୍ଦିତା ଦାଶ ଦେଖ, ଶୁଭ୍ରତାର ସମ୍ଭାରନେଇ ଆସିଛି ଏ ଋତୁ ମହମହ ବାସିଲାଣି ଝୁଣା କି ଅଗୁରୁ ମାଆର ପାଉଁଜି କି ପାଣିକାଚ ତୋଳୁଚି ଛମଛମ୍ , ରୁଣୁଝୁଣୁ ଶବ୍ଦ । ଶାନ୍ତ ମନେ ପବିତ୍ର ହୃଦୟେ ଗଙ୍ଗଶିଉଳିରେ ହେବ ଏବେ ଯାଗଯଜ୍ଞ ମନ୍ଦାରରେ ମାଆର ସିନ୍ଦୂର ଅପରାଜିତାର ଶାଢୀ…

ଭାଷା ଭାଗବତ : ଭାଷା ରକ୍ଷା ପାଇଁ ଦୀକ୍ଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପିଂଡରେ ପ୍ରାଣ ଥିବା ଯାଏଁ ପ୍ରାଣୀଟି ଅହଂଗ୍ରସ୍ତ ହୁଏ ଚିତ୍ତରୁ ଅହଂନାଶ ପରେ ଦେହ ମରଣ ଲାଭ କରେ ମୁଁ କେବେ ଦେହରୁ ବାହାରି ଗଲେ ତ ଜୀବ ଯିବ ମରି ଦେହରେ ପ୍ରାଣ କରେ ବାସ ପ୍ରମାଣ : ନିଶ୍ବାସ, ପ୍ରଶ୍ବାସ କରୁଣା ଯେଣୁ…

ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ପାଇଲେ ‘ନବଗୁଞ୍ଜର ସମ୍ମାନ’

ଭୁବନେଶ୍ୱର : 'ନବଗୁଞ୍ଜର ସଂସ୍କୃତି ମଞ୍ଚ' ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଏକ ସାରସ୍ବତ ବନ୍ଧୁମିଳନ ତଥା ନବଗୁଞ୍ଜର ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କୁ ନବଗୁଞ୍ଜର ସମ୍ମାନ ପ୍ରଦାନ…

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଓ ନିର୍ଦ୍ଦେଶକଙ୍କ ଶଙ୍ଖାରୀ ଗସ୍ତ

ବାଲେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ବାଲେଶ୍ବର ଜିଲ୍ଲାର ଶଙ୍ଖାରୀ ଗସ୍ତ କରି ଓଡ଼ିଶାର ବରପୁତ୍ର ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ସ୍ଥାନ ଶଙ୍ଖାରୀଠାରେ ବିଭାଗ ପକ୍ଷରୁ…

କବିତା : ସାର୍ଥକ ଜୀବନ

ନିରୁପମା ପତି ଶୀତ ଆଗମନେ ନିର୍ମଳ ଗଗନେ ସ୍ବାଗତ କରୁଛି ଧରା, ପଲ୍ଲବେ ନିହାର ମୁକ୍ତାର ଶିଶିର ଇନ୍ଦ୍ରଧନୁ ସାଜି ପରା ।। କୁସୁମେ ଶୋଭିତ ଫଲ୍ଗୁରେ ମୋହିତ ଚାନ୍ଦିନୀ ପରଶ ପାଇ, ଆଶାର କୋଣାର୍କ ଗଢ଼ି ଯିବା ଆଜି ସମ୍ପର୍କ ର ସାଥୀ ହୋଇ ।। ଶାନ୍ତି,ପ୍ରୀତି, ମୈତ୍ରୀ ଏକତାର…

ଭାଷା ଭାଗବତ : ଚଳିତ ସମୟର ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କଥାରେ ଯେଉଁ ଶବ୍ଦ ଚଳେ ତାହା କେବଳ ଲେଖିଦେଲେ ଭାଷାକୁ ପଶେ ସରଳତା ବିଲୁପ୍ତ ହୁଏ ଦୁର୍ବୋଧ୍ୟତା ଲିପି ତ ଧ୍ବନିର ସୂଚକ ସ୍ବତଃ ତା ଶବ୍ଦର ରକ୍ଷକ ମୂଳ ଭାଷା ପାଟିର କଥା ସଂଭାଳେ ଶବ୍ଦର ସ୍ଥିରତା ଧ୍ବନି ଓ ଲିପିର…

ମହାଳୟା

ହିନ୍ଦୁ ଧର୍ମ ସହ ଅନେକ ରୀତିନୀତି , ପରମ୍ପରା , କିମ୍ବଦନ୍ତୀ ତଥା ପର୍ବପର୍ବାଣୀ ଆଦି କେଉଁ ଅନାଦି କାଳରୁ ଜଡି଼ତ । ପ୍ରତିଟି ପୂଜା ପର୍ବ ସହ ଏକ କାହାଣୀ ବା କିମ୍ବଦନ୍ତୀ ଜଡ଼ିତ ହୋଇଥାଏ । ଧାର୍ମିକ ଭାବନା ସହ ସଂଶ୍ଲିଷ୍ଟ ‘ ମହାଳୟା’ ହିନ୍ଦୁ ଧର୍ମର ଏକ ବିଶେଷ ଦିନ ଭାବରେ ପରିଗଣିତ ।…

ପ୍ରକୃତ ବନ୍ଧୁ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଯିଏ କି କିଛି ନବୁଝି ନଶୁଝି ଆପଣଙ୍କର ଯେ କୌଣସି ପରିସ୍ଥିତିରେ ସାଥିରେ ରହିଥାଏ ସେ ବନ୍ଧୁ ପଦବାଚ୍ୟ । ପ୍ରକୃତ ବନ୍ଧୁ କେବେ ବି ଭଲ ମନ୍ଦ ବିଚାର କରେନାହିଁ । ଯେ ମିତ୍ରର ସୁବିଧା ଅସୁବିଧାରେ ପ୍ରଥମେ ଆସି ଉପସ୍ଥିତ ହୁଏ ସେ…