Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସତ୍ୟ ସଂଧାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜଣେ ଅପରଠାରୁ ଭିନ୍ନ ହେବାରୁ ପ୍ରତ୍ୟେକେ ଅନନ୍ୟ ହୋଇ ରହଂତି ଏଠି ଜିଇଁ ଏହାକୁ ବିରୋଧ କିପାଇଁ ? ସର୍ବେ ହୋଇବେ ସର୍ବସମ ଏ ଚିଂତା ନୁହଇ ଉତ୍ତମ ସମତା ସାଧନ ଉଦ୍ୟମ ହୁଏ ନିଷ୍ଫଳା ପରିଶ୍ରମ ନିଜ ମନକୁ ଖଂଡ ଖଂଡ…

କବିତା : ସମ୍ପର୍କ ସେତୁ

ବିନୋଦିନୀ ଦାଶ  ସମ୍ପର୍କ-ଧନଟି ନ ହୁଅଇ ଊଣା ଥିଲେ ପ୍ରେମ ଆନ୍ତରିକତା ଜୀଇଁଥିବା ଯାଏ ତାହାକୁ ସାଉଁଟି ମିଳେ ଜୀବନ ସାର୍ଥକତା ତେଣୁ ସେ ଧନେ ଧନିକେ ଯେ ଗଣା ହୁଅଇ ସମାଜ ଚକ୍ଷୁରେ ଅରଜି ସୁଖ୍ୟାତି ଦର୍ପଣ ସଦୃଶ ରହଇ । ଆଦର କରନ୍ତି ତାହାକୁ ସଭିଏଁ ଗୃହ ଭଲମନ୍ଦ ପଚାରି ଉଚିତ୍…

ଭାଷା ଭାଗବତ : ବିଶ୍ବର ଦୁର୍ଯୋଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୁଂଜେ ଜୁଳୁଜୁଳିଆ ପୋକ ଦେଖାଇ ନିଜସ୍ବ ଆଲୋକ କରିଲେ ସୂର୍ଯକୁ ବିରୋଧ ଆପେ ହୁଅଂତି ହାସ୍ୟାସ୍ପଦ ପୋକର ଅଳ୍ପ ଟିକେ ଜ୍ୟୋତି ଲାଭ ବଦଳେ କରେ କ୍ଷତି ଦୃଶ୍ୟ ହେଲେ ହେଁ ମନୋହର ରାଜୁତି ଚଳେ ଅଂଧାରର ସୂର୍ଯ ଜଳଂତା ଅଗ୍ନି…

କବିତା : ପ୍ରଶ୍ନ

ସ୍ଵର୍ଣ୍ଣଲତା ମହାପାତ୍ର  ମୁଁ ଆଜି ପୁଣି ବିଭକ୍ତ ତୁମେ ଫେଡିଦେଇଛ ତୁମ ଅସ୍ତିତ୍ବରୁ, ଭାବନାରୁ ଦୂରେଇ ଦେଇଛ ବହୁ ଆଗରୁ। ମୁଁ ଜାଣେ... ହସ ଅଛି, ଲୁହ ଅଛି, ପ୍ରତିଶ୍ରୁତି ଅଛି, ଅଛି ତ..ସବୁ ଅଛି ତୁମଠାରୁ ଯାହା ପାଇଛି, ସେ କେବଳ ଛଳନାରେ ତୁମେ ଦେଇ ନାହଁ କିଛି, ମୁଁ…

ଆମ ଓଷା ସାହିତ୍ୟରେ ଜିମୂତ-ବାହନ ପୂଜା ବା ଦୁତିୟା ଓଷା

ରାଜଲକ୍ଷ୍ମୀ ତ୍ରିପାଠୀ ଜନମୁଖରେ ଯାହାକୁ ଦୁତିଆ ଓଷା କହନ୍ତି, ତାହାକୁ ବିଂଶ ଶତାବ୍ଦୀର ପ୍ରଥମ ଦଶକ ରେ ପାଞ୍ଜିକାରମାନେ ଜିମୂତ -ବାହନ ପୂଜା ନାମରେ ଲେଖୁଥିଲେ । ଏବେ ଦ୍ୟୁତିବାହନ ନାମରେ ପାଞ୍ଜି ମାନଙ୍କରେ ଲେଖା ହେଉଅଛି । ଓଷା କଥାରେ ଦେବତାଙ୍କ ନାମ ଦୁତିବାମନ ।ଆଶ୍ୱିନ କୃଷ୍ଣପକ୍ଷ…

ଭାଷା ଭାଗବତ : କାଳଚ୍ୟୁତ ହେଉଁ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କଥିତ ଓ ଲିଖିତ ଭାଷା ମଧ୍ୟରେ ନାହିଁ ମିଳାମିଶା ତେଣୁ ଏ ଭାଷାର ଦୁର୍ଦଶା ସଂଚାର କରୁନାହିଁ ଆଶା ଯେଉଁ ଭାଷାରେ କଥା କହୁଁ ସେ ଭାଷା ଯେଣୁ ଲେଖୁନାହୁଁ ପଢ଼ିଲେ ସୁଦ୍ଧା କେତେ ଲୋକ ସେ ସବୁ ଲାଗେ ନିରର୍ଥକ ଯାହା ହୁଏନି…

ସତ୍ୟମ୍ ଶିବମ୍ ସୁନ୍ଦରମ୍‌

ରାହୁଲ ଗାନ୍ଧୀ କଳ୍ପନା କରନ୍ତୁ କି, ଜୀବନ ହେଉଛି ପ୍ରେମ, ଉଲ୍ଲାସ, ଭୋକ ଓ ଭୟର ଏକ ମହାସାଗର; ଆଉ ଆମେ ସମେସ୍ତ ସେଥିରେ ଭାସୁଛନ୍ତି । ଏହାର ସୁନ୍ଦର ଓ ଭୟଙ୍କର, ଶକ୍ତିଶାଳୀ ଓ ସର୍ବଦା ବଦଳୁଥିବା ତରଙ୍ଗ ମଧ୍ୟରେ ଆମେ ବଞ୍ଚିବାକୁ ପ୍ରୟାସ ଚଳାଇଛନ୍ତି । ଏହି ମହା ସମୁଦ୍ରରେ ଯେଉଁଠି…

ଅନୁବାଦ କବିତା : କୌଣସି ଏକ ଝିଅକୁ

ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ  ହେବକି ଟିକିଏ ସମୟ ? ତୁମ ପାଖରେ ଯାଇ ବସନ୍ତି ( ଆମ ଘରେ ଲୋକଙ୍କ ଭାରି ଭିଡ଼ ଅନେକ ଜଞ୍ଜାଳ, ମା'ର ମେଜାଜ ସବୁବେଳେ ଚଢା, ପିଲା ଗୁଡାକର ଅଶାନ୍ତି, ଚିତ୍କାର ଓ ଗୋଲମାଳ ) ତୁମ ଘର ସିଡିରେ ଥିବା କୁଣ୍ଡରେ ନାନା ଜାତି ଫୁଲର ଚାରା ମୃଦୁ ପବନରେ…

ଭାଷା ଭାଗବତ : ସତ୍ୟାନୁଭବୀ ଲୋକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସତ୍ୟାନୁଭବ କଲେ ଲୋକ କହିବା ନୁହେ ଆବଶ୍ଯକ ସତ୍ୟକୁ କଲେ ଶବ୍ଦବଦ୍ଧ ତା ମାର୍ଗ ହୁଏ ଅବରୁଦ୍ଧ ସତ୍ୟ କହିଲେ ସମାଧାନ ହେବାର ମିଳୁନି ପ୍ରମାଣ ଓଲଟି ହୁଏ ଗୋଳମାଳ ମିଳେନି କେବେ ଶେଷଫଳ ସତ୍‌କଥା ଆଉ ସତ୍‌କର୍ମ ମଧ୍ୟରୁ…

କବିତା : ହୃଦୟକୁ ଥାପି ହୃଦୟରେ

ସାଧନା ପଣ୍ଡା ହୃଦୟକୁ ଥାପି ହୃଦୟରେ ସ୍ୱପ୍ନର ହିଡ ବାଟେ ଚାଲୁ ଚାଲୁ ବାଟ ହୁଡିଯାଏ , ଅନ୍ଧାରକୁ ପାନ କରେ ଆକୁଳ ଭଙ୍ଗୀରେ ଓଠରେ ନୈଶ- ବର୍ଣ୍ଣମାଳା ଲାଗିଥାଏ ନିବିଡ଼ ଭାବରେ..... , କୁହୁଡି ଢାଙ୍କିଦିଏ ବିରହର ମୁହଁ ମୃତ୍ୟୁ ଓ ଜୀବନର ମଧ୍ୟବର୍ତ୍ତୀ ଇଲାକା ଶିଉଳି ପରି…