Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସତ୍ୟାନୁଭବୀ ଲୋକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସତ୍ୟାନୁଭବ କଲେ ଲୋକ କହିବା ନୁହେ ଆବଶ୍ଯକ ସତ୍ୟକୁ କଲେ ଶବ୍ଦବଦ୍ଧ ତା ମାର୍ଗ ହୁଏ ଅବରୁଦ୍ଧ ସତ୍ୟ କହିଲେ ସମାଧାନ ହେବାର ମିଳୁନି ପ୍ରମାଣ ଓଲଟି ହୁଏ ଗୋଳମାଳ ମିଳେନି କେବେ ଶେଷଫଳ ସତ୍‌କଥା ଆଉ ସତ୍‌କର୍ମ ମଧ୍ୟରୁ…

ସ୍ୱଳ୍ପ ଗଳ୍ପ : ଆନାଙ୍କ ହାତ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୧ ଡାହାଣ ହାତର ଫଟୋ । ଆନାଙ୍କର ।ଫଟୋରେ ଦେଖାଯାଉଛି ଗୋଟିଏ ଆଙ୍ଗୁଳିରେ ରହିଛି ଗୋଟିଏ ମୁଦି । ସେଇ ମୁଦିଟି ତାଙ୍କର ଏନଗେଜମେଣ୍ଟ ସମୟ ର ମୁଦି । ଆନା ଙ୍କର ପୂରାନାଆଁ ଆନା ବର୍ଥା ରୋଣ୍ଟଜେନ୍। ବିଖ୍ୟାତ ପଦାର୍ଥବିଜ୍ଞାନୀ…

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ କର୍ମଶାଳା ଉଦ୍‌ଯାପିତ

ଭୁବନେଶ୍ୱର : ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଆରମ୍ଭ ହୋଇଥିବା ୧୫ ଦିନିଆ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଏହି କର୍ମଶାଳାରେ ଯୋଗଦେଇଥିବା ପ୍ରାୟ ୧୦୦ ଜଣ ସ୍ନାତକୋତ୍ତର, ଏମ୍‌.ଫିଲ୍‌ ଏବଂ ପି.ଏଚ୍‌ଡି ଛାତ୍ରଛାତ୍ରୀମାନଙ୍କୁ…

ସନେଟ : ତୁମେ କି ଆସୁଛ

ରଞ୍ଜିତା ହୋତା ତୁମେ କି ଆସୁଛ ଶୁଭ୍ର ଶରତେ କାଶ ଫୁଲ ହାସ ନେଇ? କାସାରେ କାସାରେ ଫୁଟେ କୁମୁଦିନୀ, ତବ ଆଗମନ ପାଇଁ ଗଙ୍ଗଶିଉଳି ବୁକୁରେ ବୁକୁରେ, ମୁଗ୍ଧ ମହକ ଭରା, ଆଦ୍ୟ ଶିଶିର ସ୍ୱଚ୍ଛ, ଶୀତଳ,ମଧୁର ପୀୟୂଷ ବୋଳା। ଦୁଆରେ ଦୁଆରେ ଦ୍ଵେଷର କାଳିମା, ଅହମିକା କଳା ଛାଇ,…

ଭାଷା ଭାଗବତ : କ୍ଷ : ଖ୍ୟ ଭେଦ ରକ୍ଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କ୍ଷ ଓ ଖ୍ୟ ଭେଦାଭେଦ ରକ୍ଷା ନିମଂତେ ପ୍ରାଥମିକ ଶିକ୍ଷା ଏଠାରେ ମିଳୁନାହିଁ ଯେଣୁ ଲୋକେ ଲେଖଂତି ଏଣୁତେଣୁ କ୍ଷାଂତି : ଖ୍ୟାତି ଓ କ୍ଷତ : ଖତ ରକ୍ଷିତ : ଦୁଃଖିତ ସହିତ କରିଲେ ଥରଟେ ତୁଳନା ଭିନ୍ନତା ସ୍ପଷ୍ଟ ପଡ଼େ ଜଣା…

ଦେବଦତ୍ତ ପଟ୍ଟନାୟକଙ୍କ ‘ଟେଲ୍‌ସ ଫ୍ରମ୍‌ ଦି ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ’ ଉନ୍ମୋଚିତ

ଭୁବନେଶ୍ବର : ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ତଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଆନୁକୂଲ୍ୟରେ ବାଣୀବିହାରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ତଥା ପୁରାଣବିତ ଦେବଦତ୍ତ ପଟ୍ଟନାୟକଙ୍କ 'ଟେଲ୍‌ସ ଫ୍ରମ୍‌ ଦି…

କବିତା : ବାପୁ

ଗଦାଧର ସାହୁ  ହେ ବାପୁ ତୁମେ ଅହିଂସା ପୂଜାରୀ, ଶାନ୍ତିର ସତ୍ଯାଗ୍ରହୀ । ସତ୍ଯ ଅହିଂସାର ପଥରେ ଚାଲିଲ ବିଶ୍ବ ପ୍ରେମ ମନ୍ତ୍ର ଗାଇ । କଳା ଗୋରା ଭାବ ତୁମେ ଦୂରେଇଲ ଶ୍ୱେତାଙ୍ଗ ବିରୁଦ୍ଧେ ଲଢି, ଯିଏ ଘୃଣାକଲା ତାକୁ ଭଲପାଇ ଘୃଣାଭାବ ଦେଲ ତଡି । ଫିରିଙ୍ଗି ଆସିଲା ଭାରତ…

ଅଭୁଲା ଗୀତ : କଳିଯୁଗ କୃଷ୍ଣ ମୁହିଁ

ଗାୟନ : ଅକ୍ଷୟ ମହାନ୍ତି ସଙ୍ଗୀତ : ଶ୍ରୀକୁମାର ଗୀତ : ସ୍ୱରୂପ ନନ୍ଦନ ନାୟକ ଚଳଚ୍ଚିତ୍ର : ସ୍ତ୍ରୀ, ୧୯୬୯ କଳିଯୁଗ କୃଷ୍ଣ ମୁହିଁ କଳିଯୁଗ କୃଷ୍ଣ ମୁହିଁ ତୁ ମୋ ହିରୋଇନ୍‌ ଲୋ ରାଧା ତୁ ମୋ ହିରୋଇନ୍‌ ହେ ରାଧା ତୁ ମୋ ହିରୋଇନ୍‌ ତୋହରି ପାଇଁ କଲିଜା ମୋର ହେଲା ଲୋ ଏକ ଦୁଇ…

ସାହିତ୍ୟ ସର୍ଜନା ମୋ ପାଇଁ ଜୀବନ ବଞ୍ଚିବାର ଶୈଳୀ : ଜ୍ଞାନ ରଞ୍ଜନ କର

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଜ୍ଞାନ ରଞ୍ଜନ କରଙ୍କ ସହ ‘ସ୍ୱଳ୍ପ ଆଳାପ’…

କବିତା : ମୋ ଅବର୍ତ୍ତମାନରେ

ମିରୀନା ମହାନ୍ତି ମୋ ଅବର୍ତ୍ତମାନରେ ଖୋଜିବ ନିଶ୍ଚୟ ମୋତେ। ଅନେକ ଦିନ ହେଲା ପଛ କରିଦେଇଛ, ଆସ, ଏଇ ମୁହୂର୍ତ୍ତକୁ ମୁଠାଇ ନିଅ ହାତ ପାପୁଲିରେ। । ମନେ ପଡୁଥିବ ମିଠାସ୍ମୃତି ସବୁ ହୃଦୟ ବି ଭାଙ୍ଗୁଥିବ ଚୁନା ଚୁନା ହୋଇ ଦେଖିବାକୁ ମୁଁ ତ ନଥିବି ଆସ, ବରଂ ବାଣ୍ଟିନେବା…