Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଭାଷା-ଆଚ୍ଛନ୍ନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷା-ଆଚ୍ଛନ୍ନ ହୋଇ ମୁହିଁ ଯାହା ଜଣାଏଁ ଲେଖି, କହି ତାହା ନ ହୋଇଲେ ସ୍ବୀକାର୍ଯ ହରାଏଁନାହିଁ ନିଜ ଧୈର୍ଯ ହୁଏତ ମୋର କଥା ଲେଖା ଅଜଣା କାରଣୁ ଅବିକା କେତେକେ କରଂତି ଅଗ୍ରାହ୍ୟ ତାହା ମୁଁ କରିପାରେଁ ସହ୍ୟ ବିରୋଧ ଅବା…

କର୍ମ ଫଳ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଲେ - "କର୍ମଣ୍ୟେବାଧିକାରସ୍ତୁ ମା ଫଳେଷୁ ... ଅର୍ଥାତ୍ କର୍ମ କରି ଚାଲ ଫଳ ପଛରେ ଆସୁଛି । ଆମେ ଆମର କର୍ମ ଅନୁସାରେ ଫଳ ଭୋଗ କରୁଛେ । ସେ ସତ୍ କର୍ମ ହେଲେ ସତ୍ ଫଳ, ଅସତ୍ କର୍ମ ହେଲେ ଅସତ୍ ଫଳ ।…

ଅନୁବାଦ କବିତା : ଦିବଂଗତ ପିତାଙ୍କ ସ୍ମରଣେ

ମୂଳ ବାଂଲା : ସୈୟଦ ଶାମସୁଲ୍ ହକ ବାପା, ତୁମ କଥା ଏଠି ଆଉ କେହିବି କହନ୍ତି ନାହିଁ ଏବେ ବି ରନ୍ଧାହୁଏ ତୁମର ପ୍ରିୟ ଓ ପସନ୍ଦର ଭୋଜନ ଆମ ହାତର ଆଙ୍ଗୁଳିମାନ ହଳଦୀର ରଙ୍ଗରେ ହୁଏ ରଙ୍ଗୀନ କିନ୍ତୁ ତୁମ କଥା କେହି ବି କହନ୍ତି ନାହିଁ। ତୁମ ହାତରେ ଲଗା ହୋଇଥିବା ଗଛର ପିଜୁଳିମାନ…

ଭାଷା ଭାଗବତ : ସମନ୍ବୟୀ ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆମ ଭାଷାର ବହୁ ରୂପ କିଛି ବି ହେବନି ବିଲୋପ ଭାଷା ଯେହେତୁ ମହାରଣ୍ୟ ସଭିଂକୁ ମିଳେ ସେଠି ସ୍ଥାନ ଗଛ, ବୁଦା ଓ ଘାସ, ତୃଣ ବନରେ ସଭିଂକ ଆସ୍ଥାନ ସଭିଏଁ ରହିଲେ ଜୀବଂତ ଅରଣ୍ୟ ହୁଏ ପ୍ରାଣବଂତ ସ୍ବଭାଷା ନୁହେ ଗୃହୋଦ୍ୟାନ…

କବିତା : ସ୍ୱଗତୋକ୍ତି

ସୁଷମା ପରିଜା  ଧୁ ଧୁ ଖରାରେ ଥୁଣ୍ଟା ହୋଇ ଏକଲା ଠିଆ ହୋଇଥିବା କଲେଜ୍ ହତା ଭିତରର ପୁରୁଣା କୃଷ୍ଣଚୂଡା ଗଛଟିଏ ମୁଁ, ଆଜି ଅଣ୍ଡାଳି ଅଣ୍ଡାଳି ଖୋଜୁଛି, ଝୁରି ହେଉଛି,ଦିନେ ମୋ ଦେହରେ ଖୁନ୍ଦି ହୋଇ ରହିଥିବା ନବପଲ୍ଲକୁ ଲାଲ୍ ଟୁକ୍ ଟୁକ୍ ଫୁଲର ସମ୍ଭାରକୁ, ଶୀତ ସକାଳର କାକରଭିଜା…

ଭାଷା ଭାଗବତ : ଜ୍ଞାନାଂଶ ପ୍ରୟୋଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂସାରେ ମନୁଷ୍ଯ ଜୀବନ ରହେନି ଯେଣୁ ବେଶି ଦିନ କେହି ବି କରେନି ଅର୍ଜନ ବିଶ୍ବରେ ଅଛି ଯେତେ ଜ୍ଞାନ ତେଣୁ ବାଛି ନିଜର ରୁଚି ଜ୍ଞାନାଂଶ ପାଇ ରହୁଁ ବଂଚି ନ ହେଲେ ସୁଦ୍ଧା ପରିପୂର୍ଣ କରଇ ଉନ୍ନତି ସାଧନ ସବୁ ଆଡ଼କୁ ଦେଇ…

କବିତା : କେନ୍ଦ୍ରରେ ତୁମେ

ରାଜ କିଶୋର ଦାସ  ତୁମ ଆଡ଼କୁ ହାତ ଟେକି ବୁଡ଼ି, ବୁଡ଼ି, ଯାଉଥିଲା ବେଳେ, ବିଶ୍ଵାସ ଥାଏ, ତୁମେ ହାତ ବଢ଼େଇବ, ଉଦ୍ଧାରିବ ! ମିଛ । ବୁଡ଼େଇବାରେ ସିଦ୍ଧ ତୁମେ ହସ ନ’ଆସିଲେ ବି, ହସୁଥାଅ, କିଏ ବୁଡ଼ିଲେ, ଭାସିଲେ, ତୁମର ଯାଏ ଆସେ କେତେ ? ଚନ୍ଦନରେ, ଭେଳାରେ, ହାନ୍ଦୋଳାରେ…

ଭାଷା ଭାଗବତ : ସର୍ବୋତ୍ତମ ଶିକ୍ଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବହୁ ଆଡ଼କୁ ନେଲେ ଧ୍ୟାନ ଦୂଷିତ ହୁଏ ନିଜ ମନ ବ୍ୟକ୍ତି ବନିଲେ ମନରକ୍ଷୀ ହୁଏ ନିରବ ସତ୍ୟ-ସାକ୍ଷୀ ସବୁ ଜାଣିବା ପାଇଁ ବ୍ୟଗ୍ର ମନକୁ ନ କଲେ ଏକାଗ୍ର ମନ ହିଁ ହୁଏ ଖଂଡ, ଖଂଡ ନିଜକୁ ନିଜେ ଦିଏ ଦଂଡ ଅଭ୍ୟାସ ବଶବର୍ତୀ ହୋଇ…

ଅତିବଡ଼ୀ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

ଭୁବନେଶ୍ୱର : ସିଦ୍ଧସାଧକ ଭାଗବତକାର ଜଗନ୍ନାଥ ଦାସଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ସ୍ଥାନୀୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରଦୀପ…

ଅଭୁଲା ଗୀତ : ଉଡ଼ିଗଲେ ଗେଣ୍ଡାଳିଆ

ଗାୟନ : ଅକ୍ଷୟ ମହାନ୍ତି ସଙ୍ଗୀତ : ଶ୍ରୀକୁମାର ଗୀତ : କାଳୀଚରଣ ପଟ୍ଟନାୟକ ଚଳଚ୍ଚିତ୍ର : ମାଟିର ମଣିଷ (୧୯୬୮) ଉଡ଼ିଗଲେ ଗେଣ୍ଡାଳିଆ ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର ଝାଡ଼ିଦେଲେ ପର ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର ରେ ରଜାଝିଆ ବାହୁନୁଚି ଦେଖି ବୁଢ଼ାବର ଆହା…