Latest Odisha News

BREAKING NEWS

Browsing Category

ସାହିତ୍ୟ

ଅଭୁଲା ଗୀତ : କଳିଯୁଗ କୃଷ୍ଣ ମୁହିଁ

ଗାୟନ : ଅକ୍ଷୟ ମହାନ୍ତି ସଙ୍ଗୀତ : ଶ୍ରୀକୁମାର ଗୀତ : ସ୍ୱରୂପ ନନ୍ଦନ ନାୟକ ଚଳଚ୍ଚିତ୍ର : ସ୍ତ୍ରୀ, ୧୯୬୯ କଳିଯୁଗ କୃଷ୍ଣ ମୁହିଁ କଳିଯୁଗ କୃଷ୍ଣ ମୁହିଁ ତୁ ମୋ ହିରୋଇନ୍‌ ଲୋ ରାଧା ତୁ ମୋ ହିରୋଇନ୍‌ ହେ ରାଧା ତୁ ମୋ ହିରୋଇନ୍‌ ତୋହରି ପାଇଁ କଲିଜା ମୋର ହେଲା ଲୋ ଏକ ଦୁଇ…

ସାହିତ୍ୟ ସର୍ଜନା ମୋ ପାଇଁ ଜୀବନ ବଞ୍ଚିବାର ଶୈଳୀ : ଜ୍ଞାନ ରଞ୍ଜନ କର

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଜ୍ଞାନ ରଞ୍ଜନ କରଙ୍କ ସହ ‘ସ୍ୱଳ୍ପ ଆଳାପ’…

କବିତା : ମୋ ଅବର୍ତ୍ତମାନରେ

ମିରୀନା ମହାନ୍ତି ମୋ ଅବର୍ତ୍ତମାନରେ ଖୋଜିବ ନିଶ୍ଚୟ ମୋତେ। ଅନେକ ଦିନ ହେଲା ପଛ କରିଦେଇଛ, ଆସ, ଏଇ ମୁହୂର୍ତ୍ତକୁ ମୁଠାଇ ନିଅ ହାତ ପାପୁଲିରେ। । ମନେ ପଡୁଥିବ ମିଠାସ୍ମୃତି ସବୁ ହୃଦୟ ବି ଭାଙ୍ଗୁଥିବ ଚୁନା ଚୁନା ହୋଇ ଦେଖିବାକୁ ମୁଁ ତ ନଥିବି ଆସ, ବରଂ ବାଣ୍ଟିନେବା…

ଗଳ୍ପ : ପରିଚୟ

ନିହାରିକା ମହାନ୍ତି  ଗୋଧୂଳି ସମୟର କେଳାହଳ ପରିବେଶ। ସମୁଦ୍ର ସାମ୍ନାରେ ମୁଁ । ଦିନସାରା ସଂସାରକୁ ଆଲୋକିତ କରି ଥକି ପଡ଼ିଲେଣି ସୂର୍ଯ୍ୟ ଦେବ । ଜହ୍ନ ଉଇଁବ ଉଇଁବ ହେଉଛି । ତାର ସ୍ନିଗ୍ଧ ଆଲୁଅ ଧିରେ ଧିରେ ମୋ ଦେହକୁ ସ୍ପର୍ଶ କରୁଛି। ଆଉ ମନେ ପକେଇ ଦେଉଛି ଅତୀତର ଅଭୁଲା ସ୍ମୃତିକୁ। ସେଇ…

ଭାଷା ଭାଗବତ : ପାରସ୍ପରିକ ସଂଶୋଧନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେ କହେ ' ଏହା ମୋର ଶୈଳୀ ମୁଁ ସଦା ଲେଖେଁ ଏହି ଭଳି : ' ସମାସ୍ୟା, ସଚ୍ଚିତ୍ର, ଗାରିମା ତୃଟୀ ଥେଲେ କରୀବେ ଖ୍ୟମା ' ତାହାର ହୁଏ ଯାହା ଇଚ୍ଛା ସେ ଯଦି ଲେଖିବ ଅଇଛା କିପରି ହେବ ସଂଶୋଧନ କେ କରିପାରେ ଅନୁମାନ ?…

ଉତ୍କଳ ସାହିତ୍ୟ କଳା ପରିଷଦ ପକ୍ଷରୁ ଉମାଶଙ୍କର ମିଶ୍ରଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

କଟକ : ଉତ୍କଳ ସାହିତ୍ୟ କଳା ପରିଷଦ ପକ୍ଷରୁ ସ୍ଥାନୀୟ ଶାରଳା ଭବନରେ ଭାଷା ପ୍ରକାଶନ ଦ୍ବାରା ପ୍ରକାଶିତ ତଥା ଲେଖକ ଉମାଶଙ୍କର ମିଶ୍ରଙ୍କ ରଚିତ ଉପନ୍ୟାସ 'ରହସ୍ୟାବୃତ୍ତ' ଓ ଜୀବନୀ ପୁସ୍ତକ 'ବିଶ୍ୱବିଖ୍ୟାତ ବୈଜ୍ଞାନିକ' ଉନ୍ମୋଚିତ ହୋଇଯାଇଛି । ଗୋପୀନାଥ ପଣ୍ଡାଙ୍କ ସ୍ୱାଗତ ଭାଷଣ ଓ ଅତିଥି…

୨୦୨୩ ପାଇଁ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ପାଇବେ ନବଗୁଞ୍ଜର ସମ୍ମାନ

ଭୁବନେଶ୍ୱର : ନବଗୁଞ୍ଜର ସଂସ୍କୃତି ମଞ୍ଚ, ଭୁବନେଶ୍ୱର ପକ୍ଷରୁ ୨୦୨୩ ବର୍ଷ ପାଇଁ ବରିଷ୍ଠ ଶିଶୁ ସାହିତ୍ୟିକ, ସ୍ୱନାମଧନ୍ୟ କଥାକାର, ସଂସ୍କୃତି ପ୍ରେମୀ, ଜୀବନୀ ଲେଖକ ଓ ଲୋକପ୍ରିୟ ସ୍ତମ୍ଭକାର ପ୍ରଫେସର ଦାଶ ବେନହୁର(ଜିତେନ୍ଦ୍ର ନାରାୟଣ ଦାଶ) ନବଗୁଞ୍ଜର ସମ୍ମାନ ପାଇବା ପାଇଁ ମନୋନୀତ…

କବିତା : ତୁମେ ଆସିଲ ବୋଲି

ସ୍ମୃତି ରଞ୍ଜନ ତ୍ରିପାଠୀ  ଯମୁନାରୁ ଯେବେ ସରି ସରି ଆସୁଥିଲା ବିରହ ମୋ ଆଖିରୁ କିଛି ରାତି ଫିଟେଇ ଜୁଳୁଜୁଳିଆ ସ୍ବପ୍ନରେ ଦେଖେଇଦେଲ ବାସ୍ତବ ହଁ ଏମିତି ବି ହୁଏ ସକାଳ… ମୁଁ ନାଉରୀ ନୁହେଁ ବର° ଅଥଳ ସାଗରେ ଜଗିଛି ଗୋଟେ ସଂକଳ୍ପକୁ ବୁଡ଼ି ଗଲାବେଳେ ଧୀକାରକୁ ସାଇତି ରଖିଲ ତମେ…

ଭାଷା ଭାଗବତ : ସାହିତ୍ୟେତର ବିଷୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗବେଷଣାରୁ ପ୍ରାପ୍ତ ଫଳ ଭାଷାକୁ କରେନି ସବଳ ଗବେଷକଂକୁ ମିଳେ ଖ୍ୟାତି ଭାଷା କରେନି ଅଗ୍ରଗତି ସାହିତ୍ୟ ଛଡ଼ା କିଛି ଭିନ୍ନ ନ କଲେ ଏବେ ଅଧ୍ୟୟନ ଭାଷାର ମାନ ହେବ ମ୍ଳାନ କରିହେଉଛି ଅନୁମାନ କଥିତ ଭାଷାକୁ ଉପେକ୍ଷା…

କବିତା : ତଥାପି ଜୀବନ

ସାଗରିକା ଦାସ  ମୋର ଏକାନ୍ତ ମୂହୁର୍ତ୍ତ ସବୁ ଆଉ ମୋର୍ ହୋଇନାହିଁ ସେଥିରେ ଅତିଥି ଯେ ତୁମେ ! ସମୟର ଅଦ୍ଭୁତ ଟାଣଟୁଣ କର୍ତ୍ତବ୍ୟ ତା ଛଳନାରେ ବାହିନିଏ ଜୀବନ , ତା’ରି ଫାଙ୍କରେ ଅଳ୍ପଗଳ୍ପ୍ ନିଜସହ ନୀରବ ,ପ୍ରତିକ୍ରିୟାବିହୀନ ,ସ୍ବଛ…. ସେତିକି ସମୟବି ଛଡ଼େଇନେଲ ତୁମେ ? ଇସ୍ କି…