Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ମରିବାର ସୁଖ

ରାମକୃଷ୍ଣ ନିଦର ଡାକ ଶୁଭିଲେ ଅନ୍ଧାର ରଙ୍ଗମାଖେ ସ୍ବପ୍ନରେ ସ୍ବପ୍ନରେ ତିଆରିହୁଏ ଇନ୍ଦ୍ରଧନୁର ଗୋଟେ ବିଶାଳ ସାମ୍ରାଜ୍ୟ ରକ୍ତ ମାଂସ ହାଡରେ ନିଆଁଲାଗେ ସ୍ବପ୍ନର ଆଲିଙ୍ଗନରେ ତରଳି ବହିଯାଏ ମୁଁ ନିଆଁର ନଦୀ ପରି ସୀମିହୀନ ନିଶବ୍ଦତାର ମୁହାଣ ଆଡକୁ, ମୃତ୍ୟୁ ମୋର ପାଦରେ…

ଭାଷା ଭାଗବତ : ଅଲୋଡ଼ା ଅକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ' ଆକଳନ ଓ ସଂକଳନ ଆକ୍ରାମକ ଓ ସଂକ୍ରାମକ ଆକଳିତ ଓ ସଂକଳିତ କେଉଁଠି ଙ୍କ ହେବା ଉଚିତ ? ଅକର୍ତବ୍ୟ ଓ କିଂକର୍ତବ୍ୟ ଅପକାର ଓ ଅହଂକାର ଅଧିକାର ଓ ଅଳଂକାର ଙ୍କ ଲେଖା କିଆଁ ଦରକାର ? ଅଗୃହୀତ ଓ ସଂଗୃହୀତ ଅଗଠିତ ଓ ସଂଗଠିତ…

ଅଭୁଲା ଗୀତ : ଏକା ଲାଗେ ଅତି

ଗାୟନ : ନିର୍ମଳା ମିଶ୍ର ସଙ୍ଗୀତ : ବାଳକୃଷ୍ଣ ଦାଶ ଗୀତ : ଜୀବନାନନ୍ଦ ପାଣି ଚଳଚ୍ଚିତ୍ର : ଜୀବନସାଥୀ, ୧୯୬୪ ଏକା ଲାଗେ ଅତି ସାଥୀରେ! ସାଥୀରେ! ସାଥୀରେ! ଏକା ଲାଗେ ଅତି ମନେ କେତେ ତାତି ସାଥୀରେ! ଏକା ଲାଗେ ଅତି ମନେ କେତେ ତାତି ସାଥୀରେ! ସତେକି ଆସିବ ନାହିଁ ଫୁଲରେ…

ତୃତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ଵର : ଉତ୍ସ ଫାଉଣ୍ଡେସନ ଫର୍ କଣ୍ଟେମ୍ପରାରୀ ଆର୍ଟ, ଭୁବନେଶ୍ଵର ପକ୍ଷରୁ ବିଶିଷ୍ଠ ଓଡ଼ିଆ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ରାଓଙ୍କ ୮୪ତମ ଜନ୍ମବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ତୃତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ପାଠକୀୟ ସ୍ୱୀକୃତି ହିଁ ଲେଖକ ପାଇଁ ପ୍ରକୃତ ସମ୍ମାନ : ବନ୍ଦିତା ଦାଶ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ବନ୍ଦିତା ଦାଶ । ଗଳ୍ପ, ଉପନ୍ୟାସ, କବିତା, ଶିଶୁ ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ…

ଗଳ୍ପ : ଟିକେ ଆଧୁନିକା

ଅଳକା ମହାପାତ୍ର  ଝିଅ ମୋର , ଉଚ୍ଚ ଶିକ୍ଷିତ ମଲ୍ଟି ନେସନାଲ କମ୍ପାନୀରେ ଉଚ୍ଚ ପଦବୀରେ ଅଧିଷ୍ଠିତ । ମନ ଲାଖି ବର ନିଜେ ପସନ୍ଦ କରି ବାହା ହେଇଛି । ଜ୍ବାଇଁ ବାବୁ, ଭାରି ଭଲ ପାଆନ୍ତି ମୋ ଝିଅକୁ । ତା ଇଶାରାରେ ଉଠ ବସ ହୁଅନ୍ତି । ମେଡ ସର୍ଭେଣ୍ଟ କିମ୍ବା କୁକ୍ ଠିକ୍ ସମୟରେ ନ ପହଞ୍ଚିଲେ…

କବିତା : ଭୋଦୁଅ କଇଁ

ରାଜ କିଶୋର ନାୟକ କାଦୁଆ ମାଟିରେ ଭୋଦୁର କଇଁ ରଙ୍ଗ ଧୋବ ଫରଫର ଦିଦି ତୋଳୁଥିଲା ଭାଲୁକୁଣୀ ପାଇଁ ପଢି କେତେ ଯେ ମନ୍ତର ସେ ମନ୍ତ୍ରରେ ଥିଲା ଅନେକ ବେଦନା କୋହ ଭରା ମୁହୂର୍ତ୍ତର ଜୀବନର କିଛି ଅଭୁଲା ସ୍ମୃତିକୁ ମନ୍ଥୁଥିଲା ବାରମ୍ବାର ଯାଇଛି ସେ ବେଳ ଆସିବନି ଫେରି ତଥାପି ମନ…

ଭାଷା ଭାଗବତ : ସଦ୍ୟତମ ଜ୍ଞାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ ଭାଷାର ବିସ୍ତୃତ ସଂସାର ' ସାହିତ୍ୟ ' କ୍ଷୁଦ୍ରାଂଶ ତହିଁର ବହିରେ ତତ୍କାଳୀନ ଜ୍ଞାନ କରେ ସର୍ବଦା ଅବସ୍ଥାନ ଅନେକ ଗ୍ରଂଥାଶ୍ରିତ ଜନ ସଂଗ୍ରହ କରି ବାସି ଜ୍ଞାନ କରଂତି ସଜ ବୋଲି ଦାବି ଏଯାଏଁ ନୁହଂତି ପ୍ରଭାବୀ ଲୋକଂକ…

ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ରାଜ୍ୟ ସଂଗ୍ରହାଳୟରେ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର : ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଏକ ପନ୍ଦରଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି ଅବସରରେ ‘ଟିପିକାଲ୍‌ ସିଲେକସନ୍ସ ଫ୍ରମ୍‌ ଓଡ଼ିଆ ଲିଟେରେଚର’ର ଭାଗ-୧ ଏବଂ ଭାଗ-୨ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଓଡ଼ିଆ ଭାଷା,…

ଭାଷା ଭାଗବତ : ସ୍ବଭାଷାର ଜୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ  'ଭାଷା ଭାଗବତ' ଭାବିଲେ ସୁଦ୍ଧା ଦୀର୍ଘକାଳ ନ ଲେଖି ଭାବିଲେ କେବଳ ବ୍ୟକ୍ତିଟେ ହୁଅଇ ଭାବୁକ କେବେ ବି ହୁଏନି ଲେଖକ ଲେଖିବା ମୁହୂର୍ତରେ ଯାହା ମନକୁ ଆସେ ଲେଖି ତାହା ସ୍ବପ୍ନ ଅଥବା ପୂର୍ବସ୍ମୃତି ଲେଖକ ହୋଇପାରେ…