Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ପ୍ରସିଦ୍ଧି-ଲାଳସୀ ଲେଖକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ସ୍ବନାମଧନ୍ୟ ' ବହୁ କବି ଏବେ ଗଲେଣି ପୂରା ଦବି ' ଆଂତର୍ଜାତିକ ଖ୍ୟାତିପ୍ରାପ୍ତ ' ଲେଖକେ ହେଲେଣି ବିସ୍ମୃତ ' ଯଶସ୍ବୀ ସମାଦୃତ ' ଲୋକ ' ପ୍ରତିଭାସଂପନ୍ନ ଲେଖକ ' ଗଲେଣି କେତେ କାହିଁ ହଜି କେହି ପାଉନୁ ତାଂକୁ ଖୋଜି…

ଗଣଦେବତା ଶ୍ରୀଗଣେଶଙ୍କ ଉପାସନା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  କେଉଁ ପ୍ରାଚୀନ କାଳରୁ ଧର୍ମ ମାନବ ଜୀବନର ଆତ୍ମ ବିକାଶର ସାର୍ବଭୌମ ସାରଥି ସାଜିଛି । ଚକ୍ର ବିହୀନ ରଥ ଯେପରି ଗତିହୀନ, ଅନୁରୂପ ଭାବରେ ଧର୍ମ ଓ ନୀତିର ଅଭାବରେ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବା ଅସମ୍ଭବ । ତେଣୁ ଯୁଗ ଯୁଗ ଧରି ଭାରତ ମାଟିରେ ଧର୍ମ…

କବିତା : ଆହେ ଗଜାନନ

 ସାଧନା ପଣ୍ଡା   ବିଘ୍ନ ବିନାଶନ ପାର୍ବତୀ ନନ୍ଦନ ଆହେ ପ୍ରଭୁ ଗଜାନନ ସିଦ୍ଧିଦାତା ତୁମେ ଜ୍ଞାନର ଭଣ୍ଡାର ସର୍ବଗ୍ରେ ତବ ପୂଜନ। ସଂସାରରେ ଯଶ ଧନ ମାନ ଜନ କରୁଣାରୁ ତବ ମିଳେ ବିଦ୍ୟା ଦାତା ତୁମେ କରୁଣା ସାଗର ଫେଡ ଅଜ୍ଞାନକୁ ହେଳେ। କି ଦରବ ଦେଇ ପୂଜିବୁ ତୁମ୍ଭଙ୍କୁ ସବୁ ତ…

ପୁସ୍ତକ ପରିଚୟ : ଓଡ଼ିଶା ଅନ୍ତରାଳରେ ବୀରରାମଚନ୍ଦ୍ରପୁର ଇତିହାସ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା ଓଡ଼ିଶା ଅନ୍ତରାଳରେ ବୀରରାମଚନ୍ଦ୍ରପୁର ଇତିହାସ ଲେଖକ : ସଦାଶିବ ରଥ ବୀରରାମଚନ୍ଦ୍ରପୁର, ପୁରୀ ମୂଲ୍ୟ ‐ ୪୫/- ଗଜପତି ବୀରରାମଚନ୍ଦ୍ର ଦେବ ପ୍ରତିଷ୍ଠିତ ପୁରୀ ଜିଲ୍ଲାର ବୀରରାମଚନ୍ଦ୍ରପୁର ଶାସନ ୧୬ଶାସନ ମଧ୍ୟରେ ସର୍ବ ବୃହତ୍ । ୧୫୭୭…

ଭାଷା ଭାଗବତ : ସ୍ମୃତି ସଂଚୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସ୍ମୃତି ତ ଅମୂଲ୍ୟ ସଂପତ୍ତି ସୂଚାଏ ଜୀବନର ଗତି ତହିଁରୁ କରିଲେ ନିଷ୍ପତ୍ତି ହୁଏ ବ୍ୟକ୍ତିର ସର୍ବୋନ୍ନତି ପୂର୍ବ ବିଫଳତାରୁ ଶିଖି ଯେ କେହି ଖୋଲିଥାଏ ଆଖି ଭବିଷ୍ଯତର ସ୍ବପ୍ନ ଦେଖି ତାହା ସହିତ ରହେ ଲାଖି ସ୍ମୃତି ଓ…

କବିତା : ମରିବାର ସୁଖ

ରାମକୃଷ୍ଣ ନିଦର ଡାକ ଶୁଭିଲେ ଅନ୍ଧାର ରଙ୍ଗମାଖେ ସ୍ବପ୍ନରେ ସ୍ବପ୍ନରେ ତିଆରିହୁଏ ଇନ୍ଦ୍ରଧନୁର ଗୋଟେ ବିଶାଳ ସାମ୍ରାଜ୍ୟ ରକ୍ତ ମାଂସ ହାଡରେ ନିଆଁଲାଗେ ସ୍ବପ୍ନର ଆଲିଙ୍ଗନରେ ତରଳି ବହିଯାଏ ମୁଁ ନିଆଁର ନଦୀ ପରି ସୀମିହୀନ ନିଶବ୍ଦତାର ମୁହାଣ ଆଡକୁ, ମୃତ୍ୟୁ ମୋର ପାଦରେ…

ଭାଷା ଭାଗବତ : ଅଲୋଡ଼ା ଅକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ' ଆକଳନ ଓ ସଂକଳନ ଆକ୍ରାମକ ଓ ସଂକ୍ରାମକ ଆକଳିତ ଓ ସଂକଳିତ କେଉଁଠି ଙ୍କ ହେବା ଉଚିତ ? ଅକର୍ତବ୍ୟ ଓ କିଂକର୍ତବ୍ୟ ଅପକାର ଓ ଅହଂକାର ଅଧିକାର ଓ ଅଳଂକାର ଙ୍କ ଲେଖା କିଆଁ ଦରକାର ? ଅଗୃହୀତ ଓ ସଂଗୃହୀତ ଅଗଠିତ ଓ ସଂଗଠିତ…

ଅଭୁଲା ଗୀତ : ଏକା ଲାଗେ ଅତି

ଗାୟନ : ନିର୍ମଳା ମିଶ୍ର ସଙ୍ଗୀତ : ବାଳକୃଷ୍ଣ ଦାଶ ଗୀତ : ଜୀବନାନନ୍ଦ ପାଣି ଚଳଚ୍ଚିତ୍ର : ଜୀବନସାଥୀ, ୧୯୬୪ ଏକା ଲାଗେ ଅତି ସାଥୀରେ! ସାଥୀରେ! ସାଥୀରେ! ଏକା ଲାଗେ ଅତି ମନେ କେତେ ତାତି ସାଥୀରେ! ଏକା ଲାଗେ ଅତି ମନେ କେତେ ତାତି ସାଥୀରେ! ସତେକି ଆସିବ ନାହିଁ ଫୁଲରେ…

ତୃତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ଵର : ଉତ୍ସ ଫାଉଣ୍ଡେସନ ଫର୍ କଣ୍ଟେମ୍ପରାରୀ ଆର୍ଟ, ଭୁବନେଶ୍ଵର ପକ୍ଷରୁ ବିଶିଷ୍ଠ ଓଡ଼ିଆ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ରାଓଙ୍କ ୮୪ତମ ଜନ୍ମବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ତୃତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ପାଠକୀୟ ସ୍ୱୀକୃତି ହିଁ ଲେଖକ ପାଇଁ ପ୍ରକୃତ ସମ୍ମାନ : ବନ୍ଦିତା ଦାଶ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ବନ୍ଦିତା ଦାଶ । ଗଳ୍ପ, ଉପନ୍ୟାସ, କବିତା, ଶିଶୁ ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ…