Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସ୍ବାସ୍ଥ୍ୟ, ବିତ୍ତ, ସୁଖ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପଂଚଭୂତର ତତ୍ତ୍ବ ଜ୍ଞାନ କରିଲେ ଲୋକଂକୁ ପ୍ରଦାନ ସଭିଏଁ ହୋଇ ସଚେତନ ଆନଂଦେ ଜିଇଁବା ଜୀବନ ମାଟି, ପାଣି, ପବନ, ବାୟୁ ବଢ଼ାଂତି ଆମ ପରମାୟୁ ଆକାଶ ରହେ ସଦା ସାକ୍ଷୀ ଅଂତରୀକ୍ଷ ସ୍ରଷ୍ଟାଂକ ଆଖି ପ୍ରକୃତିଦତ୍ତ ଉପହାର…

‘ଜମ୍ବୁଲୋକ’ ଉପନ୍ୟାସ ପାଇଁ ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର : ବିଶିଷ୍ଟ ଉପନ୍ୟାସିକ ଭୀମ ପୃଷ୍ଟି ଚଳିତ ବର୍ଷ ପାଇଁ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ଇ ବହୁ ଚର୍ଚ୍ଚିତ ଉପନ୍ୟାସ 'ଜମ୍ବୁଲୋକ' ପାଇଁ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଶ୍ରୀ ପୃଷ୍ଟିଙ୍କୁ ସମ୍ମାନପତ୍ର, ଫଳକ ସହିତ ୫ ଲକ୍ଷ ଟଙ୍କାର ଅର୍ଥରାଶି…

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ୧୫୦ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପ୍ରହରାଜ ପ୍ରତିଭା ପୂଜା ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ପ୍ରହରାଜଙ୍କ ୧୫୦ତମ ଜୟନ୍ତୀ ପାଳିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସାରସ୍ୱତ…

ଭାଷା ଭାଗବତ : ଭାଷା-ଆଚ୍ଛନ୍ନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷା-ଆଚ୍ଛନ୍ନ ହୋଇ ମୁହିଁ ଯାହା ଜଣାଏଁ ଲେଖି, କହି ତାହା ନ ହୋଇଲେ ସ୍ବୀକାର୍ଯ ହରାଏଁନାହିଁ ନିଜ ଧୈର୍ଯ ହୁଏତ ମୋର କଥା ଲେଖା ଅଜଣା କାରଣୁ ଅବିକା କେତେକେ କରଂତି ଅଗ୍ରାହ୍ୟ ତାହା ମୁଁ କରିପାରେଁ ସହ୍ୟ ବିରୋଧ ଅବା…

କର୍ମ ଫଳ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଲେ - "କର୍ମଣ୍ୟେବାଧିକାରସ୍ତୁ ମା ଫଳେଷୁ ... ଅର୍ଥାତ୍ କର୍ମ କରି ଚାଲ ଫଳ ପଛରେ ଆସୁଛି । ଆମେ ଆମର କର୍ମ ଅନୁସାରେ ଫଳ ଭୋଗ କରୁଛେ । ସେ ସତ୍ କର୍ମ ହେଲେ ସତ୍ ଫଳ, ଅସତ୍ କର୍ମ ହେଲେ ଅସତ୍ ଫଳ ।…

ଅନୁବାଦ କବିତା : ଦିବଂଗତ ପିତାଙ୍କ ସ୍ମରଣେ

ମୂଳ ବାଂଲା : ସୈୟଦ ଶାମସୁଲ୍ ହକ ବାପା, ତୁମ କଥା ଏଠି ଆଉ କେହିବି କହନ୍ତି ନାହିଁ ଏବେ ବି ରନ୍ଧାହୁଏ ତୁମର ପ୍ରିୟ ଓ ପସନ୍ଦର ଭୋଜନ ଆମ ହାତର ଆଙ୍ଗୁଳିମାନ ହଳଦୀର ରଙ୍ଗରେ ହୁଏ ରଙ୍ଗୀନ କିନ୍ତୁ ତୁମ କଥା କେହି ବି କହନ୍ତି ନାହିଁ। ତୁମ ହାତରେ ଲଗା ହୋଇଥିବା ଗଛର ପିଜୁଳିମାନ…

ଭାଷା ଭାଗବତ : ସମନ୍ବୟୀ ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆମ ଭାଷାର ବହୁ ରୂପ କିଛି ବି ହେବନି ବିଲୋପ ଭାଷା ଯେହେତୁ ମହାରଣ୍ୟ ସଭିଂକୁ ମିଳେ ସେଠି ସ୍ଥାନ ଗଛ, ବୁଦା ଓ ଘାସ, ତୃଣ ବନରେ ସଭିଂକ ଆସ୍ଥାନ ସଭିଏଁ ରହିଲେ ଜୀବଂତ ଅରଣ୍ୟ ହୁଏ ପ୍ରାଣବଂତ ସ୍ବଭାଷା ନୁହେ ଗୃହୋଦ୍ୟାନ…

କବିତା : ସ୍ୱଗତୋକ୍ତି

ସୁଷମା ପରିଜା  ଧୁ ଧୁ ଖରାରେ ଥୁଣ୍ଟା ହୋଇ ଏକଲା ଠିଆ ହୋଇଥିବା କଲେଜ୍ ହତା ଭିତରର ପୁରୁଣା କୃଷ୍ଣଚୂଡା ଗଛଟିଏ ମୁଁ, ଆଜି ଅଣ୍ଡାଳି ଅଣ୍ଡାଳି ଖୋଜୁଛି, ଝୁରି ହେଉଛି,ଦିନେ ମୋ ଦେହରେ ଖୁନ୍ଦି ହୋଇ ରହିଥିବା ନବପଲ୍ଲକୁ ଲାଲ୍ ଟୁକ୍ ଟୁକ୍ ଫୁଲର ସମ୍ଭାରକୁ, ଶୀତ ସକାଳର କାକରଭିଜା…

ଭାଷା ଭାଗବତ : ଜ୍ଞାନାଂଶ ପ୍ରୟୋଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂସାରେ ମନୁଷ୍ଯ ଜୀବନ ରହେନି ଯେଣୁ ବେଶି ଦିନ କେହି ବି କରେନି ଅର୍ଜନ ବିଶ୍ବରେ ଅଛି ଯେତେ ଜ୍ଞାନ ତେଣୁ ବାଛି ନିଜର ରୁଚି ଜ୍ଞାନାଂଶ ପାଇ ରହୁଁ ବଂଚି ନ ହେଲେ ସୁଦ୍ଧା ପରିପୂର୍ଣ କରଇ ଉନ୍ନତି ସାଧନ ସବୁ ଆଡ଼କୁ ଦେଇ…

କବିତା : କେନ୍ଦ୍ରରେ ତୁମେ

ରାଜ କିଶୋର ଦାସ  ତୁମ ଆଡ଼କୁ ହାତ ଟେକି ବୁଡ଼ି, ବୁଡ଼ି, ଯାଉଥିଲା ବେଳେ, ବିଶ୍ଵାସ ଥାଏ, ତୁମେ ହାତ ବଢ଼େଇବ, ଉଦ୍ଧାରିବ ! ମିଛ । ବୁଡ଼େଇବାରେ ସିଦ୍ଧ ତୁମେ ହସ ନ’ଆସିଲେ ବି, ହସୁଥାଅ, କିଏ ବୁଡ଼ିଲେ, ଭାସିଲେ, ତୁମର ଯାଏ ଆସେ କେତେ ? ଚନ୍ଦନରେ, ଭେଳାରେ, ହାନ୍ଦୋଳାରେ…