Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ମୋ ଗୁରୁ

ଶୁଭ୍ରାଂଶୁ ଶେଖର ମାହୁନ୍ତ ଚିର ବନ୍ଦନୀୟ ଚିର ପୂଜନୀୟ ଚିର ନମସ୍ୟ ଯେ ଗୁରୁ, ଚିର ଭାସ୍ବର ସେ ଚିର ଅମଳିନ ଚିରକାଳ ପାଇଁ ସ୍ମରୁ । ବିରଳ ବ୍ୟକ୍ତିତ୍ବ ସବୁ ଗୁରୁ ମୋର ଗାଉଅଛି ଯଶ ଗାଥା, ଗୁଣଗାରିମାର ଅମୂଲ୍ୟ ପସରା ସ୍ନେହବୋଳା ତାଙ୍କ କଥା । ଶିକ୍ଷାର ଅମ୍ଳାନ ଜ୍ୟୋତି ସାଜି…

ଭାଷା ଭାଗବତ : ହେବାନି ବିଚାରକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷା ସହିତ ଲାଖିଥାଏଁ ଶବ୍ଦ ଅକ୍ଷର ଦେଖାଯାଏ କ୍ଷଣ କ୍ଷଣକେ ନୂଆ ରୂପ ଅଗଣନୀୟ ବର୍ଣସ୍ତୂପ ମନରେ ହୋଇ ଆତଯାତ କରଂତି ସର୍ବଦା ଚକିତ ଏତେ ସମୃଦ୍ଧିଶାଳୀ ହୋଇ କିପାଁ ନିଷ୍କ୍ରିୟ ହେବି ମୁହିଁ ? ଏ ପ୍ରଶ୍ନ ଉଠେ ବାରଂବାର…

ରାଜ୍ୟ ପାଠାଗାରରେ ପ୍ରେରଣା ଦାୟକ ବକ୍ତୃତା ମାଳା ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପାଠକପାଠିକା ମାନଙ୍କ ସକାଶେ ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପରୀକ୍ଷାରେ କେମିତି ଓ କିପରି କୃତକାର୍ଯ୍ୟ ହୋଇପାରିବେ ତାହା ଉପରେ ଏକ ବକ୍ତୃତା ସଭା ଆୟୋଜିତ ହୋଇଯାଇଛି ।…

କବିତା : ଫୁଲ ଓ କଣ୍ଟା

ସୁଜାତା ମିଶ୍ର  କିଛି କ୍ୟାକ୍ଟସର କଣ୍ଟକିତ କ୍ରୁରତାକୁ ନେଇ ସଜେଇଛି ମାୟାବିନୀ ବନ ସବୁଜିମା .. ଚିତ୍ରାୟିତ ମାଟି ପସରାରେ.., ବେଦରଦୀ ପଥରର କଠୋରତା ନୀରବି ଯାଇଛି ରଙ୍ଗର ନିବିଡ଼ତା ତଳେ.., କାଇଁଚର ଉପତ୍ୟକାରେ ତୋଳିଛି ମୁଁ ପ୍ରବାଳ ପ୍ରାଚୀର ଘେରା ଶାମୁକାର ଘର...,…

ଭାଷା ଭାଗବତ : ଅମିଶ୍ରିତ ସତ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନେକ କଥାକୁ ଉପେକ୍ଷା ନ କଲେ, ସୁନିର୍ଦିଷ୍ଟ ଶିକ୍ଷା ଗ୍ରହଣ କରିହୁଏନାହିଁ ଏ ସତ୍ୟ ବୁଝୁଁ ମନ ଦେଇ ଏକାଗ୍ର-ଚିତ୍ତ ହେଲେ ବ୍ୟକ୍ତି ବଢ଼ାଇ ବିଷୟାନୁରକ୍ତି ସହିତ ନିଷ୍ଠା ଆଉ ଧୈର୍ଯ ସଂପନ୍ନ କରେ ନିଜ କାର୍ଯ ସବୁ ଆଡ଼କୁ…

ଅଭୁଲା ଗୀତ : ଜୋଛନା ଲୁଚନା

ଗାୟନ : ନିର୍ମଳା ମିଶ୍ର ସଙ୍ଗୀତ :  ବାଳକୃଷ୍ଣ ଦାଶ ଗୀତ :  ନାରାୟଣ ପ୍ରସାଦ ସିଂହ ଚଳଚ୍ଚିତ୍ର : ଅଦିନ ମେଘ ଜୋଛନା ଲୁଚନା ଜୋଛନା ଲୁଚନା, ଦୂର ନୀଳ ଗଗନେ ଏ ମନ ମନେନା, ଏଇ ମଧୁ ଲଗନେ ଜୋଛନା ଲୁଚନା , ଲୁଚନା ସମୀରେ ସୁରଭି ଭରା ଆକାଶେ…

ସମାଜର ଅବହେଳିତ ବର୍ଗଙ୍କ ବ୍ୟଥା ହିଁ ମୋ ସାହିତ୍ୟ ସ୍ଵର : ଆଶୁତୋଷ ମିଶ୍ର

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଆଶୁତୋଷ ମିଶ୍ରଙ୍କ ସହ ‘ସ୍ୱଳ୍ପ ଆଳାପ’…

କବିତା : ମୌସୁମୀ

ଗଦାଧର ସାହୁ ସମସ୍ତେ କୁହନ୍ତି ଆମେ ଜାଣି ନାହୁଁ ଆମେ କରି ନାହୁଁ କିଛି କାହା ଦୋଷେ ଆଉ ଅଭିମାନ କରି ମୌସୁମୀ ଛପି ରହିଛି । ପ୍ରତ୍ଯେକ ମଣିଷ ଖୋଳ ପିନ୍ଧା ଏଠି ନିଜର ସୁବିଧା ଦେଖେ କେବେ ଖୋଜେ ନାହିଁ ମୋ ପାଇଁ କିଏ ସେ ସଢୁଛି ଯନ୍ତଣା ଦୁଃଖେ । ଆକାଶ ତତଲା ପବନ ତତଲା ଜଳ…

ଭାଷା ଭାଗବତ : ପ୍ରୟୋଗ-ନିର୍ଭର ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଭିଏଁ ଏଠି ସର୍ବଜାଣ କେହି ଖୋଜନି କାହା ଖୁଣ ନ ହୋଇ ତର୍କପରାୟଣ ଜଣାଇଦିଅ ଯାହା ଜାଣ ଅସଂଖ୍ୟ ଅଭ୍ୟାସର ଦାସ ଅତୀତ କାଳେ କରି ବାସ ପାଆଂତି ଅପୂର୍ବ ଉଲ୍ଲାସ ମନରେ ଜନ୍ମେନି ସାହସ ପୂର୍ବରୁ କେଉଁ କବି କ'ଣ ଲେଖିଲେ,…

କବିତା : ଏଥର ଚୁପ ରୁହ

ନିରଞ୍ଜନ ନାୟକ ସରଳ ମଣିଷମାନେ ଚିତ୍କାର କର ଯେତେ ଗଳା ଫଟାଇ କାକୁତି ମିନତି ହୁଅ କେହି ଶୁଣିବେନି ରାସ୍ତା ରେ ଧାରଣା ! ସଂଗ୍ରାମ ! ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ହଙ୍ଗର ଷ୍ଟ୍ରାଇକ ଏସବୁର କ’ଣ ମୂଲ୍ୟ ଅଛି ! ସେମାନେ ପରା କିଣିନିଅନ୍ତି ତୁମ ଦଳର ଯେଉଁ ଦଳପତି…