Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସଦ୍ୟତମ ଜ୍ଞାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ ଭାଷାର ବିସ୍ତୃତ ସଂସାର ' ସାହିତ୍ୟ ' କ୍ଷୁଦ୍ରାଂଶ ତହିଁର ବହିରେ ତତ୍କାଳୀନ ଜ୍ଞାନ କରେ ସର୍ବଦା ଅବସ୍ଥାନ ଅନେକ ଗ୍ରଂଥାଶ୍ରିତ ଜନ ସଂଗ୍ରହ କରି ବାସି ଜ୍ଞାନ କରଂତି ସଜ ବୋଲି ଦାବି ଏଯାଏଁ ନୁହଂତି ପ୍ରଭାବୀ ଲୋକଂକ…

ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ରାଜ୍ୟ ସଂଗ୍ରହାଳୟରେ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର : ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଏକ ପନ୍ଦରଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି ଅବସରରେ ‘ଟିପିକାଲ୍‌ ସିଲେକସନ୍ସ ଫ୍ରମ୍‌ ଓଡ଼ିଆ ଲିଟେରେଚର’ର ଭାଗ-୧ ଏବଂ ଭାଗ-୨ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଓଡ଼ିଆ ଭାଷା,…

ଭାଷା ଭାଗବତ : ସ୍ବଭାଷାର ଜୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ  'ଭାଷା ଭାଗବତ' ଭାବିଲେ ସୁଦ୍ଧା ଦୀର୍ଘକାଳ ନ ଲେଖି ଭାବିଲେ କେବଳ ବ୍ୟକ୍ତିଟେ ହୁଅଇ ଭାବୁକ କେବେ ବି ହୁଏନି ଲେଖକ ଲେଖିବା ମୁହୂର୍ତରେ ଯାହା ମନକୁ ଆସେ ଲେଖି ତାହା ସ୍ବପ୍ନ ଅଥବା ପୂର୍ବସ୍ମୃତି ଲେଖକ ହୋଇପାରେ…

ଭାଷା ଭାଗବତ : କାଳାଧୀନ ମଣିଷ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତୀତ ଆଉ ଭବିଷ୍ୟତ ବର୍ତମାନରେ ସମାହିତ ସ୍ମୃତି ଓ ସ୍ବପ୍ନ ହୋଇ ଯୁକ୍ତ କରଂତି ବିଶ୍ବକୁ ଉନ୍ନତ ଯେଉଁ କାଳରେ କରୁଁ ବାସ ତହିଁର ବିଷାଦ, ଉଲ୍ଲାସ ସହିତ କାଂଦ ଆଉ ହସ ଯୋଗାଏ ଆମକୁ ସାହସ କଲେ ଅତୀତ କୀର୍ତିଗାନ ଦେଖିଲେ…

ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ମିଳିତ

ଭୁବନେଶ୍ୱର : ବଡମ୍ବା ପୂଜ୍ୟପୂଜା ସଂସଦ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ସବୁଜକବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ…

ଅନୁବାଦ କବିତା : ମୁଁ ପୁଣି ଆସିବି ଫେରି

ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ ମୁଁ ପୁଣି ଆସିବି ଫେରି ଧାନ ସିଢି ଚଢ଼ି ବଢ଼ି ମୋର ଏଇ ପ୍ରିୟ ଦେଶ ବଂଗ ପ୍ରଦେଶରେ ହୁଏତ ବା ଶଙ୍ଖଚିଲ ରୂପ ନେଇ ଅବା ସେଇ ଭୋର ବେଳା ରାବି ଭାବି ଉଡୁଥ‌ିବା କୁଆ ହୋଇ ନବାନ୍ନ ଉତ୍ସବ ପାଇଁ କାର୍ତ୍ତିକ ମାସରେ। କୁହୁଡି ସହିତ ଭାସି…

ଭାଷା ଭାଗବତ : ଶବ୍ଦ ଯୋଡ଼ା-ଛଡ଼ା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କୁକର୍ମ କରିବାକୁ ଡର କୁକଥା କହିବାକୁ ଡର ମୋ ନାମ ପ୍ରଫୁଲ୍ଲ କୁମାର କହିଲେ ପ୍ରଫୁଲ୍ଲକୁ ମାର ବଦଳଯିବ ଅର୍ଥ ତା'ର ଲୋକେ ବୁଝିବା ଦରକାର କୁ ଏକାକ୍ଷରୀ ଶବ୍ଦ ନୁହେ ଶବ୍ଦ ସହିତ ଲାଖିରହେ କୁ ଯଦି ଏକୁଟିଆ ରହେ ସର୍ବଦା…

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଭାରତୀୟ ଅର୍ଥନୀତି: ୨୦୪୭ ବିକାଶ ଲକ୍ଷ୍ୟ’ ବକ୍ତୃତା

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ଏବଂ ଓଡ଼ିଶା ଅର୍ଥନୀତି ସଙ୍ଘ ପକ୍ଷରୁ ପିଜି କାଉନସିଲରେ ‘ଭାରତୀୟ ଅର୍ଥନୀତି: ୨୦୪୭ ବିକାଶ ଲକ୍ଷ୍ୟ' ଶୀର୍ଷକରେ ଏକ ବକୃତା ମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦ…

ବିଧାନସଭା ଗ୍ରନ୍ଥାଗାର କମିଟିର ରାଜ୍ଯ ଗ୍ରନ୍ଥାଗାର ପରିଦର୍ଶନ

ଭୁବନେଶ୍ବର : ଓଡ଼ିଶା ବିଧାନସଭା ଗ୍ରନ୍ଥାଗାର କମିଟି ଓ ଅନାନ୍ୟ ସଭ୍ୟମାନେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପରିଦର୍ଶନ କରିଛନ୍ତି । ଏହି ଅବସରରେ ଓଡ଼ିଶା ବିଧାନସଭା ଗ୍ରନ୍ଥାଗାର କମିଟିର ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବିଧାୟକ ଶଶୀଭୁଷଣ ବେହେରା, ବିଧାୟକ…

ଦାସିଆ ଅଜାଙ୍କ ତିରୋଧାନ ଦିବସ ପାଳିତ

ଭୁବନେଶ୍ବର : ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ତଥା ଓଡ଼ିଆ ଜାତିର ଗର୍ବ ଓ ଗୌରବ ଦାସରଥି ପଟ୍ଟନାୟକଙ୍କ ( ଦାସିଆ ଅଜା)ଙ୍କ ୨୬ ତମ ତିରୋଧାନ ଦିବସ ହରେକୃଷ୍ଣ ମହତାବ ରାଜ୍ଯ ଗ୍ରନ୍ଥାଗାରରେ ପାଳିତ ହୋଇଯାଇଛି। ଗ୍ରନ୍ଥାଗାରର ନିର୍ଦ୍ଦେଶକ ଦିଲୀପ ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ଏହି…