Latest Odisha News

BREAKING NEWS

Browsing Category

ପୁସ୍ତକ ପରିଚୟ

ପୁସ୍ତକ ପରିଚୟ : ଭଙ୍ଗାଘର

ଭଙ୍ଗାଘର କବି : ରବୀନ୍ଦ୍ର ଜେନା ସର୍ବୋଦୟ ସାହିତ୍ୟ ସଂସଦ, ପୁରୀ ପୃଷ୍ଠା : ୬୮ ମୂଲ୍ୟ : ୬୦ ଭଙ୍ଗାଘରର ଉଜୁଡ଼ା ସଂସାରୀ ' ରବି ଜେନା ' । ଏ ବିଚିତ୍ର ଦୁନିଆଁରେ ଯେଉଁଠି ପ୍ରତି ମୁହୂର୍ତ୍ତରେ ମିଳେଇଯାଏ ସମ୍ପର୍କ, ଧ୍ଵଂସ ପାଉଥାଏ କେଉଁଠି ନା କେଉଁଠି ଚେନାଏ ଉର୍ବର ଭୂଇଁ, ମରି…

ପୁସ୍ତକ ପରିଚୟ : ପଣତ କାନିରେ ଘର

ପଣତ କାନିରେ ଘର ଗାଳ୍ପିକା : ଗାୟତ୍ରୀ ସରାଫ ବ୍ଲାକ ଇଗଲ ବୁକସ ଉଇସଡମ ଲେନ , ଡବଲିନ ୪୩୦୧୬ ପୃଷ୍ଠା : ୧୬୧ ମୂଲ୍ୟ : ୨୦୦ ଗପଟିଏ ପଢ଼ିଲେ ତା ଭିତରେ ଥିବା ଚରିତ୍ରମାନଙ୍କ ଭିତରେ ବ୍ୟକ୍ତି ନିଜେ ଚରିତ୍ରଟିଏ ହୋଇଯାଏ । ସେଇ ଅନୁସାରେ ନିଜକୁ ହଜେଇଦିଏ । ଗାଳ୍ପିକା ଗାୟତ୍ରୀ…

ପୁସ୍ତକ ପରିଚୟ : ଗଛ ଓ ଅନ୍ୟାନ୍ୟ ଗଳ୍ପ

ଗଛ ଓ ଅନ୍ୟାନ୍ୟ ଗଳ୍ପ ଗାଳ୍ପିକ : ରବି ପଣ୍ଡା ପ୍ରକାଶକ : ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ ବିନୋଦ ବିହାରୀ , କଟକ ମୂଲ୍ୟ : ୧୯୫ ଗଳ୍ପ ସଙ୍କଳନ କହିଲେ ଅନେକଗୁଡ଼ିଏ ଗଳ୍ପର ସମାହାରରେ ମୁଦ୍ରିତ ହୋଇଥିବା ପୁସ୍ତକ ବୋଲି ଆମ ମନ ଓ ମସ୍ତିଷ୍କରେ ଚିତ୍ରଟେ ଅଙ୍କିତ ହୁଏ  । କିନ୍ତୁ ଗାଳ୍ପିକ…

ପୁସ୍ତକ ପରିଚୟ : ଅହଲ୍ୟା

ଉପନ୍ୟାସ- ଅହଲ୍ୟା ଔପନ୍ୟାସିକା- ସ୍ବର୍ଣ୍ଣଲତା ମହାପାତ୍ର ପ୍ରକାଶକ- ବ୍ଲାକ ଇଗଲ ବୁକ୍ସ,ଉଇସ୍ଡଡ଼ମ୍ ଲେନ୍,ଡ଼ବଲିନ୍,ଆମେରିକା ମୂଲ୍ୟ-୨୧୦ଟଙ୍କା  ପୃଷ୍ଠା-୧୭୬ "ଅହଲ୍ୟା" କହିଲେ ମନକୁ ସ୍ୱତଃ ଚାଲି ଆସନ୍ତି ପ୍ରଭୁ ରାମଚନ୍ଦ୍ର ଓ ଋଷି ଗୌତମ । ଯୁଗ ଯୁଗ ଧରି ଶିଳାରେ ପରିଣତ ହୋଇଥିବା…

ପୁସ୍ତକ ପରିଚୟ : ବିଶ୍ୱରୁପା

ବିଶ୍ୱରୁପା ଗାଳ୍ପିକା : ମଞ୍ଜୁବାଳା ପଣ୍ଡା ପ୍ରକାଶକ : ଇଙ୍କୱାର୍ଲଡ ଓଡ଼ିଆ ଭୁନେଶ୍ୱର ପୃଷ୍ଠା : ୧୭୩ ମୂଲ୍ୟ : ୨୦୦ ଜୀବନର ଅନୁଭବ ଓ ଅନୁଭୂତିକୁ ନେଇ ଗଳ୍ପ ଲେଖୁଥିବା ଗାଳ୍ପିକା ମଞ୍ଜୁବାଳା ପଣ୍ଡାଙ୍କର ଗଳ୍ପ ସଙ୍କଳନ "ବିଶ୍ୱରୂପା" ଏକ ସ୍ୱତନ୍ତ୍ର ସୃଷ୍ଟି । ସମୁଦାୟ ଏଗାରଟି…

ପୁସ୍ତକ ପରିଚୟ : ଝିଅଟେ ପଥୁରିଆ ସାହିରୁ

ଝିଅଟେ ପଥୁରିଆ ସାହିରୁ ଲେଖିକା : ଚନ୍ଦ୍ରା ମିଶ୍ର ପ୍ରକାଶକ : କାହାଣୀ , କଲ୍ୟାଣୀ ନଗର,କଟକ ବିତରକ : କିରଣ କିଶୋର ଏଜେନ୍ସି ଶଗଡ଼ିଆ ସାହି,( ହନୁମାନ ମନ୍ଦିର ନିକଟ) କଟକ ୭୫୩୦୦୧ ଫୋନ୍ ନମ୍ବର : ୯୭୭୬୩୩୭୬୦୯ ପୃଷ୍ଠା : ୩୦୮ ମୂଲ୍ୟ : ୩୦୦ ଜଗନ୍ନାଥ ଧାମ ପୁରୀରେ ଜନ୍ମ ହୋଇ…

ପୁସ୍ତକ ପରିଚୟ : ଖରା ଛାଇର ଖେଳ

ଖରା ଛାଇର ଖେଳ ଗାଳ୍ପିକା : ଅନସୂୟା ପଣ୍ଡା ପ୍ରକାଶକ : ପଶ୍ଚିମା ପବ୍ଲିକେଶନ ନୟାପଲ୍ଲୀ, ଭୁବନେଶ୍ୱର -୧୨ ପୃଷ୍ଠା : ୧୧୮ ମୂଲ୍ୟ : ୧୨୦ ଜୀବନ କେବେବି କଳ୍ପନା ନୁହେଁ ବରଂ ବାସ୍ତବତାରେ ସଜଡ଼ା ଯାଇଥିବା କାଚଘର । ଏହି ଉକ୍ତିର ମର୍ମରେ ତେଇଶଟି ଗଳ୍ପକୁ ନେଇ ଗାଳ୍ପିକା ଅନସୂୟା…

ପୁସ୍ତକ ପରିଚୟ : ବିବାକ ବସୁଧା

ବିବାକ ବସୁଧା କବି : ଭରତ ବେହେରା ପ୍ରକାଶକ : ଏଥେନା ବୁକସ ଭୁବନେଶ୍ୱର- ୨ ପୃଷ୍ଠା : ୯୬ ମୂଲ୍ୟ : ୧୧୦ କବିତାରେ କେବଳ ଲାଳିତ୍ୟର ସ୍ୱର ନ ଖୋଜି ଜୀବନ ଯନ୍ତ୍ରଣାର ସ୍ୱର ଖୋଜୁଥିବା କବି ଭରତ ବେହେରାଙ୍କ କବିତା ସଙ୍କଳନ "ବିବାକ ବସୁଧା" ଏକ ସ୍ୱତନ୍ତ୍ର ସୃଷ୍ଟି । ଏଠାରେ କବି…

ପୁସ୍ତକ ପରିଚୟ : ପୁଞ୍ଜିକୟାଁର ଫକୀର

ପୁଞ୍ଜିକୟାଁର ଫକୀର ଲେଖକ : ଦିନନାଥ ପାଠୀ ପ୍ରକାଶକ : ମିଡ଼ିଆ ଓଡ଼ିଶା ଭୁବନେଶ୍ୱର ମୂଲ୍ୟ : ୧୭୫ ଟଙ୍କା ପୄଷ୍ଠା: ୧୬୦ ଅନେକ ସମୟରେ ହାତକୁ ଏପରି ଖଣ୍ଡିଏ ବହି ଆସେ ଯାହାକୁ ଦେଖି, ପଢ଼ି ସାରିଲା ପରେ ମଣିଷ ଖଣ୍ଡେ ସମୟ ଫକାସ ମାରିବା ପାଇଁ ବସେ । ତା’ର ଇଚ୍ଛା ହୁଏ କୋଡ଼ିଏ ତିରିଶ…

ପୁସ୍ତକ ପରିଚୟ : ଆଲକେମିଷ୍ଟ

ଆଲକେମିଷ୍ଟ ମୂଳ ପର୍ତ୍ତୁଗୀଜ: ପାଉଲୋ କୋଏଲୋ ଓଡ଼ିଆ: ସୋମେଶ ମହାପାତ୍ର, ମନୀଷା ମିଶ୍ର ପ୍ରକାଶକ: ମଂଜୁଳ ପବ୍ଲିଶିଂ ହାଉସ୍‍, ଉଷାପ୍ରୀତ କମ୍ପେ୍ଲକ୍ସ,୪୨ ମାଲବ୍ୟ ନଗର, ଭୋପାଳ ପୃଷ୍ଠା: ୧୭୬ ମୂଲ୍ୟ: ୨୫୦ ଟଙ୍କା ବିଶ୍ୱର ସମସାମୟିକ ବହୁଚର୍ଚ୍ଚିତ ଉପନ୍ୟାସମାନଙ୍କ ମଧ୍ୟରୁ ‘ଦି…