Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ଶଶଧର ଦାସଙ୍କ କବିତା ସଙ୍କଳନ ‘ଝରକା ବାହାରେ ଭାରତ’ ଉନ୍ମୋଚିତ

ଭୁବନେଶ୍ୱର : ସାହିତ୍ୟ ପତ୍ରିକା କାହାଣୀ ଆନୁକୂଲ୍ୟରେ କବି ଶଶଧର ଦାସଙ୍କ କବିତା ସଙ୍କଳନ 'ଝରକା ବାହାରେ ଭାରତ' ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ରବି ନାରାୟଣ ସେନାପତିଙ୍କ ସ୍ଵଭାପତିତ୍ୱରେ ଏହି ସାରସ୍ୱତ ସଭାରେ…

ଚନ୍ଦ୍ରଶେଖର ରଥ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ

ଭୁବନେଶ୍ୱର : ଚନ୍ଦ୍ରଶେଖର ରଥ ଫାଉଣ୍ଡେସନ ଆନୁକୂଲ୍ୟରେ, ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ର ଶେଖର ରଥ ଚତୁର୍ଥ ସ୍ମାରକୀ ଅଭିଭାଷଣ କାର୍ଯ୍ୟକ୍ରମ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ସାହିତ୍ୟିକ ସ୍ୱର୍ଗତଃ ରଥ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ହେବା ସହ ସମସ୍ତଙ୍କ ପାଇଁ ଆଦର୍ଶ…

ପଦ୍ମଜ ପାଳ ପାଇବେ ପ୍ରଥମ ‘ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର’

ଭୁବନେଶ୍ୱର : ଔପନ୍ୟାସିକ ତଥା କ୍ଷୁଦ୍ରଗଳ୍ପ ଲେଖକ ପଦ୍ମଜ ପାଳ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରଥମ ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ୩ ରେ ସୁକୁବିନା ସ୍ରଷ୍ଟା ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେବାକୁ ଥିବା…

ଉନ୍ମୋଚିତ ହେଲା ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କର ‘ପଞ୍ଚସତୀ ଓ ଅନ୍ୟମାନେ’

ଭୁବନେଶ୍ୱର : ଖଣ୍ଡକାବ୍ୟ ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କର 'ପଞ୍ଚସତୀ ଓ ଅନ୍ୟମାନେ' ଖଣ୍ଡକାବ୍ୟ ଲୋକାର୍ପିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷିକେଶ ମଲ୍ଲିକ ଏହି କାବ୍ୟଖଣ୍ଡର ମୁଖବନ୍ଧ ଲେଖିଛି । ଏହି ସାରସ୍ୱତ କାର୍ଯ୍ୟକ୍ରମରେ…

ଅଭିଜ୍ଞ ବ୍ୟକ୍ତିମାନଙ୍କର ଜୀବନ ଗାଥା ପର ପୀଢ଼ି ପାଇଁ ପ୍ରେରଣାଦାୟୀ ହେବ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଉଦ୍ୟୋଗ ବିକାଶ ମଞ୍ଚର ଅଧ୍ୟକ୍ଷ ତଥା ପୂର୍ବତନ ଏମ୍ଏସ୍ଏମ୍ଇ ସଚିବ ପଞ୍ଚାନନ ଦାଶଙ୍କ ଜୀବନସ୍ମୃତି ପୁସ୍ତକ "ଜୀବନ ଯେମିତି" ଉନ୍ମୋଚିତ ହୋଇଯାଇଛି। ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଭୀମ ପୃଷ୍ଟି ପାଇଲେ ‘ଜଗଦୀଶ କଥା ସମ୍ମାନ’

ଭୁବନେଶ୍ୱର : ଜଗଦୀଶ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ ବିଶିଷ୍ଟ କଥାକାର ଜଗଦୀଶ ମହାନ୍ତିଙ୍କର ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଲେଖକ ଭୀମ ପୃଷ୍ଟିଙ୍କୁ 'ଜଗଦୀଶ କଥା ସମ୍ମାନ' ଏବଂ ମଣିରାମ ଜେନାଙ୍କୁ 'ଜଗଦୀଶ ଯୁବ ସମ୍ମାନ' ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ…

ସୁଷମା ଲେଙ୍କାଙ୍କ ‘ନୂଆ ସକାଳର ସୂର୍ଯ୍ୟ’ ଏବଂ ‘ଶ୍ରୀକ୍ଷେତ୍ର ମହିମା’ ଉନ୍ମୋଚିତ

ଭୁବନେଶ୍ୱର : ଲେଖିକା ସୁଷମା ଲେଙ୍କାଙ୍କ ଗଳ୍ପ ସଙ୍କଳନ "ନୂଆ ସକାଳର ସୂର୍ଯ୍ୟ" ଏବଂ ଗୀତି କବିତା ସଙ୍କଳନ "ଶ୍ରୀକ୍ଷେତ୍ର ମହିମା " ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି ସାଧାରଣ ମଧ୍ୟବିତ୍ତ ପରିବାରର ମଣିଷଟିଏ ଦୈନନ୍ଦିନ…

ପରଲୋକରେ ବିଶିଷ୍ଟ କବି ହରପ୍ରସାଦ ପରିଚ୍ଛା ପଟ୍ଟନାୟକ

ଭୁବନେଶ୍ୱର : ପରଲୋକରେ ବିଶିଷ୍ଟ କବି ସମାଲୋଚକ ତଥା ସମ୍ପାଦକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ । ଏକାଧାରରେ ସେ ଜଣେ କବି ଲେଖକ ଓ ସମୀକ୍ଷକ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ…

ମୈତ୍ରେୟୀ ଲେଖିକା ସଙ୍ଗଠନର ବ୍ୟଙ୍ଗ ସାହିତ୍ୟ ସାହିତ୍ୟ ଆସର ଆୟୋଜିତ

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଙ୍ଗଠନର ଚଳିତ ବର୍ଷର ଦ୍ବିତୀୟ ମାସିକ ସାହିତ୍ୟ ଆସର ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବ୍ୟଙ୍ଗ ସାହିତ୍ୟିକା ବିଶ୍ବାସିନୀ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବ୍ୟଙ୍ଗ ରଚନା ସମୟରେ ଲେଖାର ଭାବଗତ, ଶବ୍ଦଗତ ତଥା…

ଭାଷା ଭାଗବତ : ସରଳତା ସାଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୭ ଲିପି ଯଦି ହୁଏ ଜଟିଳ ଲିପିଶିକ୍ଷା ସାରଇ ବେଳ ପଢ଼ିବାର ଆଗ୍ରହ ନଷ୍ଟ ସମସ୍ତଂକୁ ବହୁତ କଷ୍ଟ ସଂପ୍ରଦାୟ ଓ ସମ୍ପ୍ରଦାୟ ସମାର୍ଥକ ଶବ୍ଦ ଉଭୟ ଯାହା ଦିଶୁଛି ପରିଷ୍କାର ତାହା କରିବା ବ୍ୟବହାର ସଂବର୍ଧନା…