Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ଉନ୍ମୋଚିତ ହେଲା ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କର ‘ପଞ୍ଚସତୀ ଓ ଅନ୍ୟମାନେ’

ଭୁବନେଶ୍ୱର : ଖଣ୍ଡକାବ୍ୟ ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କର 'ପଞ୍ଚସତୀ ଓ ଅନ୍ୟମାନେ' ଖଣ୍ଡକାବ୍ୟ ଲୋକାର୍ପିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷିକେଶ ମଲ୍ଲିକ ଏହି କାବ୍ୟଖଣ୍ଡର ମୁଖବନ୍ଧ ଲେଖିଛି । ଏହି ସାରସ୍ୱତ କାର୍ଯ୍ୟକ୍ରମରେ…

ଅଭିଜ୍ଞ ବ୍ୟକ୍ତିମାନଙ୍କର ଜୀବନ ଗାଥା ପର ପୀଢ଼ି ପାଇଁ ପ୍ରେରଣାଦାୟୀ ହେବ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଉଦ୍ୟୋଗ ବିକାଶ ମଞ୍ଚର ଅଧ୍ୟକ୍ଷ ତଥା ପୂର୍ବତନ ଏମ୍ଏସ୍ଏମ୍ଇ ସଚିବ ପଞ୍ଚାନନ ଦାଶଙ୍କ ଜୀବନସ୍ମୃତି ପୁସ୍ତକ "ଜୀବନ ଯେମିତି" ଉନ୍ମୋଚିତ ହୋଇଯାଇଛି। ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଭୀମ ପୃଷ୍ଟି ପାଇଲେ ‘ଜଗଦୀଶ କଥା ସମ୍ମାନ’

ଭୁବନେଶ୍ୱର : ଜଗଦୀଶ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ ବିଶିଷ୍ଟ କଥାକାର ଜଗଦୀଶ ମହାନ୍ତିଙ୍କର ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଲେଖକ ଭୀମ ପୃଷ୍ଟିଙ୍କୁ 'ଜଗଦୀଶ କଥା ସମ୍ମାନ' ଏବଂ ମଣିରାମ ଜେନାଙ୍କୁ 'ଜଗଦୀଶ ଯୁବ ସମ୍ମାନ' ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ…

ସୁଷମା ଲେଙ୍କାଙ୍କ ‘ନୂଆ ସକାଳର ସୂର୍ଯ୍ୟ’ ଏବଂ ‘ଶ୍ରୀକ୍ଷେତ୍ର ମହିମା’ ଉନ୍ମୋଚିତ

ଭୁବନେଶ୍ୱର : ଲେଖିକା ସୁଷମା ଲେଙ୍କାଙ୍କ ଗଳ୍ପ ସଙ୍କଳନ "ନୂଆ ସକାଳର ସୂର୍ଯ୍ୟ" ଏବଂ ଗୀତି କବିତା ସଙ୍କଳନ "ଶ୍ରୀକ୍ଷେତ୍ର ମହିମା " ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି ସାଧାରଣ ମଧ୍ୟବିତ୍ତ ପରିବାରର ମଣିଷଟିଏ ଦୈନନ୍ଦିନ…

ପରଲୋକରେ ବିଶିଷ୍ଟ କବି ହରପ୍ରସାଦ ପରିଚ୍ଛା ପଟ୍ଟନାୟକ

ଭୁବନେଶ୍ୱର : ପରଲୋକରେ ବିଶିଷ୍ଟ କବି ସମାଲୋଚକ ତଥା ସମ୍ପାଦକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ । ଏକାଧାରରେ ସେ ଜଣେ କବି ଲେଖକ ଓ ସମୀକ୍ଷକ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ…

ମୈତ୍ରେୟୀ ଲେଖିକା ସଙ୍ଗଠନର ବ୍ୟଙ୍ଗ ସାହିତ୍ୟ ସାହିତ୍ୟ ଆସର ଆୟୋଜିତ

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଙ୍ଗଠନର ଚଳିତ ବର୍ଷର ଦ୍ବିତୀୟ ମାସିକ ସାହିତ୍ୟ ଆସର ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବ୍ୟଙ୍ଗ ସାହିତ୍ୟିକା ବିଶ୍ବାସିନୀ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବ୍ୟଙ୍ଗ ରଚନା ସମୟରେ ଲେଖାର ଭାବଗତ, ଶବ୍ଦଗତ ତଥା…

ଭାଷା ଭାଗବତ : ସରଳତା ସାଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୭ ଲିପି ଯଦି ହୁଏ ଜଟିଳ ଲିପିଶିକ୍ଷା ସାରଇ ବେଳ ପଢ଼ିବାର ଆଗ୍ରହ ନଷ୍ଟ ସମସ୍ତଂକୁ ବହୁତ କଷ୍ଟ ସଂପ୍ରଦାୟ ଓ ସମ୍ପ୍ରଦାୟ ସମାର୍ଥକ ଶବ୍ଦ ଉଭୟ ଯାହା ଦିଶୁଛି ପରିଷ୍କାର ତାହା କରିବା ବ୍ୟବହାର ସଂବର୍ଧନା…

କୃଷ୍ଣ ପ୍ରସାଦ ମିଶ୍ରଙ୍କ ରଚନାରେ ଶାଶ୍ୱତ ମୂଲ୍ୟବୋଧ ପ୍ରତିଫଳିତ

ଭୁବନେଶ୍ୱର : ବିଶିଷ୍ଟ ଲେଖକ କୃଷ୍ଣ ପ୍ରସାଦ ମିଶ୍ରଙ୍କର ୨୮ତମ ସ୍ମୃତି ସଭା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହିମାଂଶୁ ଶେଖର ମହାପାତ୍ର, ପ୍ରଫୁଲ୍ଲ କୁମାର ମହାପାତ୍ର ଏବଂ ଗଣେଶ ପ୍ରସାଦ ଦାସ…

ଗଗନେନ୍ଦ୍ର ନାଥ ଦାଶଙ୍କ ଇଂରାଜୀ ପୁସ୍ତକ ‘ମେଡିଆଭାଲ୍ ଲିଟେରଚର୍ ଆଣ୍ଡ୍ ଟ୍ରାଡିସନ୍ସ’ ପୁସ୍ତକ ପ୍ରକାଶିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପ୍ରଫୁଲ୍ଲ’ ଦ୍ୱାରା ବିଶିଷ୍ଟ ଭାଷାବିଜ୍ଞାନୀ ଓ ସାହିତ୍ୟ ସମୀକ୍ଷକ ଗଗନେନ୍ଦ୍ର ନାଥ ଦାଶଙ୍କ ରଚିତ ‘ମେଡିଆଭାଲ୍ ଲିଟେରଚର୍ ଆଣ୍ଡ୍ ଟ୍ରାଡିସନ୍ସ : ନିଉ ପ୍ରସ୍ପେଟିଭସ୍’ ନାମକ ଇଂରାଜୀ ପୁସ୍ତକ ପ୍ରକାଶ ପାଇଛି । ଏହି ପୁସ୍ତକରେ ମଧ୍ୟଯୁଗୀୟ ସାହିତ୍ୟ ଓ…

ପରଲୋକରେ ପଞ୍ଚାନନ ମିଶ୍ର

ସମ୍ବଲପୁର : ବିଶିଷ୍ଟ ସାହିତ୍ୟିକ ପଞ୍ଚାନନ ମିଶ୍ରଙ୍କର ପରଲୋକ ଘଟିଛି । କିଛିଦିନ ଧରି ସେ ହୃଦ ରୋଗରେ ପୀଡ଼ିତ ଥିଲେ । ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ମଧ୍ୟ ସେ ପରିଚିତ ଥିଲେ । ହେ ମୋର ଅନୁଚ୍ଚାରିତ ଶବ୍ଦମାନେ, ସୀତାଙ୍କ ଶେଷରାତି, ସବ୍ୟସାଚୀର ଶୋକ, ଅନ୍ଧାରେ ଆଲୋକ ରାସ, ଲବଙ୍ଗ…