Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ମୈତ୍ରେୟୀ ଲେଖିକା ସଂଗଠନର ଆଭାସୀ ଗଳ୍ପ ଆସର

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଂଗଠନ ପକ୍ଷରୁ ସଭାପତି ମୈତ୍ରେୟୀ ମାନମୟୀ ରଥ ଏବଂ ସମ୍ପାଦିକା ମୈତ୍ରେୟୀ ଲକ୍ଷ୍ମୀ ଚାନ୍ଦଙ୍କର ତତ୍ତ୍ୱାବଧାନରେ ଏକ ଆଭାସୀ ଗଳ୍ପ ଆସର ଆୟୋଜିତ ହୋଇଯାଇଛି । ଏଥିରେ ପ୍ରାୟ ଚାଳିଶିରୁ ଉର୍ଦ୍ଧ୍ବ ସାହିତ୍ୟିକ ସାମିଲ ହୋଇ ଆସରଟିକୁ ସମୃଦ୍ଧ କରିଥିଲେ ।…

ଆଭାସି ମଞ୍ଚରେ ” ସାହିତ୍ୟରେ ସମାଜ ସଂସ୍କାର” ଆଲୋଚନା ଚକ୍ର

ଭୁବନେଶ୍ୱର : ଆଭାସି ମଞ୍ଚ ଓ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ " ସାହିତ୍ୟରେ ସମାଜ ସଂସ୍କାର" ଶୀର୍ଷକରେ,  ଥିଙ୍କରସ କ୍ଲବର ୧୦ ତମ ଆଭାସି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ସଭାରେ ସାରଳା ଦାସଙ୍କଠାରୁ ଆରମ୍ଭ କରି ଫକୀର ମୋହନ ଆଦି କାଳଜୟୀ…

ସଂଘମିତ୍ରା ମିଶ୍ର ପାଇଲେ “ଶୈଳଜା” ସମ୍ମାନ

ଭୁବନେଶ୍ୱର : ଶୈଳବାଳା ସାହିତ୍ୟ ସଂସଦର ପଞ୍ଚମ ସାରସ୍ୱତ ସମାରୋହ , ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସମାଲୋଚିକା ସଂଘମିତ୍ରା ମିଶ୍ରଙ୍କୁ ଶୈଳଜା ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ସାରସ୍ୱତ ସମାରୋହରେ "ସମ୍ବାଦ"ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ…

ଗବେଷକ ଅରବିନ୍ଦ ପଟ୍ଟନାୟକ ପାଇଲେ ଚତୁର୍ଥ ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ସ୍ୱର୍ଗତଃ ନଗେନ୍ଦ୍ରନାଥ ପ୍ରାଧାନଙ୍କ ୮୬ ତମ ଜୟନ୍ତୀ , ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ଦ୍ୱାରା ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି। ଏହି ଅବସରରେ ସାହିତ୍ୟିକ ତଥା ଗବେଷକ ଅରବିନ୍ଦ ପଟ୍ଟନାୟକଙ୍କୁ ଚତୁର୍ଥ ନଗେନ୍ଦ୍ରନାଥ ସ୍ମୃତି…

ଉନ୍ମୋଚିତ ହେଲା ରଶ୍ମି ମିଶ୍ରଙ୍କ ” ଅହ୍ୟରାଣୀ “

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ପେନ୍ ଇନ୍ ବୁକ୍ସ ଆନୁକୂଲ୍ୟରେ ଗାଳ୍ପିକା ରଶ୍ମି ମିଶ୍ରଙ୍କର ପ୍ରଥମ ସଙ୍କଳନ "ଅହ୍ୟରାଣୀ" ସ୍ଥାନୀୟ ଏକ ଘରୋଇ ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ପ୍ରକାଶକ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ତଥା ସମ୍ପାଦକ…

୨୧ ଜଣଙ୍କୁ ମିଳିଲା ‘ସାଧୁତା ଗୌରବ ସମ୍ମାନ’

ଭୁବନେଶ୍ୱର : ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର ‘ସାଧୁତା’ର ୬ଷ୍ଠ ସ୍ୱନକ୍ଷତ୍ର ଉତ୍ସବ ଜଗନ୍ନାଥଙ୍କ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ଦ୍ୱାରା ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ‘ସାଧୁତା’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ହେବା ସହିତ ,…

ଉନ୍ମୋଚିତ ହେବ ରଶ୍ମି ମିଶ୍ରଙ୍କ “ଅହ୍ୟରାଣୀ “

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା 'ପେନ୍ ଇନ୍ ବୁକ୍ସ' ଆନୁକୂଲ୍ୟରେ ଗାଳ୍ପିକା ରଶ୍ମି ମିଶ୍ରଙ୍କର ପ୍ରଥମ ସଙ୍କଳନ "ଅହ୍ୟରାଣୀ" ସ୍ଥାନୀୟ ଏକ ଘରୋଇ ହୋଟେଲରେ ନଭେମ୍ୱର ୭ରେ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ତଥା ସମ୍ପାଦକ ଗୌରହରି ଦାସ ,…

ପରପାରିରେ ବ୍ୟଙ୍ଗ ସାହିତ୍ୟିକ ମୋହନଦାସ ରତିକାନ୍ତ ରାଓ

ପୁରୀ : ଓଡ଼ିଶାର ସ୍ବନାମଧନ୍ଯ ବ୍ୟଙ୍ଗ ସାହିତ୍ୟିକ ତଥା ବର୍ଣ୍ଣବୋଧର ରଚୟିତା ମଧୁସୂଦନ ରାଓଙ୍କର ବଂଶଧର ମୋହନଦାସ ରତିକାନ୍ତ ରାଓ (ଏମ୍ ଆର୍ କେ ଆର୍ )ଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ଜେଲ୍ ବିଭାଗର ମୁକ୍ତବନ୍ଦୀ ଶିବିରର ଅଧିକାରୀ ଭାବରେ କାର୍ଯ୍ଯକରି…

ଉନ୍ମୋଚିତ ହେଲା ‘ଦି ରେନବୋ ସ୍ମାଇଲସ’

ଭୁବନେଶ୍ୱର : ବିଶିଷ୍ଟ ଅନୁବାଦିକା ପ୍ରଭାତୀ ମିଶ୍ରଙ୍କ ଓଡ଼ିଆ ଗଳ୍ପର ଇଂରାଜୀ ଅନୁବାଦ ପୁସ୍ତକ "ଦି ରେନବୋ ସ୍ମାଇଲସ " କଳିଙ୍ଗ ବୁଦ୍ଧ ବିହାର ପରିସରରେ ମନୋରଞ୍ଜନ ପାଣିଗ୍ରାହୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଅର୍ଚ୍ଚନା ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉନ୍ମୋଚନ ସମାରୋହରେ…

କୋଣାର୍କ ପାଇଁ ଲେଖା ଆବଶ୍ୟକ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୬୪ ବର୍ଷ ଧରି ପ୍ରକାଶ ପାଇଆସୁଥିବା ତ୍ରୈମାସିକ ସାହିତ୍ୟ ମୁଖପତ୍ର କୋଣାର୍କର ଆଗାମୀ ସଂଖାଗୁଡ଼ିକ ପାଇଁ ପ୍ରାବନ୍ଧିକ, ଆଲୋଚକ ଏବଂ ଗବେଷକମାନଙ୍କ ନିକଟରୁ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଷୟ ଉପରେ ଆଧାରିତ ଉଚ୍ଚକୋଟିର ଗବେଷଣାତ୍ମକ…