Latest Odisha News
Browsing Category

ଶରଦଶଶୀ

ବଡ଼ଦିନର ମହତ୍ତ୍ଵ

ପ୍ରିୟ ପିଲାମାନେ  ଆଜି ହେଉଛି ଡିସେମ୍ବର ମାସର ପଚିଶି ତାରିଖ। ସାରା ବିଶ୍ବରେ ଆମେ ସମସ୍ତେ ଏଇ ଦିନଟିକୁ “ବଡ଼ଦିନ” ରୂପେ ଜାଣୁ। ବଡ଼ମାନଙ୍କଠାରୁ ଉପହାର ପାଇ ସାଙ୍ଗସାଥୀଙ୍କ ମେଳରେ ଖୁବ୍ ଆନନ୍ଦରେ ପାଳନ କରୁ ଏଇ ଦିନଟିକୁ । ଆସ ଆଜି ଜାଣିବା ଏଇ ଦିନର ବିଶେଷତ୍ଵ କ’ଣ ? ଆଜିକୁ ଅନେକ…

ଶିଶୁ କବିତା : କର ବ୍ୟାୟାମ

ଇତିଶ୍ରୀ ମହାନ୍ତି  ଆସରେ ପିଲାଏ କୁନା, ମୁନା ଶୁଣରେ ଦେଇ ମନ, ବ୍ୟାୟାମ କଲେ କିପରି ଆମ ଖୁସିରେ କଟେ ଦିନ । ଧନ ସମ୍ପଦ ମାନ ସମ୍ମାନ ଥାଉନା କାହିଁ ଯେତେ, ଶରୀର ଯଦି ନଲାଗେ ଭଲ ସବୁରି ପିତା ସତେ । ଶରୀର ସୁସ୍ଥ ରହିବା ଲାଗି ବ୍ୟାୟାମ ଆବଶ୍ୟକ, ଅଳସୁଆ ସିନା ଦୁଃଖ ପାଏ…

ପଠାଣି ସାମନ୍ତ

ପ୍ରିୟ କୁନି ପିଲାମାନେ ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରେ ୧୩ ଡିସେମ୍ବର ୧୮୩୫ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ୟାମବନ୍ଧୁ ସିଂହ ଓ ମାତାଙ୍କ ନାମ ବିଷ୍ଣୁମାଳୀ ଦେବୀ ଥିଲା ।…

ଶିଶୁ କବିତା : ଶୀତ ସକାଳ

ତରୁଣ କୁମାର ମିଶ୍ର  ଜୁଙ୍ଗଲୁ ଜାଙ୍ଗୁଲୁ ଶୀତ ସକାଳରେ ଦେହ ଖୋଜେ ଖରା ତାତି ଘର ଛାତପରେ କଅଁଳ ଖରାରେ ବସିଛନ୍ତି ଜେଜେ ନାତି। ନାତିହାତଠାରେ ଗେଣ୍ଡୁ ଫୁଲ ପାଇଁ ଛାତରେ ପାଉଛି ଶୋଭା ମହୁମାଛି ଉଡେ ଗୁଣୁଗୁଣୁ ହୋଇ ଆହା କେଡେ ମନଲୋଭା। ଜେଜେ ଧରିଛନ୍ତି ଆଜିର କାଗଜ ଖବର…

ଚାଚା ନେହେରୁ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଚାଚା ନେହେରୁଙ୍କ ଜନ୍ମ ଦିବସ । ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ସେ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପୁରା ନାମ ଥିଲା ପଣ୍ଡିତ ଜବାହାରଲାଲ ନେହେରୁ। ତାଙ୍କ ବାପାଙ୍କ ନାମ…

ଶିଶୁ ଗଳ୍ପ : ଶିଶୁ ହସିଲେ ଦୁନିଆ ହସେ

କୁଞ୍ଜ ବିହାରୀ ସାହୁ  ଫୁଲ ବଗିଚାରେ ବୁଲୁଥିଲା ସୋନି । ଗଛଗୁଡ଼ିକୁ ମନଖୁସିରେ ଆଉଁଷିଦେଲା । ଛନଛନିଆ ଦିଶୁଛି । କେତେ ରକମର, କେତେ ରଙ୍ଗର ଫୁଲ ଫୁଟିଛି ବଗିଚାରେ । ଫୁଲମାନେ ସୋନିକୁ ପଚାରିଲେ - 'ତୁ ଆମ ପାଖକୁ ଆସିଛୁ । ବଢିଆ ହେଲା । ଆମେ ଗପିବା, ଗୀତ ଗାଇବା, ମଜା କରିବା ।'…

ଶିଶୁ ଗଳ୍ପ : ଟୁକୁଲର ଡଙ୍ଗା ଭସା

କୁଞ୍ଜ ବିହାରୀ ସାହୁ  ପୁଅ ଉଠିପଡ଼ ସକାଳ ହେଲାଣି । କାଉ ରାବିଲାଣି । ଏମିତି ଘୋଡ଼େଇ କେତେ ସମୟ ଶୋଇବୁ ଯେ ! ବୋଉ କଥାକୁ ନ ଶୁଣି କମ୍ବଳ ଘୋଡ଼େଇ ଶୋଇଲା ଟୁକୁଲ । ଏଇ କେଇଦିନ ହେଲା ପହାନ୍ତା ପହରେ ଶୀତ ଲାଗୁଛି । ଟୁକୁଲ ଜାଣିଶୁଣି ଉଠୁନି । କିଛି ସମୟ ରହି ବୋଉ ଡାକିଲେ - ଉଠି…

ଶିଶୁ ଗଳ୍ପ : ଗର୍ବ ଭାଙ୍ଗିଲା

କୁଞ୍ଜ ବିହାରୀ ସାହୁ  ସକାଳର ସମୟ । ଆମ୍ବଗଛ ଚୁପଚାପ ଠିଆ ହେଇଥାଏ ଏକୁଟିଆ । ଚାହୁଁଥାଏ ଏପଟ ସେପଟ । ଅଳ୍ପ ଦୂରରେ ବାଉଁଶ ଗଛ ହାଇମାରୁଛି ଅଧା ବୁଢ଼ା ହେଇଯାଇଛି ବୋଲି । ସହଜରେ ତ ଡେଙ୍ଗା । ସରୁ ସରୁ ପତର । ଅଧା ଅଧା ପାଚିଯାଇଛି । କାଳେ ଆମ୍ବଗଛ ଶୁଣିପାରିବନି ଭାବି ଟିକେ ଜୋରରେ…

ଶିଶୁ ଗଳ୍ପ : ପ୍ରକୃତ ବନ୍ଧୁ

ଲଳିତ ମୋହନ ମିଶ୍ର ପପୁନ ପ୍ରତିଦିନ ସ୍କୁଲ ଯାଉଥିଲା ବାପାଙ୍କ ସହିତ କାରରେ । ପପୁନର ବାପା ଜଣେ ବଡ ବ୍ୟବସାୟୀ । ପପୁନ ଅନ୍ୟ ପିଲାମାନଙ୍କ ଠାରୁ ଟିକେ ଭିନ୍ନ । ସେ ବହୁତ ଶାନ୍ତ ଶିଷ୍ଟ ସରଳ ଏବଂ ଅମାୟିକ । କିଛି ନୂଆ କରିବା ଏବଂ କିଛି ନୂଆ ଶିଖିବାରେ ତାର ସବୁବେଳେ ଆଗ୍ରହ । ପପୁନର…

ଶିଶୁ ଗଳ୍ପ : ସୁନାପୁଅ

କୁଞ୍ଜ ବିହାରୀ ସାହୁ ଦିନେ ବାପାଙ୍କ ସହ କଥା ହେଉ ହେଉ ଅମିତ୍ କହିଲା, ବାବା, ମୁଁ କାଲି ସ୍କୁଲକୁ ଗଲାବେଳେ ରାସ୍ତାକଡେ କଡ଼େ କାଶତଣ୍ଡୀର ଧଳା ଚଅଁର ପବନରେ ଝୁଲୁଛି । ଘଡ଼ିଏ ଠିଆହେଲି। ସତରେ ବହୁତ ସୁନ୍ଦର ଦିଶୁଥିଲା । ଆଛା ବାବା, କାହିଁ ଆଗରୁ ତ ମୁଁ କେବେ ଦେଖିନି । ଅମିତର ବାବା…