Latest Odisha News
Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

+ ୨ ବାର୍ଷିକ ପରୀକ୍ଷା ପାଇଁ ସୂଚୀ ଘୋଷଣା

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ୧୮ ତାରିଖରୁ ବାର୍ଷିକ + ୨ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଥିଓରୀ ପରୀକ୍ଷା ଆସନ୍ତା ମେ ୧୮ରୁ ଜୁନ୍ ୧୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରାକ୍ଟିକାଲ୍ ପରୀକ୍ଷା ଏପ୍ରିଲ ୨୯ ରୁ ମେ ୮…

ଓଡ଼ିଶା ଜେଇଇ: ବିଏଏମଏସ/ବିଏଚଏମଏସ୍ ଲାଗି ସ୍ପଟ୍ କାଉନସେଲିଂ ଆରମ୍ଭ

ଭୁବନେଶ୍ୱର: ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ବିଏଏମଏସ/ବିଏଚଏମଏସ୍ ପାଠ୍ୟକ୍ରମରେ ଆଡମିଶନ ପାଇଁ ସ୍ପଟ୍ କାଉନସେଲିଂ ବୁଧବାର ସକାଳ ୧୦ ଟାରୁ ଭୁବନେଶ୍ୱର ସ୍ଥିତ ଗଣ୍ଡାମୁଣ୍ଡା ଓଜେଇଇ ସେଲରେ ଆରମ୍ଭ ହୋଇଛି। ଓଜେଇଇ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ, ସମସ୍ତ ପଞ୍ଜିକୃତ…

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ପୁରୀ: ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ । ଡିଜାଇନକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ଏହି ବିଶ୍ବବିଦ୍ୟାଳୟ ସ୍ଥାପନ କରାଯିବ । ବନ ବିଦ୍ୟାଳୟ ଢାଞ୍ଚାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ…

ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ କଟକର କୁଳପତି ଭାବେ ପ୍ରଫେସର ବେଦ କୁମାରୀଙ୍କୁ ନିଯୁକ୍ତି

କଟକ: ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ (NLU)ର ନୂତନ କୁଳପତି ଭାବେ ପ୍ରଫେସର ବେଦ କୁମାରୀଙ୍କୁ ନିଯୁକ୍ତି ମିଳିଛି । ରିପୋର୍ଟ ଅନୁସାରେ ପ୍ରଫେସର ଏସକେ ଭଟ୍ଟନଗର, ଡକ୍ଟର ଫୈଜନ ମୁସ୍ତାଫା ଓ ଜଷ୍ଟିସ୍ ଏକେ ପଟ୍ଟନାୟକଙ୍କ କମିଟି ବେଦ କୁମାରୀଙ୍କ ସମେତ ୮ ଜଣଙ୍କ ନାଁ ପ୍ରଧାନ ବିଚାରପତିଙ୍କୁ…

ମାର୍ଚ୍ଚ ୮ରୁ ଖୋଲା ଯିବ ସମସ୍ତ ସ୍କୁଲ୍‌, ବୋରିସ୍ ଜନ୍‌ସନ୍‌ଙ୍କ‌ ଘୋଷଣା

ଇଲଂଣ୍ଡ: ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍‌ ଦେଶର ସମସ୍ତ ବିଦ୍ୟାଳୟ ଖୋଲାଯିବା ନେଇ ନିଷ୍ପତ୍ତି ନେଇଛନ୍ତି । କରୋନା ଭାଇରସ୍‌ ପାଇଁ ସ୍କୁଲ୍‌ଗୁଡ଼ିକୁ ଦୀର୍ଘଦିନ ଧରି ବନ୍ଦ ରଖାଯାଇଥିଲା । କରୋନା କଟକଣା ସହିତ ମାର୍ଚ୍ଚ ମାସ ୮ ତାରିଖରୁ ଇଂଲଣ୍ଡର ସମସ୍ତ ସ୍କୁଲ୍‌ ଖୋଲାଯିବ ବୋଲି…

ହାଇସ୍କୁଲର ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: ସମସ୍ତ ସରକାରୀ ହାଇସ୍କୁଲ ଏବଂ ସରକାରୀ ଉନ୍ନୀତ ହାଇସ୍କୁଲର ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ୨୦୧୩-୧୪ ଶିକ୍ଷାବର୍ଷରୁ ଲାଗୁ ହେବ। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡିସେମ୍ବର ୯ରେ, ଉଚ୍ଚ…

ଇଞ୍ଜିନିୟରିଂ, ପଲିଟେକନିକ୍ ଓ ଆଇଟିଆଇରେ ଫିଜିକାଲ୍ କ୍ଲାସ୍ ଆରମ୍ଭ

ଭୁବନେଶ୍ୱର: ପ୍ରାୟ ୧୦ ମାସର ବ୍ୟବଧାନ ପରେ ସମସ୍ତ ପୋଷ୍ଟ ଗ୍ରାଜୁଏଟ୍ (ପିଜି), ଅଣ୍ଡର ଗ୍ରାଜୁଏଟ୍ (ୟୁଜି), ବୈଷୟିକ ବିଶ୍ୱବିଦ୍ୟାଳୟର ଡିପ୍ଲୋମା ଏବଂ ପ୍ରଫେସନାଲ୍ କଲେଜ, ପଲିଟେକନିକ୍ସ, ଡିପ୍ଲୋମା ଇନଷ୍ଟିଚ୍ୟୁସନ୍ ଏବଂ ଆଇଟିଆଇ ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ଫେବୃଆରୀ ୧୭ ଠାରୁ…

ସରକାରୀ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ପିଲାଙ୍କୁ ଦିଆଯିବ ସ୍ପୋକେନ୍ ଇଂରାଜୀ ଶିକ୍ଷା: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାର ସମସ୍ତ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ତୃତୀୟ ଶ୍ରେଣୀରୁ ଇଂରାଜୀ ଶିକ୍ଷା ଦିଆଯାଉ ଥିବାବେଳେ ଚଳିତ ବର୍ଷ ପ୍ରଥମ ଶ୍ରେଣୀରୁ ସ୍ପୋକେନ୍ ଇଂରାଜୀ ଶିକ୍ଷା ଆରମ୍ଭ ହେବ। ଏନେଇ ଶନିବାର ଦିନ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।…

JEE Main 2021: ଫେବ୍ରୁଆରୀ ମାସ ପରୀକ୍ଷା ଲାଗି ଜାରି ହେଲା ଆଡମିଟ୍ କାର୍ଡ, ଜାଣନ୍ତୁ ଡାଉନଲୋଡ୍ ପ୍ରକ୍ରିୟା

ନୂଆଦିଲ୍ଲୀ: ନାସନାଲ ଟେଷ୍ଟିଂ ଏଜେନ୍ସି ବା NTA ଚଳିତବର୍ଷ ଆବେଦନକାରୀଙ୍କୁ ୪ ଥର ପରୀକ୍ଷାରେ ସାମିଲ୍ ହେବାକୁ ଅନୁମତି ଦେବ । ଆବେଦନକାରୀ ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ୍ ଓ ମେ’ ମାସରେ ପରୀକ୍ଷା ଦେଇପାରିବେ । ଯେଉଁ ପରୀକ୍ଷାରେ ସର୍ବାଧିକ ସ୍କୋର କରିବେ ତା’କୁ ବିଚାରକୁ ନିଆଯିବ ।…

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ

ଭୁବନେଶ୍ବର: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ରୁ ମେ ୧୫ ଯାଏଁ ଚାଲିବ ପରୀକ୍ଷା । ମେ’ ୩ ତରିଖରେ ମାତୃଭାଷା ଓଡିଆ, ୫ ରେ ଇଂରଜ, ୭ରେ ତୃତୀୟ ଭାଷା ହିନ୍ଦୀ ଏବଂ ୮ ରେ ସସ୍କୃତ ପରୀକ୍ଷା ହେବ । ମେ’ ୯ ତାରିଖରେ ଭର୍ଚୁଆଲ ଆକ୍ଟ ( ପ୍ରାକ୍ଟିକାଲ) ହେବ । ୧୦ରେ ଗଣିତ ପରୀକ୍ଷା,…