Latest Odisha News
Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ନଭେମ୍ବରରେ ହେବ ଯୁକ୍ତ ୨ ଅତିରିକ୍ତ ପରୀକ୍ଷା, ଜାଣି ରଖନ୍ତୁ ତାରିଖ

ଭୁବନେଶ୍ୱର: ଯୁକ୍ତ ଦୁଇ ଅତିରିକ୍ତ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ। ଆସନ୍ତା ନଭେମ୍ବର ୫, ୬ ଓ ୭ ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଯେଉଁ ବିଷୟ ଗୁଡ଼ିକର ପରୀକ୍ଷା ଅନୁଷ୍ଠିତ ହୋଇନି ଏବଂ ଗ୍ରେସ୍ ମାର୍କ ଦିଆଯାଇଛି, ସେସବୁ ବିଷୟରେ ପରୀକ୍ଷା ହେବ। ଏନେଇ ଆଜି ଉଚ୍ଚ ମାଧ୍ୟମିକ…

ସ୍କୁଲ ଫି’ ମାମଲା, ସରକାରଙ୍କୁ ଜବାବ ତଲବ

କଟକ: ସ୍କୁଲ ଫି’ ମାମଲାରେ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ । ହାଇକୋର୍ଟରେ ସ୍କୁଲ ଫି ଛାଡ ସମ୍ପର୍କିତ ପ୍ରସଙ୍ଗରେ ଆଗତ ଇଣ୍ଟରପ୍ରିଭେନସ୍ ପିଟିସନଙ୍କୁ ଆଗ୍ରାହ୍ୟ କରିଛନ୍ତି କୋର୍ଟ । ସ୍କୁଲ ଫି’ ନେଇ ରାଜ୍ୟ ସରକାରଙ୍କୁ କୋର୍ଟ ସ୍ପଷ୍ଟିକରଣ ମାଗିଛନ୍ତି । ୭ ଦିନ ମଧ୍ୟରେ ସ୍ପଷ୍ଟ…

‘ମୂକନାୟକ’ ଖବରକାଗଜର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଇଆଇଏମ୍‍ସି ପକ୍ଷରୁ ଇ-ଆଲୋଚନାଚକ୍ର

ଢେଙ୍କାନାଳ: ଏବେ ବି ଅନେକ ଲୋକ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଗଣମାଧ୍ୟମରେ ଏଭଳି ଖବରର ସଂଖ୍ୟା ଆଶାଜନକ ନୁହେଁ । ଫଳରେ ଦେଶରେ ସମାନତା ଆସିପାରୁନି । ଏଣୁ ଗଣମାଧ୍ୟମ ଯତ୍ନବାନ ହୋଇ ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।…

JEE ଆଡଭାନ୍ସଡ ଦେଇନଥିବା ଛାତ୍ରମାନେ ୨୦୨୧ରେ ପୁଣିଥରେ ସୁଯୋଗ ପାଇପାରିବେ

ନୂଆଦିଲ୍ଲୀ: ମିଳିତ ଆଡମିଶନ ବୋର୍ଡ (JAB) ବୁଧବାର ନିଷ୍ପତ୍ତି ନେଇଛି ଯେ ଚଳିତ ବର୍ଷ ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ଦେଇନଥିବା ପ୍ରାର୍ଥୀଙ୍କୁ ଆସନ୍ତା ବର୍ଷ ପରୀକ୍ଷା ପାଇଁ ଅନୁମତି ଦିଆଯିବ। ଜରୁରୀକାଳୀନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସରକାରୀ ବିବୃତ୍ତିରେ କୁହାଯାଇଛି,…

ବଢ଼ିଲା +୩ ନାମଲେଖା ଅବଧି, ୨୨ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ

ଭୁବନେଶ୍ୱର: ବଢ଼ିଲା ଯୁକ୍ତ ୩ ନାମଲେଖା ଅବଧି । ୧୭ ଯାଏଁ ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଜାରି ରହିବ । ରାଜ୍ୟରେ ଥିବା ଡିଗ୍ରୀ ଓ ସ୍ୱୟଂଶାସିତ କଲେଜଗୁଡ଼ିକରେ ଯୁକ୍ତ ତିନି କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ କୋର୍ସ ଓ ସଂସ୍କୃତର ଶାସ୍ତ୍ରୀ ପଢ଼ିବା ପାଇଁ ପ୍ରଥମ ପର୍ଯ୍ୟାୟ…

ଅକ୍ଟୋବର ୧୬ରେ ଆସିବ NTA NEET ୨୦୨୦ ଫଳାଫଳ; ଏହି ତାରିଖରେ ହେବ ୨ୟ ପର୍ଯ୍ୟାୟ ପରୀକ୍ଷା

ନୂଆଦିଲ୍ଲୀ: ପୂର୍ବରୁ ରିପୋର୍ଟ ଅନୁଯାୟୀ, NTA NEET ୨୦୨୦ ଫଳାଫଳ ଆଜି ଘୋଷିତ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅକ୍ଟୋବର ୧୬ ରେ ଫଳାଫଳ ଘୋଷଣା କରାଯିବ। ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ କରୋନାଭାଇରସ୍ ହେତୁ ସେପ୍ଟେମ୍ବର ୧୩ ରେ ପରୀକ୍ଷା…

ଆଜିଠୁ OJEE, ୩ଟି ସିଟିଂରେ ହେବ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) । ଏହା ସୋମବାରଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୯ ଯାଏଁ ଚାଲିବ ।  ରାଜ୍ୟର ୨୧ଟି ସହରରେ ୫୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ସେହିପରି ରାଜ୍ୟ ବାହାରେ କୋଲକାତା, ରାଂଚି ଓ ପାଟଣା ସହରରେ ୫ଟି…

ଆସନ୍ତାକାଲିଠୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ତଥା ଅକ୍ଟୋବର ୧୨ରୁ ୧୯ ଯାଏଁ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଓଜେଇଇ ପରୀକ୍ଷା। ଏପରିକି ଚଳିତ ଥର ୩ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ । କମ୍ପ୍ୟୁଟର ବେସଡ୍ ପରୀକ୍ଷା ହେବାକୁ ଥିବା ବେଳେ ପ୍ରାୟ ୨ ଘଣ୍ଟା ଧରି ପରୀକ୍ଷା କରାଯିବ । ସକାଳ ପ୍ରାୟ ୯ରୁ…

ଆସିଲା UPSC NDA ୨୦୨୦ ଫଳାଫଳ

ନୂଆଦିଲ୍ଲୀ: ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ଏବଂ ନାଭାଲ ଏକାଡେମୀ ପରୀକ୍ଷା (I) ଏବଂ (II) ର ଫଳାଫଳ ଘୋଷଣା କରିଛି କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି)। ନାମଲେଖା ହୋଇଥିବା ପ୍ରାର୍ଥୀମାନେ ସେମାନଙ୍କର ଫଳାଫଳ ଯାଞ୍ଚ କରିବାକୁ ଅଫିସିଆଲ୍ ୱେବସାଇଟ୍ upsc.nic.in ପରିଦର୍ଶନ…

ଭାରତୀୟ ଛାତ୍ରଙ୍କୁ ୪୫ ଦିନିଆ ପେଡ୍ ଇଣ୍ଟର୍ନସିପ୍ ଦେବ ଫ୍ଲିପକାର୍ଟ

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ସହରର ସ୍ନାତକୋତ୍ତର (ୟୁଜି) ଛାତ୍ରମାନଙ୍କ ପାଇଁ ଏକ ପେଡ୍ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଘୋଷଣା କରିଛି। କମ୍ପାନୀ ଅନୁଯାୟୀ, ଏହି ୪୫ ଦିନିଆ ଇଣ୍ଟର୍ନସିପ୍ ର ମୂଳ ଉଦ୍ଦେଶ୍ୟ ହେଉଛି ଛାତ୍ରମାନଙ୍କୁ ଯୋଗାଣ ଶୃଙ୍ଖଳା…