Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ସେପ୍ଟେମ୍ବର ଶେଷ ସୁଦ୍ଧା ୟୁଜି ଓ ପିଜି ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା, ଅକ୍ଟୋବର ୩୧ ସୁଦ୍ଧା ଫଳାଫଳ

ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକର ପୋଷ୍ଟ ଗ୍ରାଜୁଏଟ୍ ଓ ଅଣ୍ଡରଗ୍ରାଜୁଏଟ୍ ଶେଷବର୍ଷ ସେମିଷ୍ଟାର ପରୀକ୍ଷା ସେପ୍ଟେମ୍ବର ୩୦ ସୁଦ୍ଧା ଅନୁଷ୍ଠିତ ହେବ । ଏଥି ସହ ଅକ୍ଟୋବର ୩୧ ସୁଦ୍ଧା ଏହାର ଫଳାଫଳ ପ୍ରକାଶ ପାଇବ । ଆଜି ଭିଡ଼ିଓ…

ଜେଇଇ ମେନ୍ ପରୀକ୍ଷା: ଓଡିଶା ମୋ ପରିବାର ତରଫରୁ ହେଲ୍ପ ଡେସ୍କ

ଭୁବନେଶ୍ୱର: ଓଡିଶା ମୋ ପରିବାର ତରଫରୁ ସମସ୍ତ ଜେଇଇ ମେନ୍ ପରୀକ୍ଷା କେନ୍ଦ୍ର ଗୁଡିକରେ ‘ହେଲ୍ପ ଡେସ୍କ’ ପ୍ରସ୍ତୁତ କରାଯାଉଛି । ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ ରୁ ୬ ଏବଂ ସେପ୍ଟେମ୍ବର ୧୩ରେ ନେଟ୍ ପରୀକ୍ଷା ଅନୁଷ୍ଠିତ ହେବ। ଓଡିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ କହିଛନ୍ତି ଯେ…

ଘୁଞ୍ଚିଲା ଓଡିଶା ସିଭିଲ୍ ସର୍ଭିସ୍ ୨୦୧୯ ପରୀକ୍ଷା

ଭୁବନେଶ୍ୱର: ଓଡିଶା ପବ୍ଲିକ୍ ସର୍ଭିସ୍ କମିଶନ (ଓପିଏସସି) ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଓଡିଶା ସିଭିଲ୍ ସର୍ଭିସ୍‌-୨୦୧୯ ମେନ୍ ଲିଖିତ ପରୀକ୍ଷାକୁ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଛି । ଏହି ପରୀକ୍ଷା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିଲା । କିନ୍ତୁ କରୋନା କଟକଣା ଯୋଗୁଁ ଏବେ…

ବଢିଲା ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନର ଅବଧି

ଭୁବନେଶ୍ୱର: ୨୦୨୦-୨୧ ଶିକ୍ଷା ବର୍ଷରେ କମନ୍ ପିଜି ଏଣ୍ଟ୍ରାସ୍ ଟେଷ୍ଟ (ସିପିଇଟି)ର ଆବେଦନ ଅବଧି ବଢିଲା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଏକ ବିଜ୍ଞପ୍ତି ଜାରି କରାଯାଇଛି । ତଦନୁଯାୟୀ ପ୍ରାର୍ଥୀ ମାନେ ଅଗଷ୍ଟ ୩୧ ପରିବର୍ତ୍ତେ ଆସନ୍ତା ସେପ୍ଟେମ୍ବର ୧୦ ତାରିଖ (ରାତି ୧୧ଟା…

ୟୁଜିସି ପରୀକ୍ଷା ଗାଇଡଲାଇନ୍ ଉପରେ ଆସନ୍ତାକାଲି ଆସିବ ରାୟ

ନୂଆଦିଲ୍ଲୀ: ୟୁଜିସି ଜାରି କରିଥିବା ପରୀକ୍ଷା ଗାଇଡାଲାଇନ୍ ଉପରେ ଆସନ୍ତାକାଲି ଆସିବ ରାୟ । ଆସନ୍ତା ସେପ୍ଟେମ୍ବର ସୁଦ୍ଧା ବିଶ୍ୱବିଦ୍ୟାଳୟ ପରୀକ୍ଷା ଶେଷ କରିବାକୁ ୟୁଜିସି ଗାଇଲାଇନ୍ ଜାରି କରିଥିଲା । ଏହାଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରାୟ ଶୁଣାଇବେ । ଗତ ଜୁଲାଇ ମାସରେ ୟୁଜିସି ପକ୍ଷରୁ…

ପୂଜା ଛୁଟି ଯାଏଁ ବନ୍ଦ ରହିବ ସ୍କୁଲ, କଲେଜ

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ । ପୂଜା ଛୁଟି ପର‌୍ୟ୍ୟନ୍ତ ବନ୍ଦ ରହିବ ସ୍କୁଲ, କଲେଜ । କୋଭିଡ ସ୍ଥିିିତିର ସମୀକ୍ଷା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି…

NEET-JEE ପରୀକ୍ଷାକୁ ବିରୋଧ, ସୁପ୍ରିମକୋର୍ଟ ଯିବେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା । କରୋନା ସଙ୍କଟ ମଧ୍ୟରେ ଆସନ୍ତା ସେପ୍ଟେମ୍ବରରେ ଜେଇଇ ଓ ନିଟ୍ ପରୀକ୍ଷା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି । ଏହାରି ଭିତରେ ବୁଧବାର ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହୋଇ…

କମିଲା ୩୦ ପ୍ରତିଶତ ସିଲାବସ୍‌

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ପାଠପଢା ପ୍ରଭାବିତ ହୋଇଥିବାରୁ ଚଳିତବର୍ଷର ପାଠ୍ୟକ୍ରମକୁ କମ୍ କରିଛନ୍ତି ସରକାର । ଚଳିତବର୍ଷର ସିଲାବସରେ ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଜି ଏନେଇ ବିଜ୍ଞପ୍ତି ଜାରି କରିଛି । ସଂଶୋଧିତ ସିଲାବସ୍…

ହାତରେ ଗ୍ଲୋବ୍ସ ଓ ମୁହଁରେ ମାସ୍କ ପିନ୍ଧି JEE, NEET ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: କରୋନା କାଳ ଭିତରେ ଏଥର ଦେଶରେ ଆୟୋଜନ ହେବ ଜେଇଇ ଓ ନିଟ୍ ପରୀକ୍ଷା । ଜେଇଇ ମେନ ପରୀକ୍ଷା ସେପ୍ଟେମ୍ବର ୧ ରୁ ସେପ୍ଟେମ୍ବର ୬ ମଧ୍ୟରେ ଆୟୋଜିତ ହେବ। ସେହି ପରି ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୩ରେ ହେବ। ସମଗ୍ର ଦେଶରେ କରୋନାଭାଇରସ୍ ମଧ୍ୟରେ ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ସ୍ଥଗିତ…

ପରୀକ୍ଷା ଘୁଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସାଂସଦଙ୍କ ଚିଠି

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ମହାମାରୀର ପ୍ରକୋପ । ଦିନକୁ ଦିନ ଅତ୍ୟନ୍ତ ଉଗ୍ର ରୂପ ନେଇଛି କିଲର ଭାଇରା କରୋନା । ତେଣୁ ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଂଚାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଜେଇଇ, ନିଟ୍ ସହ ଅନ୍ୟ ସମସ୍ତ…