Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ଭାରତୀୟ ସ୍କୁଲ, ହେଲେ ଛାତ୍ରଛାତ୍ରୀ କହୁଛନ୍ତି ଜାପାନିଜ ଭାଷା !

ମହାରାଷ୍ଟ୍ର: ଔରଙ୍ଗାବାଦର ଏକ ସ୍କୁଲ ପାଲଟିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ଜିଲ୍ଲା ପରିଷଦ ଦ୍ୱାରା ପରିଚାଳିତ ଏକ ସ୍କୁଲରେ ଛାତ୍ରଛାତ୍ରୀ କହୁଛନ୍ତି ଜାପାନିଜ ଭାଷା । ହେଲେ କାହିଁକି ଓ କେମିତି ଆସନ୍ତୁ ଜାଣିବା । ରୋବୋଟିକ୍ସ ଓ ଜାପାନୀ କୌଶଳ ପ୍ରତି ଆକର୍ଷଣ ଏହି ପିଲାଙ୍କ ମନରେ…

ଆଜି ପ୍ରକାଶ ପାଇବ OSSTET ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର: ଆଜି ଓଏସ୍‌ଏସ୍‌ଟିଟି ତଥା ଓଡ଼ିଶା ସେକେଣ୍ଡାରୀ ଟିଚର ଏଲିଜିବିଲିଟି ଟେଷ୍ଟ ପରୀକ୍ଷାର ପ୍ରକାଶ ପାଇବ ରେଜଲ୍ଟ । ପରୀକ୍ଷାର୍ଥୀ www.osstet.co.in ଦେଖିପାରିବେ ନିଜ ରେଜଲ୍ଟ । ନିଜ ମେଲ୍ ଆଇଡି ଓ ପାସ୍‌ୱାର୍ଡ ଦେଇ ପରୀକ୍ଷାର୍ଥିମାନେ ମୋବାଇଲ୍‌ରେ ନିଜ ପରୀକ୍ଷା ଫଳ ଦେଖିହେବ ।…

ଓଡିଶା ବାହାରେ ହେବ ୩ ସେଣ୍ଟର: ଓଜେଇଇ

ଭୁବନେଶ୍ୱର: କରୋନା ପରିସ୍ଥିତିକୁ ନଜରରେ ରଖି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଓଡିଶା ଭିତରେ ଓ ବାହାରେ ଅଧିକ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ଓଡିଶା ଭିତରେ ୬ଟି ଏବଂ ବାହାରେ ୩ଟି ଅନଲାଇନ୍ ପରୀକ୍ଷା ସେଣ୍ଟର ଖୋଲାଯିବ ।…

ସେପ୍ଟେମ୍ବର ୯ରୁ ଓଜେଇ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୯ରୁ ଆରମ୍ଭ ହେବ ଓଜେଇ ପରୀକ୍ଷା । ୯ରୁ ଆରମ୍ଭ ହୋଇ ୧୫ ତାରିଖ ଯାଏଁ ଚାଲିବ । ଚଳିତ ବର୍ଷ ସିବିଟି ମୋଡରେ ପରୀକ୍ଷା ହେବ ବୋଲି ସୂଚନା ମିଳିଛି। ଏଥିଲାଗି ଓଡ଼ିଶାର ୧୬ ଜିଲ୍ଲାର ପଲିଟେକନିକ ଓ ଆଇଟିଆଇ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ବୈଷୟିକ ଓ ତାଲିମ…

ସେପ୍ଟେମ୍ବର ୩୦ରୁ ପିଜି ଏକକ ଏଣ୍ଟ୍ରାନ୍ସ ପରୀକ୍ଷା

ଭୁବନେଶ୍ୱର: ଖୁବ୍‌ଶୀଘ୍ର ପିଜିରେ ନାମ ଲେଖା ପାଇଁ ଏକକ ଏଣ୍ଟ୍ରାନ୍ସ ପରୀକ୍ଷା ହେବ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ରାବେଶିକା ପରୀକ୍ଷା ହେବ । ଏନେଇ ଅଗଷ୍ଟ ୧୨ରୁ www.samsodisha.gov.in…

ସେପ୍ଟେମ୍ବର ୧୪ରୁ ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୪ ତାରିଖରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇ ୨୨ରେ ପରୀକ୍ଷା ସରିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେହିପରି ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହେବ…

ଅଗଷ୍ଟ ୧୨ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱରେ: ଅଗଷ୍ଟ ୧୨ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ରେଜଲ୍ଟ । ଦିନ ୧୨.୩୦ରେ ପ୍ରକାଶ ପାଇବ ଫଳାଫଳ । ଅଗଷ୍ଟ ଶେଷ ସୁଦ୍ଧା ଯୁକ୍ତ ୨ କଳା ଓ ତୃତୀୟ ସପ୍ତାହରେ ବାଣିଜ୍ୟ ଫଳ ପ୍ରକାଶ ପାଇବ । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।…

ଆଜିଠୁ ମ୍ୟାଟ୍ରିକ ଖାତା ପୁନଃ ଯାଞ୍ଚ ଆବେଦନ; କିପରି କରିବେ ଜାଣନ୍ତୁ

ଭୁବନେଶ୍ୱର: ଆଜିଠାରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷା ଖାତା ପୁନଃ ଯାଞ୍ଚ ଓ ଉଭୟ ଖାତାର ଜେରକ୍ସ କପି ପାଇଁ ଅନ୍‌ଲାଇନ ଆବେଦନ ଆରମ୍ଭ ହୋଇଛି । ବୋର୍ଡର ୱେବ୍‌ସାଇଟ୍‌ www.bseodisha.ac.in ରେ ଆବେଦନର ସମସ୍ତ ନିୟମାବଳୀ ଉପଲବ୍ଧ ରହିଛି। ଏହି ରିଚେକିଂ…

ଆସନ୍ତାକାଲିଠୁ ମ୍ୟାଟ୍ରିକ ଖାତା ପୁନଃ ଯାଞ୍ଚ ଆବେଦନ

ଭୁବନେଶ୍ୱର: ଆସନ୍ତାକାଲି (ଅଗଷ୍ଟ ୬) ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷା ଖାତା ପୁନଃ ଯାଞ୍ଚ ଓ ଉଭୟ ଖାତାର ଜେରକ୍ସ କପି ପାଇଁ ଅନ୍‌ଲାଇନ ଆବେଦନ ଆରମ୍ଭ ହେବ। ବୋର୍ଡର ୱେବ୍‌ସାଇଟ୍‌ www.bseodisha.ac.in ରେ ଆବେଦନର ସମସ୍ତ ନିୟମାବଳୀ ଉପଲବ୍ଧ…

ଆଇଆଇଏମ୍‍ସି ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଛି । ଏହି ଅବସରରେ ‘ଓଡ଼ିଆ ଗଣମାଧ୍ୟମ: ସ୍ଥିତି, ଧାରା ଓ ଭବିଷ୍ୟତ’ ଉପରେ ଏକ ଇ-ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର…