Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

କରୋନା ଭୟ: ସ୍କୁଲରେ ପେପର ସୋପ୍ ଓ ମାସ୍କ ବାଂଟିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସମସ୍ତଙ୍କୁ ଘାରିଛି କରୋନା ଭୂତାଣୁ ଭୟ । ଏହି କ୍ରମରେ ଓଡ଼ିଶାରେ ମଧ୍ୟ କରୋନାକୁ ନେଇ ରାଜ୍ୟ ସରକାର ସଚେତନ ହୋଇଛନ୍ତି । ଏନେଇ ସଚେତନ କରିବାକୁ ଆଜି ସ୍କୁଲ ବୁଲିଛନ୍ତି ମନ୍ତ୍ରୀ । ଛାତ୍ରଛାତ୍ରୀଙ୍କୁ ବାଂଟିଛନ୍ତି ପେପର୍ ସାବୁନ । ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି…

‘ଏଲଆଇସି’ରେ ନିଯୁକ୍ତି ସୁଯୋଗ: ୩୨ ହଜାରରୁ ଅଧିକ ଦରମା

ଭୁବନେଶ୍ୱର: 'ଏଲଆଇସି'ରେ ଚାକିରି ପାଇବାକୁ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । 'ଏଲଆଇସି'ର ଅନେକ ପୋଷ୍ଟରେ ନିଯୁକ୍ତି ହେବାକୁ ଯାଉଛି । ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ଯେ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍ ଅଫିସର ପଦବୀ ପାଇଁ ୧୬୮ ଟି ପୋଷ୍ଟ ଏବଂ ଆସିଷ୍ଟାଣ୍ଟ…

ଓଡ଼ିଶା ପୋଲିସରେ ୨୩୧ଟି ଡ୍ରାଇଭର ପଦବୀ ଲାଗି ନିଯୁକ୍ତି ସୂଚନା: ପଢନ୍ତୁ ସବିଶେଷ ବିବରଣୀ

କଟକ: ଓଡ଼ିଶା ପୋଲିସର ‘ ପୋଲିସ ମୋଟର ପରିବହନ’ ବିଭାଗ ପକ୍ଷରୁ ୨୩୧ଟି ଡ୍ରାଇଭର୍ ପଦବୀ ଲାଗି ପ୍ରାର୍ଥୀ ମାନଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନ ଲିଖିତ ୱେବସାଇଟ ଲଗଅନ କରି ସବିଶେଷ ବିବରଣୀ ପାଇପାରିବେ । ୱେବସାଇଟ – http://oprecruitment.in ଏହି…

ଏହି ସ୍କୁଲରେ ଆରମ୍ଭ ହେଲା ନୂଆ ନିୟମ; ପିଲାମାନେ ଶନିବାର ସ୍କୁଲକୁ ଆଣିବେନି ବହି, ବ୍ୟାଗ୍ !

ବ୍ରହ୍ମପୁର: କୋମଳମତି ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲାପାଳ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପିଲାମାନେ ଶନିବାର ଦିନ ବିଦ୍ୟାଳୟରେ ‘ନୋ ସ୍କୁଲ ବ୍ୟାଗ ଡ଼େ’ ଭାବେ ପାଳନ କରିବେ । ଅର୍ଥାତ୍ ଏହିଦିନ…

ସିଭି ରମଣ ଇଞ୍ଜିନିୟରିଂ କଲେଜ ପାଇଲା ବିଶ୍ବବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର: ସି.ଭି ରମଣ ଇଞ୍ଜିନିୟରିଂ କଲେକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି । ଓଡିଶା ସରକାରଙ୍କ ଆଦେଶକ୍ରମେ ଏହି ମାନ୍ୟତା ମିଳିବା ପରେ କଲେଜର ନୂତନ ନାମ ସି.ଭି ରମଣ ଗ୍ଲୋବାଲ୍ ୟୁନିଭରସିଟି ହୋଇଛି । ଏହି ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ, ବିଜ୍ଞାନ ଓ କଳା ବ୍ୟତିତ…

ଆଜିଠୁ ସାରା ରାଜ୍ୟରେ +୨ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ସାରା ରାଜ୍ୟରେ ଆଜିଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷା ରାଜ୍ୟର ୧୧୪୩ କେନ୍ଦ୍ରରେ ଅନୁଷ୍ଠିତ ହେଉଛି । ସେଥିମଧ୍ୟରେ ପ୍ରାୟ ୨୦୪୧ ଜୁନିୟର କଲେଜରେ ପାଖାପାଖି ୩,୫୦,୮୦୦ ଛାତ୍ରଛାତ୍ରୀ ପରୀକ୍ଷା…

ସରିଲା ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୮ରୁ ଖାତାଦେଖା

ଭୁବନେଶ୍ୱର: ସରିଲା ମାଟ୍ରିକ୍ ପରୀକ୍ଷା । ମାର୍ଚ୍ଚ ୧୮ ତାରିଖରୁ ଆରମ୍ଭ ହେବ ଖାତାଦେଖା । ଦୀର୍ଘ ୨୦ ଦିନ ଧରି ମୂଲ୍ୟାୟନ ପ୍ରକ୍ରିୟା ଚାଲିବ । ଏହି ଖାତାଦେଖା ପ୍ରକ୍ରିୟାରେ ୧୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେବ । ୬୨ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ । ଏନେଇ ସୂଚନା…

+୨ ପରୀକ୍ଷା ଲାଗି କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା; ପରୀକ୍ଷା କେନ୍ଦ୍ରକୁ ସ୍ମାର୍ଟ ଘଡ଼ି, ମୋବାଇଲ୍ ଫୋନ୍ ମନା !

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଅର୍ଥାତ୍ ମାର୍ଚ୍ଚ ୩ତାରିଖରୁ ଆରମ୍ଭ ହେବାକୁ ଯାଉଛି +୨ ପରୀକ୍ଷା । ଏବର୍ଷ ପରୀକ୍ଷା ଲାଗି ସୁରକ୍ଷା ବ୍ୟବସ୍ଥାକୁ ସବୁଠାରୁ ଅଧିକ ଭାବେ କଡ଼ାକଡ଼ି କରାଯାଇଛି । ଉଭୟ ପରୀକ୍ଷାକେନ୍ଦ୍ର ଏବଂ ପରୀକ୍ଷାର୍ଥୀଙ୍କ ଉପରେ ରହିବ କଡ୍ଡା ନଜର । ପରୀକ୍ଷାକେନ୍ଦ୍ରକୁ…

ଆସନ୍ତାକାଲିଠୁଁ +୨ ପରୀକ୍ଷା ଆରମ୍ଭ; ୧୧୪୩ଟି କେନ୍ଦ୍ରରେ ୩ ଲକ୍ଷ ୫୦ ହଜାର ୮୦୦ ପରୀକ୍ଷାର୍ଥୀ ଦେବେ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି +୨ ପରୀକ୍ଷା । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ କଳା, ବାଣିଜ୍ୟ, ବିଜ୍ଞାନ ତଥା ଧନ୍ଦାମୂଳକ ଶ୍ରେଣୀର ଛାତ୍ରଛାତ୍ରୀମାନେ ଯୁକ୍ତଦୁଇ ପରୀକ୍ଷା ଦେବେ । ଚଳିତବର୍ଷ ରାଜ୍ୟର ୨୦୪୧ ଟି ଜୁନିୟର କଲେଜରୁ ମୋଟ୍…

କଡାକଡ଼ି ହେବ ଯୁକ୍ତଦୁଇ ପରୀକ୍ଷା: ପ୍ରଶ୍ନପତ୍ରରେ ଚିହ୍ନ ମାରିଲେ କରାଯିବ ବୁକ୍ !

ଭୁବନେଶ୍ୱର: ମାର୍ଚ୍ଚ ୩ରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ । ତେବେ ଚଳିତବର୍ଷ ପରୀକ୍ଷାକେନ୍ଦ୍ରଗୁଡିକରେ ନିୟମ କଡାକଡ଼ି କରାଯିବ । ଏଥିପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ନିୟମାବଳୀ । ଚଳିତବର୍ଷ ପରୀକ୍ଷାକେନ୍ଦ୍ର ଭିତରକୁ ମୋବାଇଲ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣକୁ ସମ୍ପୂର୍ଣ୍ଣ ନିଷେଧ…