Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ସିବିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ସ୍ଥଗିତ ଘୋଷଣା

ନୂଆଦିଲ୍ଲୀ: ସମ୍ଭାବ୍ୟ କରୋନା ସଂକ୍ରମଣ ଜନିତ ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ସିବିଏସଇ ପକ୍ଷରୁ ଏବେ ଦେଶବ୍ୟାପୀ ଚାଲିଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ସ୍ଥଗିତ ରହିଥିବା ଘୋଷଣା କରାଯାଇଛି । ମାର୍ଚ୍ଚ ୧୯ ରୁ ୩୧ ତାରିଖ ମଧ୍ୟରେ ଭାରତ ଓ ବିଦେଶରେ ବିଭିନ୍ନ ପରୀକ୍ଷା…

କରୋନା ସଂକ୍ରମଣ ପାଇଁ ଏଫଏମ ବିଶ୍ୱବିଦ୍ୟାଳୟର ନିଯୁକ୍ତି ସାକ୍ଷାତକାର ଘୁଞ୍ଚିଲା

ଭୁବନେଶ୍ୱର: କରୋନା ଭୁତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦ ଦୃଷ୍ଟିରୁ ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ପ୍ରଫେସର, ସହାୟକ ପ୍ରଫେସର ଏବଂ ସହକାରୀ  ପ୍ରଫେସର ପଦବୀ ପାଇଁ ହେବାକୁ ଥିବା ସାକ୍ଷାତକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି । ଏ ସମ୍ପର୍କରେ ଫକୀର ମୋହନ…

ଭାରତୀୟ ନୌବାହିନୀରେ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ପ୍ରଦାନ ନେଇ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତୀୟ ନୌବାହିନୀରେ ମହିଳା ଅଧିକାରୀମାନେ ଏବେ ପାଇପାରିବେ ସ୍ଥାୟୀ କମିଶନର ସୁବିଧା । ପୁରୁଷ ଅଫିସରଙ୍କ ପରି ଏବେ ମହିଳା ନୌସେନା ଅଧିକାରୀମାନେ ମଧ୍ୟ ସମାନ ମର୍ଯ୍ୟାଦା ହାସଲ କରିପାରିବେ । ଏନେଇ ସୁପ୍ରିମକୋର୍ଟ ନୌବାହିନୀରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ…

ଏପ୍ରିଲ୍ ୨୦୨୩ ସୁଦ୍ଧା ନୂଆ ଏନସିଇଆରଟି ସିଲାବସ୍‌, ପାଠ୍ୟପୁସ୍ତକ ଉପଲବ୍ଧ ହେବ: ନିର୍ଦ୍ଦେଶକ ହୃଷିକେଶ ସେନାପତି

ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ ଅଫ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ୨୦୨୩ ସୁଦ୍ଧା ନୂତନ ଜାତୀୟ ପାଠ୍ୟକ୍ରମ (ଏନସିଏଫ) ସମୂର୍ଣ୍ଣ କରିବା ନେଇ ଯୋଜନା  କରିବାକୁ ଚେଷ୍ଟା କରୁଥିବା ଜଣାପଡୁଛି । ଏନସିଇଆରଟିର ନିର୍ଦ୍ଦେଶକ ହୃଷିକେଶ ସେନାପତି ସୂଚନା ଦେଇ କହିଛନ୍ତି…

କରୋନା ସତର୍କତା: କଟକଣା ସମୟରେ ଇ-ଲର୍ନିଙ୍ଗ ଯୋଗାଇ ଦେବାକୁ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତରେ ବଢୁଥିବା କରୋନାଭାଇରସ୍ (କୋଭିଡ-୧୯) ମାମଲାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ (ବିଦ୍ୟାଳୟ, କଲେଜ ଏବଂ ବିଶ୍ୱବିଦ୍ୟାଳୟ) ବନ୍ଦ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ଏହଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ପାଠପଢାରେ ଉପୁଜିବାକୁ…

ମାର୍ଚ୍ଚ ୨୦ ରେ କିପରି ଡାଉନଲୋଡ଼ କରିବେ ନିଜ ଜେଇଇ ମେନ ଆଡ଼ମିଟ କାର୍ଡ, ଜାଣନ୍ତୁ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ମାସରେ ହେବାକୁ ଥିବା ଜେଇଇ ମେନ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ମାର୍ଚ୍ଚ ୨୦ ରେ jeemain.nic.in ରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଏହି ପରୀକ୍ଷା ଆସନ୍ତା ଏପ୍ରିଲ୍ ୫, ୭, ୯ ଏବଂ ୧୧ ରେ ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ…

ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ସମେତ ୭ଟି ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ହେବ ପ୍ରଶ୍ନପତ୍ର

ଭୁବନେଶ୍ୱର: ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପୁଣି ଏକ ଅଭିନବ ପ୍ରୟାସ । ପିଲାଙ୍କୁ ଖାଲି ଶ୍ରେଣୀଗୃହରେ ନୁହେଁ ବରଂ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ କରିବାକୁ ତତ୍ପରତା ପ୍ରକାଶ କରିଛି ଗଣଶିକ୍ଷା ବିଭାଗ । ଖାଲି ପାଠପଢ଼ା ନୁହେଁ ବରଂ ପରୀକ୍ଷାରେ ଯେପରି…

ବଦଳିବ ସରକାରୀ ସ୍କୁଲର ନକ୍ସା: ପ୍ରଥମରୁ ପଞ୍ଚମ ଯାଏଁ ପ୍ରତି ଶ୍ରେଣୀରେ ରହିବେ ୫୦ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ସ୍କୁଲର ହେବ ନକ୍ସା ପରିବର୍ତ୍ତନ । ଏଥିପାଇଁ ଆକ୍ସନମୋଡ଼କୁ ଆସିଯାଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଶ୍ରେଣୀରେ ପିଲାଙ୍କ ଲାଗି ଗୁଣାତ୍ମକ ଶିକ୍ଷାଦାନ ଏବଂ ଉନ୍ନତ ଭିତ୍ତିଭୂମି ଲାଗି ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ସମଗ୍ର ଶିକ୍ଷା ଯୋଜନାରେ…

‘ୟୁପିଏସସି’ ଆଣିଲା ବଡ଼ ପରିବର୍ତ୍ତନ: ଏହି ଉପାୟରେ ଏକ ମୂଲ୍ୟବାନ ପ୍ରୟାସ ବଞ୍ଚାଇ ପାରିବେ ପ୍ରାର୍ଥୀ

ନୂଆଦିଲ୍ଲୀ: ୟୁନିୟନ ଲୋକସେବା ଆୟୋଗ (ୟୁପିଏସସି) ବର୍ତ୍ତମାନ ପ୍ରାର୍ଥୀମାନଙ୍କୁ ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୦ ପାଇଁ ଦାଖଲ ହୋଇଥିବା ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଉଛି । ଏକ ବିଜ୍ଞପ୍ତିରେ ଜରିଆରେ ପ୍ରକାଶ ହୋଇଥିବା ତଥ୍ୟ ଅନୁଯାୟୀ, ପ୍ରାର୍ଥୀମାନେ ମାର୍ଚ୍ଚ…

କମ୍ ଉପସ୍ଥାନ ଯୋଗୁଁ ବନ୍ଦ ହେବ ରାଜ୍ୟର ୬୩,୦୦ ବିଦ୍ୟାଳୟ !

ଭୁବନେଶ୍ୱର: ରାଜ୍ୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ୬୩,୦୦ ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପାଖାପାଖି ୬୩୪୦ ବିଦ୍ୟାଳୟ ମଧ୍ୟରୁ ସର୍ବାଧିକ ସଂଖ୍ୟା ରାୟଗଡା ଜିଲ୍ଲାରେ ୪୯୮ ଟି ସ୍କୁଲ, ମୟୂରଭଞ୍ଜ ରେ ୪୮୬ ଟି ସ୍କୁଲ ଏବଂ ଗଞ୍ଜାମ ଜିଲ୍ଲାରେ ୪୩୦ ଟି…