Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

‘ୟୁପିଏସସି’ ଆଣିଲା ବଡ଼ ପରିବର୍ତ୍ତନ: ଏହି ଉପାୟରେ ଏକ ମୂଲ୍ୟବାନ ପ୍ରୟାସ ବଞ୍ଚାଇ ପାରିବେ ପ୍ରାର୍ଥୀ

ନୂଆଦିଲ୍ଲୀ: ୟୁନିୟନ ଲୋକସେବା ଆୟୋଗ (ୟୁପିଏସସି) ବର୍ତ୍ତମାନ ପ୍ରାର୍ଥୀମାନଙ୍କୁ ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୦ ପାଇଁ ଦାଖଲ ହୋଇଥିବା ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଉଛି । ଏକ ବିଜ୍ଞପ୍ତିରେ ଜରିଆରେ ପ୍ରକାଶ ହୋଇଥିବା ତଥ୍ୟ ଅନୁଯାୟୀ, ପ୍ରାର୍ଥୀମାନେ ମାର୍ଚ୍ଚ…

କମ୍ ଉପସ୍ଥାନ ଯୋଗୁଁ ବନ୍ଦ ହେବ ରାଜ୍ୟର ୬୩,୦୦ ବିଦ୍ୟାଳୟ !

ଭୁବନେଶ୍ୱର: ରାଜ୍ୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ୬୩,୦୦ ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପାଖାପାଖି ୬୩୪୦ ବିଦ୍ୟାଳୟ ମଧ୍ୟରୁ ସର୍ବାଧିକ ସଂଖ୍ୟା ରାୟଗଡା ଜିଲ୍ଲାରେ ୪୯୮ ଟି ସ୍କୁଲ, ମୟୂରଭଞ୍ଜ ରେ ୪୮୬ ଟି ସ୍କୁଲ ଏବଂ ଗଞ୍ଜାମ ଜିଲ୍ଲାରେ ୪୩୦ ଟି…

ହ୍ରାସ ପାଉଛି ଓଡ଼ିଆ ଆଇଏଏସ ଅଫିସରଙ୍କ ସଂଖ୍ୟା: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ହ୍ରାସ ପାଉଥିବା ଓଡିଆ ଆଇଏଏସ୍ ଅଧିକାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଆଇଏଏସ୍ କୋଚିଂ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। “ରାଜ୍ୟରେ ଓଡିଆ ଆଇଏଏସ୍ ଅଧିକାରୀଙ୍କ ସଂଖ୍ୟା ହ୍ରାସ ପାଉଛି। ଓଡିଆ ଛାତ୍ରଛାତ୍ରୀ ମାନଙ୍କୁ…

କରୋନା ଭୟ: ସ୍କୁଲରେ ପେପର ସୋପ୍ ଓ ମାସ୍କ ବାଂଟିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସମସ୍ତଙ୍କୁ ଘାରିଛି କରୋନା ଭୂତାଣୁ ଭୟ । ଏହି କ୍ରମରେ ଓଡ଼ିଶାରେ ମଧ୍ୟ କରୋନାକୁ ନେଇ ରାଜ୍ୟ ସରକାର ସଚେତନ ହୋଇଛନ୍ତି । ଏନେଇ ସଚେତନ କରିବାକୁ ଆଜି ସ୍କୁଲ ବୁଲିଛନ୍ତି ମନ୍ତ୍ରୀ । ଛାତ୍ରଛାତ୍ରୀଙ୍କୁ ବାଂଟିଛନ୍ତି ପେପର୍ ସାବୁନ । ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି…

‘ଏଲଆଇସି’ରେ ନିଯୁକ୍ତି ସୁଯୋଗ: ୩୨ ହଜାରରୁ ଅଧିକ ଦରମା

ଭୁବନେଶ୍ୱର: 'ଏଲଆଇସି'ରେ ଚାକିରି ପାଇବାକୁ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । 'ଏଲଆଇସି'ର ଅନେକ ପୋଷ୍ଟରେ ନିଯୁକ୍ତି ହେବାକୁ ଯାଉଛି । ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ଯେ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍ ଅଫିସର ପଦବୀ ପାଇଁ ୧୬୮ ଟି ପୋଷ୍ଟ ଏବଂ ଆସିଷ୍ଟାଣ୍ଟ…

ଓଡ଼ିଶା ପୋଲିସରେ ୨୩୧ଟି ଡ୍ରାଇଭର ପଦବୀ ଲାଗି ନିଯୁକ୍ତି ସୂଚନା: ପଢନ୍ତୁ ସବିଶେଷ ବିବରଣୀ

କଟକ: ଓଡ଼ିଶା ପୋଲିସର ‘ ପୋଲିସ ମୋଟର ପରିବହନ’ ବିଭାଗ ପକ୍ଷରୁ ୨୩୧ଟି ଡ୍ରାଇଭର୍ ପଦବୀ ଲାଗି ପ୍ରାର୍ଥୀ ମାନଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନ ଲିଖିତ ୱେବସାଇଟ ଲଗଅନ କରି ସବିଶେଷ ବିବରଣୀ ପାଇପାରିବେ । ୱେବସାଇଟ – http://oprecruitment.in ଏହି…

ଏହି ସ୍କୁଲରେ ଆରମ୍ଭ ହେଲା ନୂଆ ନିୟମ; ପିଲାମାନେ ଶନିବାର ସ୍କୁଲକୁ ଆଣିବେନି ବହି, ବ୍ୟାଗ୍ !

ବ୍ରହ୍ମପୁର: କୋମଳମତି ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲାପାଳ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପିଲାମାନେ ଶନିବାର ଦିନ ବିଦ୍ୟାଳୟରେ ‘ନୋ ସ୍କୁଲ ବ୍ୟାଗ ଡ଼େ’ ଭାବେ ପାଳନ କରିବେ । ଅର୍ଥାତ୍ ଏହିଦିନ…

ସିଭି ରମଣ ଇଞ୍ଜିନିୟରିଂ କଲେଜ ପାଇଲା ବିଶ୍ବବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର: ସି.ଭି ରମଣ ଇଞ୍ଜିନିୟରିଂ କଲେକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି । ଓଡିଶା ସରକାରଙ୍କ ଆଦେଶକ୍ରମେ ଏହି ମାନ୍ୟତା ମିଳିବା ପରେ କଲେଜର ନୂତନ ନାମ ସି.ଭି ରମଣ ଗ୍ଲୋବାଲ୍ ୟୁନିଭରସିଟି ହୋଇଛି । ଏହି ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ, ବିଜ୍ଞାନ ଓ କଳା ବ୍ୟତିତ…

ଆଜିଠୁ ସାରା ରାଜ୍ୟରେ +୨ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ସାରା ରାଜ୍ୟରେ ଆଜିଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷା ରାଜ୍ୟର ୧୧୪୩ କେନ୍ଦ୍ରରେ ଅନୁଷ୍ଠିତ ହେଉଛି । ସେଥିମଧ୍ୟରେ ପ୍ରାୟ ୨୦୪୧ ଜୁନିୟର କଲେଜରେ ପାଖାପାଖି ୩,୫୦,୮୦୦ ଛାତ୍ରଛାତ୍ରୀ ପରୀକ୍ଷା…

ସରିଲା ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୮ରୁ ଖାତାଦେଖା

ଭୁବନେଶ୍ୱର: ସରିଲା ମାଟ୍ରିକ୍ ପରୀକ୍ଷା । ମାର୍ଚ୍ଚ ୧୮ ତାରିଖରୁ ଆରମ୍ଭ ହେବ ଖାତାଦେଖା । ଦୀର୍ଘ ୨୦ ଦିନ ଧରି ମୂଲ୍ୟାୟନ ପ୍ରକ୍ରିୟା ଚାଲିବ । ଏହି ଖାତାଦେଖା ପ୍ରକ୍ରିୟାରେ ୧୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେବ । ୬୨ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ । ଏନେଇ ସୂଚନା…