Latest Odisha News
Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳେ ପ୍ରଥମେ ୯ଟାରେ ପରୀକ୍ଷା ପରିଚାଳନା କମିଟିର ବୈଠକ ବସି ଫଳ ଉପସ୍ଥାପନ କରାଯିବ।ଏହାପରେ ଆନୁଷ୍ଠାନିକ ଭାବେ ଦିନ ସାଢ଼େ ୧୦ଟାରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ । ୧୧ଟା ୩୦ରେ ବୋର୍ଡ ୱେବସାଇଟ୍ ରେ ଉପଲବ୍ଧ ହେବ ରେଜଲ୍ଟ…

୨୬ରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ, ଜାଣନ୍ତୁ କେମିତି ପାଇବେ ରେଜଲ୍ଟ…

କଟକ: ଆସନ୍ତା ୨୬ରେ ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳାଫଳ । ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବା ବେଳେ ୧୧ଟା ୩୦ ସୁଦ୍ଧା ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ www.bseodisha.ac.in ରେ ପାଇପାରିବେ । ତେବେ ଯଦି ଇଣ୍ଟରନେଟ୍‌ ସୁବିଧା ନଥାଏ ତାହାଲେ ଛାତ୍ରଛାତ୍ରୀମାନେ…

୨୬ରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳାଫଳ

ଭୁବନେଶ୍ବର: ଆସନ୍ତା ମେ ୨୬ରେ ପ୍ରକାଶ ପାଇବ ଚଳିତ ବର୍ଷ ସିଏଚସିଇ ଦ୍ବାଦଶ ରେଜଲ୍ଟ । ୨୬ ତାରିଖ ଅପରାହ୍ଣ ସୁଦ୍ଧା ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ପାଇପାରିବେ । www.orissaresult.nic.in ପ୍ରକାଶ ପାଇବ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ସିଏଚସିଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ।…

ଆଜିଠୁ ଆରମ୍ଭ ସିପିଇଟି-୨୪ ପରୀକ୍ଷା ପାଇଁ ଆବେଦନ

ଭୁବନେଶ୍ୱର : ଜୁଲାଇ ୩ ରୁ ଆରମ୍ଭ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି-୨୪) । ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ଶନିବାର ଠାରୁ ଆବେଦନ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରୀଛାତ୍ର ୧୮ତାରିଖ ଅପରାହ୍ନ ୪ଟା ପରେ ଅନଲାଇନ…

ମେ ଶେଷ ସପ୍ତାହରେ ମାଟ୍ରିକ୍ ଫଳାଫଳ, ମିଳିବ ଡିଜିଟାଲ ପ୍ରମାଣପତ୍ର

ଭୁବନେଶ୍ବର: ମେ ଶେଷ ସପ୍ତାହରେ ବାହାରିବାକୁ ଯାଉଛି ମାଟ୍ରିକ୍ ପରୀକ୍ଷାଫଳ । ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଯେ ମେ ମାସ ଶେଷ ସୁଦ୍ଧା ମାଟ୍ରିକ ଫଳାଫଳ ପ୍ରକାଶ କରାଯିବ । ଜୁନ୍ ମାସ ହେବ ନାହିଁ । ଆହୁରି ମଧ୍ୟ ଏହା ସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ…

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ରେଜଲ୍ଟ, ପାସ୍ କରିଛନ୍ତି ୮୭.୯୮ ପ୍ରତିଶତ ଛାତ୍ରଛାତ୍ରୀ

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷ ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ results.cbse.nic.in, cbse.gov.in କିମ୍ବା cbseresults.nic.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଦେଖିପାରିବେ । ଏଥର ମୋଟ ପାସ୍ ହାର ୮୭.୯୮ ପ୍ରତିଶତ ରହିଛି । ଏହା ମଧ୍ୟରୁ ଝିଅଙ୍କ ପାସ୍ ହାର…

ଆଜି ନିଟ୍-ୟୁଜି ପରୀକ୍ଷା: ଦେଶର ୫୫୭ଟି ସହରରେ ପରୀକ୍ଷା କେନ୍ଦ୍ର

ନୂଆଦିଲ୍ଲୀ: ଆଜି ମେଡିକାଲ ପ୍ରବେଶିକା (ନିଟ୍-ୟୁଜି )ପରୀକ୍ଷା । ଦେଶରେ ୨୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୫୫୭ଟି ସହରରେ ପରୀକ୍ଷା କରାଯିବ । ଓଡ଼ିଶାରୁ ପାଖାପାଖି ୬୫ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି । ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ୨୦ ପର୍ଯ୍ୟନ୍ତ ପରୀକ୍ଷା…

‘ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ’

କଟକ: ମାଟ୍ରିକ ମୂଲ୍ୟାୟନ ନେଇ ବୋର୍ଡ ପକ୍ଷରୁ ପ୍ରେସମିଟ । ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇବ କହିଲେ, ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ଏବର୍ଷ ପିଲାମାନେ ନିଜ ମାଟ୍ରିକ୍ ପରୀକ୍ଷା ଫଳ ଅନଲାଇନରେ ଦେଖିବା ସହ ପରୀକ୍ଷା ଫଳ ବାହାରିବା ୭ ଦିନ ଭିତରେ ଡିଜିଟାଲ ସାର୍ଟିଫିକେଟର କପି…

ୟୁଜିସି ଅନୁବନ୍ଧିତ କଲେଜରେ ଲାଗିବ ଛାତ୍ର ଅଭିଯୋଗ ନୀୟମାବଳି ସୂଚନା ଫଳକ

ଭୁବନେଶ୍ୱର: ୟୁଜିସିଙ୍କ ପକ୍ଷରୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ କ୍ୟାମ୍ପସରେ ସୂଚନାପୂର୍ଣ୍ଣ ବ୍ୟାନର ଲଗାଇବା ସହ ଛାତ୍ର ଅଭିଯୋଗ ନିୟମାବଳୀ, ୨୦୨୩ ବିଷୟରେ ୱେବସାଇଟ୍ ଓ ବୁଲେଟିନ ବିବରଣୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୟୁଜିସି ଅଧ୍ୟକ୍ଷ ମମିଦାଲା ଜଗଦେଶ କୁମାର ଚଳିତ ବର୍ଷ ଫେବୃଆରୀ ୫ ଏକ…

ସିଆଇଏସସିଇ ଜାରି କଲା ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଡେଟସିଟ: ଦେଖନ୍ତୁ, କେଉଁଦିନ କ’ଣ ଅଛି ପରୀକ୍ଷା

ନୂଆଦିଲ୍ଲୀ:କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗ୍ଜାମିନେଶନ (CISCE) ପକ୍ଷରୁ ଆଇସିଏସଇ (ଦଶମ) ଏବଂ ଆଇଏସସି(ଦ୍ୱାଦଶ) ବୋର୍ଡ ପରୀକ୍ଷା ୨୦୨୪ର ଡେଟସିଟ ତଥା ଟାଇମ ଟେବୁଲ ଜାରି କରାଯାଇଛି । ସିଆଇଏସସିଇ ବୋର୍ଡର ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ବୋର୍ଡର…