Latest Odisha News
Browsing Category

ଶିଶୁ କବିତା

ଶିଶୁ କବିତା : ଭଳିକି ଭଳି

ସୁବ୍ରତ କୁମାର ଜେନା ଭଳିକି ଭଳି ପକ୍ଷୀଏ ଯେତେ ଗାଇ ବୁଲନ୍ତି ଗୀତ ଝରଣା ଆସି ପାହାଡ଼ ସାଥେ ନିତି ବସଇ ମିତ ।। ଭଳିକି ଭଳି ଫୁଲତ ଫୁଟି ବାସ ଚହଟି ଯାଏ ଗ୍ରୀଷ୍ମ ଆସେ ବରଷା ଆସେ ସବୁ ହୃଦୟ ଛୁଏଁ ।। ରାତି ପାହିଲେ ସକାଳ ହୁଏ ଡାକଇ କାଉ କା' ଘର ଅଗଣା କାମକୁ ସାରି ଖୁଆଇ…

ଶିଶୁ କବିତା : କୁହ ଜହ୍ନମାମୁଁ

ଅଶୋକ କୁମାର ପ୍ରଧାନ ନୀଳ ଆକାଶରେ ବିରାଟ କୋଳରେ ଗଢିଛି କେ ତୋତେ ଜହ୍ନରେ ଦେଖିଲେ ତୋହାର ତୋଫା ଚେହେରାକୁ ଖୁସି ଆସେ ମୋର ମନରେ। କେତେ ତୁମେ ତୋଫା କିରଣ ବିତର ବିଲ ବାଡି ନଈ ନାଳରେ ଦିନରେ ତ ତୁମେ ଦେଖା ଦିଅ ନାହିଁ ଆସ କିଆଁ ରାତି କାଳରେ। ଦେହରେ ତୁମର ପାହାଡ଼ ପଥର…

ଶିଶୁ କବିତା : ମଉନେ ଦିଏ ଜୀବନ

ବନ୍ଦିତା ଦାଶ ଦୀପ ଲଗାଅ ତୁଳସୀ ମୂଳେ ଧୂପ ଲଗାଅ ଠାକୁର ଘରେ ଝୁଣା ଗୋଗ୍ଗୁଳ ବାସରେ ପୂରୁ ଆମରି ପରିବେଶ, ଗଛ ଲଗାଅ ପଥର ଧାରେ ମଞ୍ଜି ପକାଅ ଲଣ୍ଡା ଭୂଇଁରେ ନାନା ଜାତିର ଫୁଲ ଫଳରେ ସୁନ୍ଦର ହେଉ ଗଛ ।୧। ଗଛ ବଢ଼ିବ ମନ ଖୁସିରେ ପକ୍ଷୀ ବସିବେ ତା'ର ଶାଖାରେ ଜାତି ଜାତିକା…

ଶିଶୁ କବିତା : ବଗ   

ପ୍ରତିଭା ସାହୁ  ଧୋବ ଫର ଫର ଦେହଟି ତୋର ନାଆଁଟି ଅଟଇ ବଗ ଦଳଦଳ ହୋଇ  ଉଡିଯାଅ ତୁମେ ସଭିଏଁ  ଗୋଟିଏ  ଦିଗ। ଲମ୍ଵାଳିଆ ବେକ ସୁନ୍ଦର ଦିଶ୍ଇ ଲମ୍ବା  ଥଣ୍ଟ ଲମ୍ବା ଗୋଡ଼ ସକାଳୁ ସକାଳୁ  ପୋଖରୀ କୂଳରେ ହୋଇଥାଏ ତୁମ ଭିଡ଼ । ସାଧୁ ସନ୍ଥ …

ଶିଶୁ କବିତା : ପ୍ରକୃତି କହେ

ଆନନ୍ଦ କୁମାର ମେହେର  ବିଶାଳ ଆକାଶ କହୁଅଛି ଶୁଣ ମୋ ସମାନ ହେଉ ତୁମ ହୃଦୟ ଗମ୍ଭୀର ଅଚଳ ପର୍ବତ କହୁଛି ମୋ ସମାନ ହୁଅ ତୁମେ ନିର୍ଭୟ । ମିଟି ମିଟି କରି ତାରକା କହଇ ଅଜ୍ଞାନ ଅନ୍ଧାରେ ଦେଖାଅ ବାଟ ନୀଳସାଗରର ତରଙ୍ଗ କହଇ ପରମ ଉମଙ୍ଗେ ଜୀବନ କାଟ । ଧରଣୀ ନୀରବେ ଦିଅଇ ବାରତା…

ଶିଶୁ କବିତା : ଗୁଡ଼ିଆଣୀ ଅପା ଲଡ଼ୁ

ସଚ୍ଚିଦାନନ୍ଦ କର  ଗୁଡ଼ିଆଣୀ ଅପା ଗୁଡ଼ିଆଣୀ ଅପା ଭଲ ଦୋକାନଟି ତୋର ସଜେଇ ରଖିଛୁ ଲଡୁ ସବୁ ଦେଖି ଲାଖିଯାଏ ଆଖି ମୋର ।। ବାପା ଅଜା ମାମୁଁ ପୀଉସୀ ମାଉସୀ ମୋ ପାଇଁ ଆଣନ୍ତି କେତେ ଗୋଟି ଗୋଟି ଧରି ଖୁସିରେ ଖାଏ ମୁଁ ମନ ମୋର ଚାହେଁ ଯେତେ ।। ଆହା କେଡ଼େ ମିଠା ଭଲଲାଗେ ଭାରି…

ଶିଶୁ କବିତା : ତୁମେସବୁ ସୁନାପିଲା

ବନ୍ଦିତା ଦାଶ  ମିଛ କହିବନି କେବେରେ ଛଳନାବି କେବେ କରିବନି ସୁନାପିଲା ହୋଇ ରହିବରେ କେବେବି ବାହାନା କରିବନି। ଯେତେ ବଡ ଭୁଲ ହୋଇଥାଉ କେବେ ମିଛକୁ ପ୍ରଶ୍ରୟ ଦେବନି ମିଛୁଆ ପ୍ରମାଣ ହୋଇଗଲେ ସେହି ଦାଗ ଆଉ ଲିଭିବନି। ନ୍ୟାୟ କଥାରେ କେବେହେଲେ ଚୁପହୋଇ ତୁମେ ରହିବନି…

ଶିଶୁ କବିତା : ଆମେ ସବୁ ମହୁମାଛି

ପ୍ରତିଭା ସାହୁ  ଆସଲୋ ଆସ ସାଙ୍ଗ ସାଥି ସଭି ମହୁମାଛିମାନେ ଆସ ଜାତି ଜାତି ଫୁଲ ଫୁଟି ହସୁଅଛି ନରମ ଫୁଲରେ ବସ ।। ଗୁଣୁ ଗୁଣୁ ହୋଇ ଗୀତ ଗାଇ ଗାଇ ଫୁଲରୁ ଫୁଲକୁ ଉଡ଼ିବା ସକାଳ ସୁରୂଯ ସୁନେଲି କିରଣେ ହସି ଖେଳି ନାଚି ଯିବା ।। ପବନରେ ଝୁଲି ଫୁଲରେ ବସି ମିଠା ରସ ଶୋଷିଯିବା…

ଶିଶୁ କବିତା : ଦିଅରେ ମହକ ଭରି

କୁଞ୍ଜ ବିହାରୀ ସାହୁ  ଆମରି ଗାଆଁର ଜଟ ନିଇତି ଯାଉଛି ମଠ ସାଧୁସନ୍ଥଙ୍କର ମେଳରେ ବସୁଛି ପକେଇ ଗୋଟିଏ ଚଟ । ଶୁଣୁଛି ସାଧୁଙ୍କ କଥା ହଲେଇ ଦେଉଛି ମଥା ମଝିରେ ମଝିରେ "ହୁଁ " ସେ ମାରୁଛି କଥାରେ ରଖୁଛି ନଥା । ସଞ୍ଜରେ ପିଲାଙ୍କୁ ଡାକି ବସାଏ ପାଖକୁ ଜାକି…

ଶିଶୁ କବିତା : ଜଗତେ ରଖିବା ନାଁ

ବନ୍ଦିତା ଦାଶ  ପାହାଡ ମଥାନେ ଲାଗିଲା ନିଆଁ ଚିଁ ଚିଁ କରେ କୁକୁଡା ଚିଆଁ ।୧। ଆକାଶେ ଭାସୁଚି ଧୋବଲା ମେଘ ପବନର ଆଜି ବହୁତ ବେଗ ।୨। ନଈରେ , ନାଳରେ ପାଣି ଗୋଳିଆ ନାଲିଆ ଚା' ଟି ଭାରି ବଢିଆ। ୩। ଗଛରେ ଦେଖରେ କେତେ ପତର ମହମହ ସତେ ବାସେ ଅତର।୪। ଫୁଲ ଫୁଟିଅଛି ବଗିଚା…