Latest Odisha News

BREAKING NEWS

Browsing Category

ଟିକେ ହଟ୍‌କେ

୮୯ ବର୍ଷ ବୟସ ପର୍ଯ୍ୟନ୍ତ ଖାଇନଥିଲେ ଭାତ, ଆଉ ତା ପରେ…

କେରଳ: ଭାରତର ଅଧିକାଂଶ ପ୍ରାନ୍ତରେ ଭାତ ହେଉଛି ପ୍ରମୁଖ ଖାଦ୍ୟ । କିଛି ଲୋକ ଭାତକୁ ପ୍ରମୁଖ କିମ୍ବା ଆଂଶିକ ମାତ୍ରାରେ ଖାଦ୍ୟ ରୂପେ ଗ୍ରହଣ କରିବାକୁ ପସନ୍ଦ କରିଥାନ୍ତି । ସେହିଭଳି କେରଳରେ ଦିନକୁ ତିନିଥର ଭାତକୁ ଖାଦ୍ୟ ରୂପେ ଲୋକେ ଗ୍ରହଣ କରିଥାନ୍ତି । ହେଲେ କେରଳ ଭଳି ରାଜ୍ୟରେ ଜଣେ…

୩ଲକ୍ଷରୁ ଅଧିକ ଦିଆସିଲି କାଠିରେ ତାଜମହଲ ତିଆରି କଲେ ବଙ୍ଗଳା ଯୁବତୀ

ପଶ୍ଚିମବଙ୍ଗ:  ନାଡିଆ ଜିଲ୍ଲାର ୨୨ ବର୍ଷୀୟା ଜଣେ ଯୁବତୀ ୩ଲକ୍ଷରୁ ଅଧିକ ଦିଆସିଲି କାଠି ବ୍ୟବହାର କରି ତାଜମହଲର ଏକ ପ୍ରତିରୂପ ତିଆରି କରିଛନ୍ତି । କୃଷ୍ଣନଗରର ଘର୍ନି ଅଞ୍ଚଳର ସାହେଲି ପାଲ, ଇରାନର ମେସାମ ରହମାନୀଙ୍କ ଗିନିଜ ୱାର୍ଲ୍ଡ ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି, ଯିଏ ୨୦୧୩…

କାହିଁକି ‘ସନ୍ ଡେ ଇଜ୍ ଏ ହୋଲି ଡେ’ ? କଣ ରହିଛି ଏହା ପଛର କାରଣ ଜାଣନ୍ତୁ

ନୂଆଦିଲ୍ଲୀ: କାହିଁକି ରବିବାର ଦିନକୁ ଛୁଟିଦିନରେ ଗଣାଯାଏ? ସାଧାରଣତଃ ରବିବାର ଦିନଟିକୁ ଲୋକେ ନିଜ ଘରେ ବସି ଆରାମ କରିବାକୁ ପସନ୍ଦ କରନ୍ତି। ତେବେ ଏହା ସମ୍ଭବ ହୋଇପାରିଛି ଅନେକ ଲୋକଙ୍କ କଠିନ ସଂଘର୍ଷ ଫଳରେ। ତେବେ ରବିବାର ଦିନକୁ ସାପ୍ତାହିକ ଛୁଟି କରିବାର ସମସ୍ତ ଶ୍ରେୟ ମେଘାଜୀ…

କରୋନା କାଳର ପ୍ରସିଦ୍ଧ ଶବ୍ଦ । ଜାଣନ୍ତୁ କଣ ଏହି ଶବ୍ଦଗୁଡିକ ।

ନୂଆଦିଲ୍ଲୀ: କରୋନା ମହାମାରୀ କାଳରେ ଅନେକ ନୂତନ ଶବ୍ଦ ଉତ୍ପନ୍ନ ହୋଇଛି । ଯେପରିକି ସାମାଜିକ ଦୂରତା, କଣ୍ଟାକ୍ଟ ଟ୍ରେସିଙ୍ଗ୍ ଭଳି ବିଭିନ୍ନ ଶବ୍ଦ ଏହି ତାଲିକାରେ ଅନ୍ତର୍ଭୁକ୍ତ । ଏଇ ଯେମିତି କୋଭିଡ୍‌-୧୯ ନିର୍ଦ୍ଦେଶାବଳୀକୁ ଅନୁସରଣ କରୁ ନ ଥିବା ଲୋକଙ୍କୁ ‘କୋଭିଡିୟଟ୍‌’ କୁହାଯାଉଛି ।…

ନାଳରୁ ବାହାରିଲା ବିରାଟକାୟ ମୂଷା; ଦେଖନ୍ତୁ ଭାଇରାଲ ଭିଡ଼ିଓ

ମେକ୍ସିକୋ : ମେକ୍ସିକୋ ନାଳରୁ ମିଳିଲା ଏକ ବିରାଟକାୟ ମୂଷା । ଯାହାର ଆକାର ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ । ମେକ୍ସିକୋ ସିଟି ରାସ୍ତାରେ ଏକ ବିରାଟ 'ମୂଷା' ଦେଖିବାକୁ ମିଳିଥିଲା। ​​ ମେକ୍ସିକୋ ସହରରରେ ଥିବା ଭୂତଳ ଜଳ ନିଷ୍କାସନ ବ୍ୟବସ୍ଥାକୁ ସଫା କରୁଥିବା ଶ୍ରମିକମାନେ ସେଠାରେ ଏକ…

ଅଜଗର ସାଜିଲା ଫେସମାସ୍କ!!

ମାଞ୍ଚେଷ୍ଟର: ବସରେ ଦେଖିବାକୁ ମିଳିଲା ଅଜବ ଦୃଶ୍ୟ । ମୁହଁରେ ମାସ୍କ ସାଜିଛି ଅଜଗର । ମାଞ୍ଚେଷ୍ଟରର ଜଣେ ବସ ଯାତ୍ରୀ ନିଜ ମୁହଁରେ ସାଧାରଣ ମାସ୍କ ବଦଳରେ ଜୀଅନ୍ତା ଅଜଗର ଝୁଲେଇବାର ଚିତ୍ର ଦେଖିବାକୁ ମିଳିଛି । ମଞ୍ଚେଷ୍ଟରର ଜଣେ ୪୬ ବର୍ଷିୟ ଯାତ୍ରୀ ଏକ ବସ୍‌ରେ ପାଇଥନ୍‌ଙ୍କ ବେକ ଓ…

ମଶାମରା ରାକେଟ୍ ପାଇଁ ଜଳିଗଲା ଘର !

ଭୁବନେଶ୍ୱର: ଘରେ ବସି ଖାଉଥିଲେ ରାତ୍ରୀଭୋଜନ । ପାଖରେ ଉଡିଲା ମାଛି । ମାଛି ଘଉଡେଇବା ପାଇଁ ହାତରେ ଧରିଥିଲେ ମଶା ରାକେଟ୍ । ହେଲେ ମାଛି ତ ମଲାନି ବରଂ ବିସ୍ଫୋରଣରେ ଉଡିଗଲା ଘର ଛପର । ଏପରି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । ଫ୍ରାନ୍ସର ଜଣେ ୮୦ବର୍ଷୀୟ ବୃଦ୍ଧ ଅଜାଣତରେ ନିଜ ଘର…