Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହବିଷ୍ୟାଳି ଶିବିର ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ

ପୁରୀ: ଅକ୍ଟୋବର ୭ରୁ ଆରମ୍ଭ ହେବ ହବିଷ ବ୍ରତ । ମାସେ ଧରି ବ୍ରତ ପାଳନ କରିବେ ହବିଷ୍ୟାଳୀ । ଚଳିତ ବର୍ଷ ପାଇଁ ଆଜିଠୁ ଆରମ୍ଭ ହେଲା ପୁରୀ ହବିଷ୍ୟାଳି ଶିବିର ପାଇଁ ଅନଲାଇନ ପଞ୍ଜୀକରଣ । ଏଥିପାଇଁ ଶ୍ରଦ୍ଧାଳୁଙ୍କୁ edistrict.odisha.gov.in ଲିଙ୍କରେ ପଞ୍ଜିକରଣ କରିବାକୁ ପଡିବ । ସ୍ଲଟ୍…

Iron Beam: ଇସ୍ରାଏଲର ଲେଜର ଅସ୍ତ୍ର ପ୍ରସ୍ତୁତ,୪ ସେକେଣ୍ଡରେ ରକେଟକୁ କରୁଛି ଧ୍ୱଂସ…

ନୂଆଦିଲ୍ଲୀ: ଇସ୍ରାଏଲ ନିଜର ଉଚ୍ଚ-ଶକ୍ତି ଲେଜର ପ୍ରତିରକ୍ଷା ପ୍ରଣାଳୀ ଆଇରନ ବିମର ସଫଳ ପରୀକ୍ଷଣ ଶେଷ କରିଛି । ଏଥିସହ ଏହି ବର୍ଷ ଶେଷ ସୁଦ୍ଧା ଏହାକୁ ନିୟୋଜିତ କରାଯିବ ବୋଲି ଘୋଷଣା କରିଛି। ଏହା ବିଶ୍ୱର ପ୍ରଥମ ଉଚ୍ଚ-ଶକ୍ତିଯୁକ୍ତ ଲେଜର ଇଣ୍ଟରସେପ୍ସନ୍ ପ୍ଲାଟଫର୍ମ ହେବ ଯାହାକୁ ପ୍ରକୃତ…

ଆସନ୍ତା ୨୨ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୨୨ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ବଳବତ୍ତର ଥ‌ିବା ହେତୁ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ…

‘ନୂଆ ଓ’ ରେ ପାଣି ଭଳି ଉଡିଛି ଟଙ୍କା, ମନ୍ତ୍ରୀ ଦେଲେ ତଦନ୍ତ ଇସାରା

ଭୁବନେଶ୍ବର: ‘ନୂଆ ଓ’ କାର୍ଯ୍ୟକ୍ରମରେ ପାଣି ଭଳି ଟଙ୍କା ଉଡ଼ାଇଥିଲା ପୂର୍ବ ବିଜେଡି ସରକାର । ମୋଟ ୨୬୧ କୋଟି କୋଟି ୬୩ ଲକ୍ଷ ୨୨ ହଜାର ୧୩୦ ଟଙ୍କା ଖର୍ଚ୍ଚ କରିଥିବାବେଳେ, କେବଳ ଟି-ସାର୍ଟ ବାଣ୍ଟି ୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା ପୂର୍ବ ବିଜେଡି ସରକାର । ସେହିପରି, କ୍ରୀଡ଼ା,…

ଦିଲ୍ଲୀରୁ ମୁମ୍ବାଇ iPHONE 17 ପାଇଁ କ୍ରେଜ: କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ବାଡିଆ ପିଟା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସାରା ବିଶ୍ୱରେ iPhonesର କେତେ କ୍ରେଜ୍ ତାହା ସମସ୍ତଙ୍କୁ ଜଣା। ଆଉ ଏବେ ଆପଲ୍ ବହୁ ପ୍ରତୀକ୍ଷିତ ଆଇଫୋନ୍-୧୭ ଲଞ୍ଚ କରିଛି। ଯାହାକୁ ନେଇ ଭାରତରେ ମଧ୍ୟ କ୍ରେଜ୍ ଦେଖିବାକୁ ମିଳିଛି। ଆଇଫୋନ୍ ୧୭ ସିରିଜ୍ ପାଇଁ ପାଗଳ ହେଉଛନ୍ତି ଲୋକେ । ଦିଲ୍ଲୀରୁ ମୁମ୍ବାଇ ଯାଏ ଆଇଫୋନ୍ ୧୭…

Russian Minister’s Warning To Trump: “ଭାରତ-ଚୀନ୍ ନିଷ୍ପତ୍ତି ବଦଳିବ ନାହିଁ,” ଟ୍ରମ୍ପଙ୍କ…

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଭାରତ, ଚୀନ୍ ଏବଂ ସମସ୍ତ ୟୁରୋପୀୟ ଦେଶମାନେ ରୁଷଠାରୁ ତେଲ କିଣିବା ଉପରେ ଲଗାତାର ଆପତ୍ତି ଉଠାଇଛି। ଟ୍ରମ୍ପ G7 ଦେଶ ଏବଂ ୟୁରୋପକୁ ରୁଷ ଏବଂ ଏହାର ସହଯୋଗୀ ଦେଶମାନଙ୍କ ଉପରେ କଠୋର କଟକଣା ଲାଗୁ କରିବାକୁ ମଧ୍ୟ ଆହ୍ୱାନ କରିଛନ୍ତି। ଏବେ, ପ୍ରଥମ ଥର…

Yasin Malik’s Explosive Claim: “ହାଫିଜ୍ ସଇଦକୁ ଭେଟିବା ପରେ ଅଭିନନ୍ଦନ ଜଣାଇଥିଲେ ପୂର୍ବ…

ନୂଆଦିଲ୍ଲୀ: କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲିକ ତାଙ୍କ ସଦ୍ୟତମ ସତ୍ୟପାଠରେ ଅନେକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ମଲିକ ଦାବି କରିଛନ୍ତି ଯେ ପାକିସ୍ତାନରେ ଲସ୍କର-ଏ-ତୈବା ମୁଖ୍ୟ ତଥା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦ ସହ ତାଙ୍କର ସାକ୍ଷାତ ଭାରତୀୟ…

ଶ୍ରୀମୟୀଙ୍କ କଥା କହି ଦେବାଶିଷଙ୍କୁ ତାଚ୍ଛଲ୍ୟ କଲେ ପ୍ରମିଳା

ଭୁବନେଶ୍ୱର: ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଶ୍ରୀମୟୀଙ୍କୁ ଦଳ ଅଣଦେଖା କରିଛି, ଆଉ ଦଳ ବିରୋଧରେ ମୁହଁ ଖୋଲିଲେ ଆକ୍ସନ ନେବା ଠିକ ନୁହେଁ ବୋଲି ସେ କହିଛନ୍ତି । କେବଳ ଶ୍ରୀମୟୀ ନୁହଁନ୍ତି ପ୍ରଫୁଲ୍ଲ ମଲ୍ଲିକ, ଭାସ୍କର…

ଶିକ୍ଷକ-ଶିକ୍ଷୟତ୍ରୀ ବଦଳି ଏବଂ ନିଯୁକ୍ତି ଗଣଶିକ୍ଷା ବିଭାଗ ପକ୍ଷର ବଡ ନିଷ୍ପତ୍ତି…

ଭୁବନେଶ୍ୱର: ନିଜ ଜିଲ୍ଲାରେ ଆଉ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି । ଓଡ଼ିଶା ସରକାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି ପ୍ରସ୍ତୁତ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ନିୟମ ଅନୁସାରେ, ବାର୍ଷିକ ବଦଳି ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୫ ମଧ୍ୟରେ ହେବ । ନିଜ…

Man Survives on Motor Oil: ନା ରୁଟି, ନା ଭାତ…ଗତ ୩୦ ବର୍ଷ ହେଲାଣି କେବଳ ‘ଇଞ୍ଜିନ ଅଏଲ’ ପିଇ…

ବେଙ୍ଗାଲୁରୁ: ଯେଉଁଠାରେ ଖାଦ୍ୟ କିମ୍ବା ପାଣି ବିନା ଗୋଟିଏ ଦିନ ମଧ୍ୟ ବଞ୍ଚିବା ଅସମ୍ଭବ, ସେଠାରେ କର୍ଣ୍ଣାଟକର ଏହି ବ୍ୟକ୍ତି ଗତ ୩୦ ବର୍ଷ ଧରି ଗୋଟିଏ ବି ଖାଦ୍ୟ ଛୁଇଁ ନାହାଁନ୍ତି ଏବଂ ଅନ୍ୟ ସାଧାରଣ ବ୍ୟକ୍ତିଙ୍କ ପରି ସୁସ୍ଥ ଜୀବନଯାପନ କରୁଛନ୍ତି। ଏବେ ଆପଣ ଭାବୁଥିବେ ଯେ ଯଦି ସେ ଖାଦ୍ୟ…