Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

AI-generated Minister: ବିଶ୍ୱର ପ୍ରଥମ ଏଆଇ ମନ୍ତ୍ରୀ, ସଂସଦରେ ନିଜ ଶକ୍ତିଶାଳୀ ଭାଷଣରେ କଲେ ସ୍ତବ୍ଧ…ତଥାପି…

ନୂଆଦିଲ୍ଲୀ: ଆଜିକାଲି ବିଶ୍ୱସ୍ତରରେ ଏଆଇ ପ୍ରଯୁକ୍ତିବିଦ୍ୟା ଲୋକପ୍ରିୟ ହେଉଛି। ଏଆଇ ସଫ୍ଟୱେର୍ ଏବଂ ଏଆଇ ଉପକରଣ ସହିତ, ଏଆଇ ନ୍ୟୁଜ୍ ଆଙ୍କର ମଧ୍ୟ ଅନେକ ସ୍ଥାନରେ ବ୍ୟବହୃତ ହେଉଛି। ହେଲେ ଏବେ ରାଜନୀତିରେ ବି ଏଆଇର କରାମତି ସମସ୍ତଙ୍କୁ ସ୍ତବ୍ଧ କରିଛି । ଏବେ ଏଆଇ ସଂସଦରେ ମଧ୍ୟ ଏଣ୍ଟ୍ରି…

Constable Murder Case:ରେଡ୍ ଫ୍ଲାଗ୍ ହେଲା ଲେଡି କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲା

ଭୁବନେଶ୍ବର: ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ପାଇଁ ବଢ଼ିଲା ଅଡ଼ୁଆ। ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ଘଟଣା ଓ ଶୁଭମିତ୍ରା ମର୍ଡର କେସ ଏବେ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ। କମିସନରେଟ…

US Blocks Pak, China Bid: ଜାତିସଂଘରେ ପାକିସ୍ତାନକୁ ଝଟକା, ବନ୍ଧୁ ଆମେରିକା ଛାଡିଲା ହାତ…

ନୂଆଦିଲ୍ଲୀ: ଜାତିସଂଘରେ ହାରିଲା ପାକିସ୍ତାନ । ପାକିସ୍ତାନ ଏବଂ ଚୀନ୍ ଜାତିସଂଘ ସୁରକ୍ଷା ପରିଷଦରେ ବଲୁଚିସ୍ତାନ ଲିବରେସନ ଆର୍ମି ଏବଂ ଏହାର ମାଜିଦ୍ ବ୍ରିଗେଡକୁ ନିଷେଧ କରିବାକୁ ଚେଷ୍ଟା କରିଥିଲେ। ହେଲେ ପ୍ରମାଣ ଅଭାବ ଦର୍ଶାଇ ଆମେରିକା, ୟୁକେ ଏବଂ ଫ୍ରାନ୍ସ ପ୍ରସ୍ତାବକୁ ଅବରୋଧ କରିଥିଲେ।…

Gold Price Today: ଆସୁଛି ପାର୍ବଣ; ଏପଟେ ବଢିଲା ସୁନା-ରୂପା ଦର

ଭୁବନେଶ୍ବର: ଚିନ୍ତା ବଢେଇଛି ସୁନା ଏବଂ ରୂପା ଦର । ଆଜି ପୁଣି ଭାରତୀୟ ବଜାରରେ ସୁନା ଏବଂ ରୂପା ଦର ବଢିଲା । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୧୧,୩୩୦ ଟଙ୍କା ରହିଛି । ଏହା ଗତକାଲି ୧୦ ଗ୍ରାମ ପିଛା ୧, ୧୧,୧୭୦ ଟଙ୍କା ଥିଲା । ସେହିପରି ୨୨…

Trump ‘Very Close’ To Modi: ବଦଳୁଛି ଟ୍ରମ୍ପଙ୍କ ସ୍ବର, ବିଟ୍ରେନ ମାଟିରେ  ବି ଦୋହରାଇଲେ…

ନୂଆଦିଲ୍ଲୀ: ଭାରତର ଆବଶ୍ୟକତା ବୁଝାପଡିବା ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ପରିବର୍ତ୍ତନ ହୋଇଛି । ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସାରେ ମୁଖର ରହୁଥିବା ଦେଖିବାକୁ ମିଳୁଛି । ଟ୍ରମ୍ପ ବର୍ତ୍ତମାନ ବ୍ରିଟେନ ଗସ୍ତରେ ଅଛନ୍ତି। ଗସ୍ତ ସମୟରେ…

Operation Sindoor : କାହିଁକି ରାତି ଗୋଟାଏରେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା ଭାରତ?, କହିଲେ ସିଡିଏସ୍ ଅନିଲ…

ନୂଆଦିଲ୍ଲୀ: ସିଡିଏସ୍ ଜେନେରାଲ ଅନିଲ ଚୌହାନ ଗୁରୁବାର ଅପରେସନ ସିନ୍ଦୂର ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ଅଭିଯାନ ସଶସ୍ତ୍ର ବାହିନୀର ତିନୋଟି ଶାଖାର ଅନନ୍ୟ କ୍ଷମତା, ଜ୍ଞାନ ଏବଂ ସମନ୍ୱୟର ଫଳାଫଳ। ଝାଡ଼ଖଣ୍ଡ ରାଜଭବନରେ ସ୍କୁଲ ପିଲାମାନଙ୍କ…

Wether Update: ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା, ୨୬ରୁ ବଦଳିବ ପାଗ

ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଥିବା ହେତୁ ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ୨୯ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ୨୭ ଓ ୨୮ରେ ସବୁଠାରୁ ବେଶି ବର୍ଷା ଆଶଙ୍କା…

Telangana Techie Shot Dead In US: ଆମେରିକାରେ ଭାରତୀୟଙ୍କୁ ହତ୍ୟା: ଗୁଳି କଲା କାଲିଫର୍ଣ୍ଣିଆ ପୋଲିସ…

ନୂଆଦିଲ୍ଲୀ: ତେଲେଙ୍ଗାନାର ମହବୁବନଗର ଜିଲ୍ଲାର ୨୯ ବର୍ଷୀୟ ଯୁବକ ମହମ୍ମଦ ନିଜାମୁଦ୍ଦିନଙ୍କୁ ଆମେରିକାରେ ପୋଲିସ ଗୁଳି କରି ହତ୍ୟା କରିଛି। ଏହି ଘଟଣା ଚଳିତ ମାସ ଆରମ୍ଭ ସେପ୍ଟେମ୍ବର ୩ ରେ ଘଟିଥିଲା। ନିଜାମୁଦ୍ଦିନ ଏବଂ ତାଙ୍କ ରୁମମେଟଙ୍କ ମଧ୍ୟରେ ହୋଇଥିବା କଥିତ ଝଗଡ଼ା ସମୟରେ ଘଟିଥିଲା…

Odisha Assembly Adjourned: ମାତ୍ର ୪ ମିନିଟ ଚାଲିଲା ଗୃହ, ଦ୍ବିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମାରେ ୪ଟା…

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ କଡା ଆଭିମୁଖ୍ୟ । ଚଲାଇ ଦେଲେନି ଗୃହ । ଆରମ୍ଭ ହେବାର ମାତ୍ର ୪ ମିନଟ୍ ପରେ ମୁଲତବୀ । ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି ସୁରମା ପାଢୀ । ୧୭ତମ ରାଜ୍ୟ ବିଧାନସଭାର ଚତୁର୍ଥ ଅଧିବେଶନର…

Indian Railways: ପାର୍ବଣ ଋତୁ ପାଇଁ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍‌, ଜାଣନ୍ତୁ କେଉଁ ସବୁ ରୁଟ୍‌ରେ ମିଳିବ ସେବା?

ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ। ଏନେଇ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୁଗମ ଯାତ୍ରା ପାଇଁ ଆରମ୍ଭ କରିଛି କିଛି ପାର୍ବଣ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍‌। ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ପରିଚାଳନା କରିବା ପାଇଁ, ଭାରତୀୟ…