Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Ama bus: ଆମ ବସ୍‌ କଣ୍ଡକ୍ଟରଙ୍କ ଦାଦାଗିରି; ଯାତ୍ରୀଙ୍କୁ ମାରିଲେ ଥାପଡ଼, ଏପଟେ ଚାକିରିରୁ ବହିଷ୍କାର…

ଭୁବନେଶ୍ବର:ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଆକ୍ରମଣ କଲେ ଆମ ବସ୍ କଣ୍ଡକ୍ଟର । ଭୁବନେଶ୍ବରରେ ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଥାପଡ଼ ମାରିଲେ ‘ଆମ ବସ୍‌’ କଣ୍ଡକ୍ଟର, ଏହିପରି ଅଭିଯୋଗ ହୋଇଛି । OD33AH0166 ଗାଡ଼ିର କଣ୍ଡକ୍ଟର ଏହି ଘଟଣା ଘଟାଇଥିବା ସୂଚନା ରହିଛି । କଣ୍ଡକ୍ଟର ୟୁନିଫର୍ମରେ ଥାଇ…

ମଲ୍‌ରେ ଆଦାୟ ହେଉଥିବା ପାର୍କିଂ ଫି’କୁ ନେଇ BMCର ଆଭିମୁଖ୍ୟ ଅସ୍ପଷ୍ଟ

ଭୁବନେଶ୍ୱର: ମଲ୍‌ରେ ଆଦାୟ ହେଉଥିବା ପାର୍କିଂ ଫି’କୁ ନେଇ BMCର ଆଭିମୁଖ୍ୟ ଅସ୍ପଷ୍ଟ। ଏହା ନିୟମ ନା ନିୟମ ନୁହେଁ କହି ହେବ ନାହିଁ କହିଲେ BMC କମିଶନର। ଏଯାଏଁ କୌଣସି ନିଷ୍ପତ୍ତି ନେଇନୁ, ଆଗକୁ ଆଲୋଚନା ପରେ ନିଷ୍ପତି ନେବୁ। ପାର୍କିଂ ବାବଦକୁ ଟଙ୍କା ନିଆଯିବା ଘଟଣା ବିଷୟରେ ଅବଗତ ଅଛୁ।…

୧୭ ମାସରେ ବିଜ୍ଞାପନରେ ଖର୍ଚ୍ଚ ହୋଇଛି ୧୩୫.୮୫ କୋଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ୧୭ ମାସ ମଧ୍ୟରେ ଓଡ଼ିଶାବାସୀଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନାର ପ୍ରଚାର ଏବଂ ପ୍ରସାର ପାଇଁ ମୋଟ ୧୩୫.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି। ତେବେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି…

ମୃତଦେହ ଧରି ପୋଲିସ ମୁଖ୍ୟାଳୟରେ ଡ୍ୟୁଟି କରିଥିଲା ଦୀପକ

ଭୁବନେଶ୍ୱର: ଧିରେ ଧିରେ ପଦାକୁ ଆସୁଛି ଅଭିଯୁକ୍ତ ଦୀପକ ରାଉତଙ୍କ ସତ। ଶୁଭମିତ୍ରାଙ୍କ ହତ୍ୟା ଘଟଣାର ପୁରା ସତ ସେ ପୋଲିସ ଆଗରେ କହିଛି । ସେପ୍ଟେମ୍ବର ୬ ତାରିଖରେ ଭୁବନେଶ୍ୱରରେ ହତ୍ୟା କରିଥିଲା । ଆଉ ହତ୍ୟା ପରେ ମୃତଦେହକୁ କାର ଭିତରେ ରଖି ଡ୍ୟୁଟି କରିଥିଲା। ପ୍ରାୟ ୧ ଘଣ୍ଟାରୁ ଅଧିକ…

ରତ୍ନଭଣ୍ଡାର ସ୍ଥାନାନ୍ତର ପରେ ଗଣତିମଣତି, ଧାଡି ଦର୍ଶନର ହେବ ଟ୍ରାଏଲ୍ ରନ୍: ଆଇନମନ୍ତ୍ରୀ

ଭୁବନେଶ୍ବର: ରତ୍ନଭଣ୍ଡାର ସ୍ଥାନାନ୍ତର ପରେ ହେବ ଗଣତିପଣତି। ଗତକାଲି ରତ୍ନଭଣ୍ଡାର ସବ୍ କମିଟି ବୈଠକ ବସିଥିଲା। କମିଟି ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଛି ଯେ, ସେପ୍ଟେମ୍ବର ୨୩ରେ ରତ୍ନଭଣ୍ଡାରର ସିନ୍ଧୁକକୁ ରତ୍ନଭଣ୍ଡାର ଭିତରକୁ ସ୍ଥାନାନ୍ତର କରାଯିବ। ନ ହେଲେ ୨୪ ତାରିଖରେ ହେବ। ଥରେ…

ବିଏସଏବିଟିର ୧୧୨ଟି ଦୋକାନ ଗୃହକୁ ଆବଣ୍ଟନ ପାଇଁ ବିଡିଏର ଲଟେରି ବ୍ୟବସ୍ଥା…  

ଭୁବନେଶ୍ୱର: ଓଡ଼ିଶାର ସବୁଠାରୁ ବଡ଼ ପରିବହନ କେନ୍ଦ୍ର ଭାବେ ପରିଚିତ ବାବାସାହେବ ଭୀମ୍ ରାଓ ଆମ୍ବେଦକର ବସ୍ ଟର୍ମିନାଲ (ବିଏସଏବିଟି)ର ୧୧୨ ଦୋକାନ ଗୃହକୁ ଆବଣ୍ଟନ ପାଇଁ ଗୁରୁବାର ଏକ ଲଟେରି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ…

Fake Certificate Case: ଜାଲ ସାର୍ଟିଫିକେଟରୁ ଚାକିରି କରିବା ମାମଲା: ଆଉ ଜଣକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ, ଗିରଫ…

ବଲାଙ୍ଗୀର: ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ମାମଲା। ପୁଣି ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଜଣକ କଳାହାଣ୍ଡି ଜିଲ୍ଲା କୁଣ୍ଡାବନ୍ଧ ଗାଁର ମଳୟ ଭୋଇ। ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ନକଲି ଶିକ୍ଷାଗତ ସାର୍ଟିଫିକେଟ କିଣି ଗ୍ରାମୀଣ ଡାକ…

Four Mou Sign:’ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଆହୁରି ସଶକ୍ତ କରିବ ୪ଟି ବୁଝାମଣାପତ୍ର’

ଭୁବନେଶ୍ଵର: ଆଜି ୧ ଲକ୍ଷ ୬୩ ହଜାର ୭୫୭ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଆକାଉଣ୍ଟକୁ ବ୍ୟାଙ୍କ ଋଣ ଫେରସ୍ତ ବାବଦକୁ ୧୧୦ କୋଟି ୯୭ ଲକ୍ଷ ୫୮ ହଜାର ୮୬୦ ଟଙ୍କା ଆର୍ଥିକ ଅନୁଦାନ ପ୍ରେରଣ କରାଯିବ ସହ ମିଶନ ଶକ୍ତି ବିଭାଗ ସହ FICSI, TSSC, GJSCI and NCWର ୪ଟି ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି।…

PM Modi speaks with Sushila Karki :ସୁଶୀଳା କାର୍କିଙ୍କ ସହ କଥା ହେଲେ ମୋଦୀ; ଜାଣନ୍ତୁ ଫୋନରେ କଣ କହିଲେ…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ସେୟାର କରିଛନ୍ତି। ହିଂସାତ୍ମକ ପ୍ରତିବାଦ ସମୟରେ ପ୍ରାଣହାନି ପାଇଁ ସେ ଗଭୀର…

Silver Purity Measurement: ସୁନାକୁ କ୍ୟାରେଟରେ ମପାଯାଏ, ରୁପାର ଶୁଦ୍ଧତା କିପରି ମପାଯାଏ ଜାଣନ୍ତି କି?

ନୂଆଦିଲ୍ଲୀ: ଆଜିକା ଦିନରେ ସାରା ବିଶ୍ୱରେ ସୁନା ଦର ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଯେବେଠାରୁ ସୁନା ଦାମ ବଢିଲାଣି ଲୋକେ ରୁପା ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। ଆଜିକାଲି ସୁନା ଓ ରୁପା ପ୍ରତି ଲୋକଙ୍କ ଚାହିଦା ବଢିବାରେ ଲାଗିଛି। ଲୋକମାନେ ସବୁବେଳେ ସୁନା ଓ ରୁପା ପ୍ରତି…