Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାଣ ଫୁଟାଇବା ଉପରେ କେବଳ ଦିଲ୍ଲୀ କାହିଁକି ସମଗ୍ର ଦେଶରେ ପ୍ରତିବନ୍ଧକ ଲଗାଯିବା ଉଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ସମୟରେ ବାଣଫୁଟା କାରଣରୁ ହେଉଥିବା ବାୟୁ ପ୍ରଦ୍ୟୁଷଣକୁ ନେଇ ସିଜେଆଇ ଜଷ୍ଟିସ୍ ବି.ଆର. ଗଭାଇ ସାରା ଦେଶରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜଷ୍ଟିସ୍ ଗଭାଇ କହିଛନ୍ତି ଯେ,…

ମାନହାନି ମାମଲା ବାତିଲ ପାଇଁ ଆବେଦନ ପ୍ରତ୍ୟାହାର କଲେ କଙ୍ଗନା, ସୁପ୍ରିମକୋର୍ଟ ଦେଇଥିଲେ କଡ଼ା ମନ୍ତବ୍ୟ

ନୂଆଦିଲ୍ଲୀ: ମାନହାନି ମାମଲାକୁ ନେଇ ଅଭିନେତ୍ରୀ ତଥା ବିଜେପି ନେତ୍ରୀ କଙ୍ଗନା ରାଣାୱତଙ୍କ ସମସ୍ୟା ବଢ଼ିଛି । ଏହି ମାମଲାରେ ତାଙ୍କୁ ସୁପ୍ରିମକୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନାହିଁ । କଙ୍ଗନା ରାଣାୱତ ସୁପ୍ରିମକୋର୍ଟରେ ଦାୟର ମାନହାନି ମାମଲାକୁ ରଦ୍ଦ କରିବା ପାଇଁ ଆବେଦନ ପ୍ରତ୍ୟାହାର…

୨୦୨୫ ଶେଷରେ ଓଡ଼ିଶାରେ ବାତ୍ୟା ଆଶଙ୍କା!

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ । ଏହାର ପ୍ରଭାବରେ ରାଜ୍ୟରେ ଆହୁରି ୨ ଦିନ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ । ଆସନ୍ତାକାଲି ପାଇଁ…

Archana Nag: ଅର୍ଚ୍ଚନା ନାଗ୍‌ଙ୍କ ଘରେ ED; ବିଲ୍‌ଡିଂ ସହ ଆସବାବପତ୍ର ଆଟାଚ୍

ଭୁବନେଶ୍ବର:ଅର୍ଚ୍ଚନା ନାଗଙ୍କ ଘରେ ED ଚଢ଼ାଉ । ୨୦୨୨ ଅର୍ଥ କାରବାର ମାମଲାରେ ଇଡି ଛାନ୍‌ଭିନ୍‌ ଚଳାଇଛନ୍ତି। ବେଆଇନ ଅର୍ଥ କାରବାର ମାମଲାରେ ଚଢ଼ାଉ କରିଛି ED । ପୂର୍ବରୁ ଘର ଛାଡ଼ିବା ପାଇଁ ଇଡି ନିର୍ଦ୍ଦେଶ ଦେଇଥିଲା। ଅର୍ଚ୍ଚନା ନାଗ ଇଡି ନିର୍ଦ୍ଦେଶ ଅବମାନନା କରିଥିବା ସୂଚନା ରହିଛି ।…

ଭଙ୍ଗ ହେଲା ନେପାଳ ସଂସଦ; ସୁଶୀଳା କାର୍କି ହେବେ ଅନ୍ତରୀଣ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନେପାଳର ରାଜନୀତିରେ ବଡ଼ ମୋଡ଼। ଭଙ୍ଗ ହେଲା ନେପାଳ ସଂସଦ। ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ସଂସଦକୁ ଭାଙ୍ଗି ଦେଇଛନ୍ତି ଏବଂ ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ଘୋଷଣା କରିଛନ୍ତି। ଶୁକ୍ରବାର ରାତି ୯ଟା (ଭାରତୀୟ ସମୟ ୮.୪୫) ରେ…

ସେଓ ଚାଷୀଙ୍କୁ ରେଲୱେର ବଡ଼ ଭେଟି, କାଶ୍ମୀରରୁ ଦିଲ୍ଲୀ ଯାଏ ଗଡ଼ିବ ସେଓ ଏକ୍ସପ୍ରେସ୍

ନୂଆଦିଲ୍ଲୀ: ସେଓ ଚାଷୀଙ୍କୁ ରେଲୱେ ପକ୍ଷରୁ ବଡ଼ ଭେଟି। କାଶ୍ମୀର ଘଟୀର ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ଦେଇ, ଭାରତୀୟ ରେଳବାଇ 'ଜଏଣ୍ଟ ପାର୍ସଲ ପ୍ରଡକ୍ଟ-ରାପିଡ୍ କାର୍ଗୋ ସର୍ଭିସ୍' (JPP-RCS) ଆରମ୍ଭ କରିଛି। ଏହି ସେବା ଅଧୀନରେ, ଏବେ କାଶ୍ମୀରର ତାଜା ସେଓ ସିଧାସଳଖ ଦିଲ୍ଲୀର ବଜାରରେ ପହଞ୍ଚିବ,…

ସୁନା ଦରରେ ପୁଣି ବୃଦ୍ଧି; ରେକର୍ଡ ଭାଙ୍ଗିଲା ୨୪ କ୍ୟାରେଟ୍‌ ସୁନା

ଭୁବନେଶ୍ୱର: ଚିନ୍ତା ବଢାଇଲା ସୁନା ଦର । ଆଜି ପୁଣି ସୁନା ଦାମ୍‌ ରେ ବୃଦ୍ଧି ଘଟିଛି । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୧ ଲକ୍ଷ ୧୧ ହଜାର ୨୮୦ ଟଙ୍କା ରହିଛି । ଗତକାଲି ୧ ଲକ୍ଷ ୧୦, ହଜାର ୫୦୯ ଟଙ୍କା ଥିଲା । ଏଥିରେ ୭୭୧ ଟଙ୍କା ବୃଦ୍ଧି ହୋଇଥିବା ସୂଚନା ରହିଛି । ସେହିପରି,…

Vaishno devi yatra: ମାତା ବୈଷ୍ଣୋ ଦେବୀଙ୍କ ଭକ୍ତଙ୍କ ପାଇଁ ଆସିଛି ଖୁସି ଖବର;ପୁଣି ଏହି ଦିନରୁ ଆରମ୍ଭ ହେବ…

ନୂଆଦିଲ୍ଲୀ:ଶ୍ରୀ ମାତା ବୈଷ୍ଣୋଦେବୀ ଯାଉଥିବା ଭକ୍ତମାନଙ୍କ ପାଇଁ ଏକ ଖୁସି ଖବର। ଖରାପ ପାଗ ଏବଂ ଟ୍ରାକ୍ ର ଆବଶ୍ୟକ ମରାମତି କାର୍ଯ୍ୟ ଯୋଗୁଁ ଯାତ୍ରା କିଛି ଦିନ ପାଇଁ ବନ୍ଦ କରାଯାଇଥିଲା। ଏବେ ଏହା ସେପ୍ଟେମ୍ବର ୧୪ ରୁ ପୁଣି ଆରମ୍ଭ ହେବାକୁ ଯାଉଛି। ଯାତ୍ରା ପୁନଃଆରମ୍ଭ ଏବଂ ଦର୍ଶନ ପାଇଁ…

ସାର ନିଅଣ୍ଟ ପ୍ରସଙ୍ଗ: ଆସନ୍ତା ୧୭ରେ ରାଜଭବନ ଆଗରେ ବିଜେଡିର ବିଶାଳ ଗଣଧାରଣା

ଭୁବନେଶ୍ୱର: ସାର ଅଭାବକୁ ନେଇ ରାଜ୍ୟର କୃଷକ ସମାଜ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ସାର ମହଜୁଦ ରହିଛି ବୋଲି ରାଜ୍ୟ ସରକାର ବାରମ୍ବାର ଦାବିକୁ ସମାଲୋଚନା କରି ସମବାୟ ବିଭାଗର ତଥ୍ୟ…

No-Trust Motion: ରାୟଗଡ଼ା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ରାୟଗଡ଼ା: ରାୟଗଡ଼ା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ଅନାସ୍ଥା ପ୍ରସ୍ତାବ ଆଣିଲେ ୧୯ କାଉନସିଲର। ରାୟଗଡ଼ା ପୌରସଂସ୍ଥାର ଉପାଧ୍ୟକ୍ଷା ବିଜେଡି ନେତ୍ରୀ ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆଜି କାଉନସିଲରମାନେ ଅନାସ୍ଥା ପ୍ରସ୍ତାବ ଆଣିଥିବା ଜଣାପଡିଛି। ଏନେଇ ଆଜି ୧୯ ଜଣ କାଉନସିଲର…