Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବେଆଇନ ଭାବେ ରହୁଥିଲେ କାଲି ବିଦା ହେବେ’

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବେଆଇନ ଭାବେ ରହୁଥିଲେ କାଲି ବିଦା ହେବେ ବୋଲି ସୂଚନା ଦେଲେ ଏସିପି ଜୋନ୍‌-୫ ବିଶ୍ବରଞ୍ଜନ ସେନାପତି । ଯେଉଁମାନେ ବେଆଇନ ଭାବେ କ୍ବାର୍ଟର୍ସ ମାଡ଼ି ବସିଛନ୍ତି, କାଲି ବିଦା ହେବେ । ଆଜି ସରୁଛି ନୋଟିସ୍‌ର ଡେଡ୍‌ଲାଇନ, କାଲି ପୋଲିସ ଉଚ୍ଛେଦ…

କାଠମାଣ୍ଡୁରେ ଫସିଥିବା ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଭାରତ ସରକାର

ନୂଆଦିଲ୍ଲୀ: ଗତ ୩ ଦିନ ଧରି ନେପାଳରେ ଅଶାନ୍ତି ଏବଂ ହିଂସା ମଧ୍ୟରେ ଦେଶର ଅନେକ ସ୍ଥାନରେ କର୍ଫ୍ୟୁ ଘୋଷଣା କରାଯାଇଛି। ଏଥିସହିତ ତ୍ରିଭୁବନ ବିମାନବନ୍ଦରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। ଏପରି ପରିସ୍ଥିତିରେ କାଠମାଣ୍ଡୁ ବିମାନବନ୍ଦରରେ ଫସି ରହିଥିବା ଭାରତୀୟ…

୭୭୫ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଗଲା ସ୍ଵତନ୍ତ୍ର ଟ୍ରେନ

ଭୁବନେଶ୍ବର: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ଭୁବନେଶ୍ବର ରେଳ ଷ୍ଟେସନରୁ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ବାହାରିଲା ସ୍ଵତନ୍ତ୍ର ଟ୍ରେନ । ପ୍ଲାଟ୍‌ଫର୍ମ ନଂ-୧ ଠାରେ ସ୍ୱତନ୍ତ୍ର ଟ୍ରେନ୍‌କୁ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ…

ପତ୍ନୀଙ୍କୁ ସନ୍ଦେହରୁ ବର୍ବରତା: ବନ୍ଧା ହେଲେ ସ୍ବାମୀ

ନିମାପଡା: ପୁରୀ ଜିଲ୍ଲା ନିମାପଡା ବ୍ଲକ ଅମଳାପଡାର ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକଙ୍କୁ ମାଡ଼ ଘଟଣା । ଶିକ୍ଷୟିତ୍ରୀଙ୍କ ସ୍ବାମୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କଲା ପୋଲିସ । ଶିକ୍ଷୟିତ୍ରୀ ପତ୍ନୀ ଓ ନିର୍ଯାତିତ ଶିକ୍ଷକଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଥିବା ସୂଚନ ରହିଛି । ଶିକ୍ଷୟିତ୍ରୀ…

ଭାରତର ୧୦୦୦ ଟଙ୍କା, ନେପାଳରେ କେତେ? ମୂଲ୍ୟ ଜାଣି ହୋଇଯିବେ ତାଜୁବ

ନୂଆଦିଲ୍ଲୀ: ନେପାଳରେ ଭାରତୀୟ ଟଙ୍କାର ମୂଲ୍ୟ କେତେ? ଜାଣିଲେ ସହଜରେ ବିଶ୍ୱାସ କରିବେନି। ମୂଲ୍ୟ ଜାଣି ଆପଣ ବି ହୋଇଯିବେ ତାଜୁବ। କାରଣ ଭାରତର ହଜାର ଟଙ୍କାରେ ନେପାଳରେ ଆପଣ ଅନେକ କିଛି କିଣିପାରିବେ। ନେପାଳ ଭାରତର ଏକ ପଡ଼ୋଶୀ ଦେଶ ଏବଂ ଉଭୟଙ୍କ ମଧ୍ୟରେ ଯାତାୟତ ପାଇଁ ଏକ ଖୋଲା ସୀମା…

New BJD Party: ଗଢା ହେବ କି ବିଜେଡି ୨.୦?, ସଙ୍କେତ ଦେଲେ ବରିଷ୍ଠ ନେତା ଅମର ଶତପଥୀ…..

ଭୁବନେଶ୍ବର: ଭାଙ୍ଗୁଛି ବିଜେଡି ବଳ । ମୁହଁ ଫେରାଉଛନ୍ତି ବରିଷ୍ଠ ଏବଂ ଅଭିଜ୍ଞ । ସରକାରରୁ ହଟିବା ପରେ ଏବେ ବିଜେଡି କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡିଥିବା ବେଳେ ନୂଆ ବିଜେଡିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଦଳର କିଛି ପୁରୋଧା ନେତା ଏବଂ ପୂର୍ବତନ ବିଜେଡି ନେତା ମିଶି…

Odisha Housing Schemes: ଏଣିକି ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ ଏଆଇ, ପୁଞ୍ଜିପତି ଘର ନେଇଥିଲେ ହେବ…

ଭୁବନେଶ୍ୱର: ଏଣିକି ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ ଏଆଇ। ଧରାପଡିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ। ଆବାସ କିମ୍ବା ଅନ୍ତୋଦ୍ୟାୟ ଯୋଜନାରେ ଘର ନେଇଥିଲେ ଆକ୍ସନ ହେବ। ବ୍ୟବସ୍ଥାକୁ ସରଳିକରଣ କରି ଏଆଇ ଉପଯୋଗ କରି ବ୍ୟବସ୍ଥିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁଞ୍ଜିପତି ଘର ନେଇଥିଲେ…

ଡାକ୍ତରଙ୍କ ସଫଳ ଅସ୍ତ୍ରୋପଚାର; ଖାଦ୍ୟନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି

ବ୍ରହ୍ମପୁର: ୮୦ ବର୍ଷୀୟ ବୃଦ୍ଧଙ୍କ ଖାଦ୍ୟନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି । ବୃଦ୍ଧ ଜଣକ ଅସାବଧାନତା ଯୋଗୁଁ ଦାନ୍ତକାଠି ଗିଳି ଦେଇଥିଲେ । ସଫଳ ଅସ୍ତ୍ରୋପଚାର କରି ଦାନ୍ତକାଠିକୁ ବାହାର କରିଛନ୍ତି ଡାକ୍ତର । ଦୀର୍ଘ ୧ ଘଣ୍ଟା ଧରି ପରିଶ୍ରମ କରିବା ପରେ ଖାଦ୍ୟନଳୀରୁ ଦାନ୍ତକାଠିକୁ…

French Government: ବର୍ଷକରେ ବଦଳିଲେଣି ୪ ସରକାର

ନୂଆଦିଲ୍ଲୀ:  ଭାରତର ସବୁଠାରୁ ଶକ୍ତିଶାଳୀ ପ୍ରତିରକ୍ଷା ସହଯୋଗୀ, ଏକ ୟୁରୋପୀୟ ଦେଶ, ୧ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ପରିବର୍ତ୍ତନ କରିଛି । ଏମିତିକି ଏବେ ରାଷ୍ଟ୍ରପତିଙ୍କ ଚୌକି ମଧ୍ୟ ଦ୍ବନ୍ଦ୍ବରେ । ଭାରତର ସବୁଠାରୁ ଶକ୍ତିଶାଳୀ ପ୍ରତିରକ୍ଷା ସହଯୋଗୀମାନଙ୍କ ମଧ୍ୟରୁ…

ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ, ମାଡି ବସିଲା ପୋଲିସ

କଟକ: ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳ। ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ । ମାଡି ବସିଲା ପୋଲିସ । ଗତକାଲି ବିଳମ୍ବିତ ରାତିରେ କଟକ ଗୁରୁଡ଼ିଝାଟିଆ ଥାନା କୁ୍ସ୍ପଙ୍ଗୀ ନିକଟ ଏକ ହୋଟେଲ ପଛ ପଟେ କ୍ଷୀର ଅପମିଶ୍ରିତ ଚାଲିଥିବା ବେଳେ ମାଡ଼ି ବସିଥିଲା ପୋଲିସ। ଦୀର୍ଘ ଦିନ ଧରି…