Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଉରକେଲା ଆରପିଏଫ୍‌ ଦ୍ବାରା ପିଏଲଏଫଆଇ’ର ୨ ସଦସ୍ୟ ଗିରଫ

ସୁନ୍ଦରଗଡ଼: ରାଉରକେଲା ରେଳ ଷ୍ଟେସନରୁ ପିପୁଲ୍ସ ଲିବେରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲଏଫଆଇ) ର ଦୁଇଜଣ ସଦସ୍ୟଙ୍କୁ ଗିରଫ କରିଛି ଆରପିଏଫ୍‌ । ଆଜି ପ୍ରାୟ ସକାଳ ୯ଟା ବେଳେ ଆରପିଏଫ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା । ଗିରଫ ପିଏଲଏଫଆଇ ସଦସ୍ୟମାନେ ଝାଡ଼ଖଣ୍ଡ ଲାତେହାର ଅଞ୍ଚଳର ବାସିନ୍ଦା…

ସାହିତ୍ୟରେ ନୋବେଲ୍; ହଙ୍ଗେରୀ ଲେଖକଙ୍କୁ ପୁରସ୍କାର

ନୂଆଦିଲ୍ଲୀ: ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ତରଫରୁ ଗୁରୁବାର ଦିନ ସାହିତ୍ୟରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି। ହଙ୍ଗେରୀୟ ଲେଖକ ଲାସ୍ଜଲୋ କ୍ରାସ୍ନାହୋରକାଇଙ୍କୁ ୨୦୨୫ ମସିହା ପାଇଁ ସାହିତ୍ୟରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ମନମୁଗ୍ଧକର ଏବଂ…

ପୋଲିସ SI ଚାକିରି ଦୁର୍ନିତି ମାମଲା, ଘରୋଇ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ

ଭୁବନେଶ୍ୱର: ପୋଲିସ ଏସ ଆଇ ଚାକିରି ଦୁର୍ନିତି କେଳେଙ୍କାରୀ। ଘରୋଇ କୋଚିଂ ସେଣ୍ଟର 'ବଣିକ'ରେ କ୍ରାଇମବ୍ରାଞ୍ଚ ରେଡ। ଓଡ଼ିଶା ପaଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍‌ବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡ଼ିଶା ପaଲିସ ସନ୍‌ଇନ୍‌ସ୍ପେକ୍ଟର (ଏସ୍‌ଆଇ) ନିଯୁକ୍ତି କେଳେଙ୍କାରୀ ମାମଲାରେ…

ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଶେଷ, ସ୍ଥଗିତ ରହିଲା ଫଳାଫଳ ଘୋଷଣା

ରାୟଗଡ଼ା: ଶେଷ ହୋଇଛି ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟିଂ। ସ୍ଥଗିତ ରହିଲା ଫଳାଫଳ ଘୋଷଣା। ଉପାଧ୍ୟକ୍ଷ ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ଭୋଟିଂ ଶେଷ ହୋଇଛି। ଉଚ୍ଚ ନ୍ୟାୟଳୟର ନିର୍ଦ୍ଦେଶ କ୍ରମେ ସ୍ଥଗିତ ରହିଲା ଫଳାଫଳ ଘୋଷଣା।…

Digital Monitoring Of Public Toilets: ସାର୍ବଜନୀନ ଶୌଚାଳୟର ହେବ ଡିଜିଟାଲ ତଦାରଖ

ଭୁବନେଶ୍ୱର: ଏଣିକି ସାର୍ବଜନୀନ ଶୌଚାଳୟର ଡିଜିଟାଲ ତଦାରଖ ଆରମ୍ଭ କରିବେ ସରକାର। ପ୍ରଯୁକ୍ତିବିଦ୍ୟା ଉନ୍ନତିକରଣ ଅନ୍ତର୍ଗତ, ଗୃହ ଏବଂ ନଗର ଉନ୍ନୟନ ବିଭାଗ ସ୍ୱଚ୍ଛ ଭାରତ ମିଶନ ଅର୍ବାନ୍ ୨.୦(ଏସବିଏମ-ୟୁ ୨.୦) ଅଧୀନରେ ୧୧୦ଟି ଅର୍ବାନ ଳୋକାଲ ବଡି(ୟୁଏଲବି)ରେ ସାର୍ବଜନୀନ ଏବଂ ସାମୁଦାୟିକ…

Bali Yatra 2025: ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା, ହାଇକୋର୍ଟ ଦେଲେ ଅନୁମତି

କଟକ: ଆସନ୍ତା ନଭେମ୍ବର ୫ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା। ଏଣିକି ଉପର ପଡିଆରେ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା। ତଳ ପଡ଼ିଆ ସହ ଉପରପଡ଼ିଆରେ ମଧ୍ୟ ବାଲିଯାତ୍ରା ହେବ। ଉଭୟ ପଡ଼ିଆରେ ଗାଇଡ଼ଲାଇନ ଭିତ୍ତିରେ ହେବ ବାଲିଯାତ୍ରା। ଓଡିଶା ହାଇକୋର୍ଟ…

ମମତା ବାନାର୍ଜୀଙ୍କ କଟକ ସମ୍ପର୍କିତ ମନ୍ତବ୍ୟକୁ ବିଜେପିର କାଉଣ୍ଟର

ଭୁବନେଶ୍ୱର: କଟକରେ ଦୁର୍ଗା ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଟକରେ ବିଜେପି ସାମ୍ପ୍ରଦାୟିକ ହିଂସା କରାଇଥିବା ଦିଦି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ମନ୍ତବ୍ୟକୁ ନେଇ ବିଜେପି କାଉଣ୍ଟର…

କଫ ସିରପ୍‌ର ପରୀକ୍ଷଣ ସୁନିଶ୍ଚିତ କରିବାକୁ CDSCOର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଶିଶୁ ମୃତ୍ୟୁ ମାମଲାକୁ ନେଇ ଚିନ୍ତା ବଢ଼ିଛି । ଏହାର ମୁଖ୍ୟ କାରଣ ହେଉଛି କଫ ସିରପ । କଫ ସିରପ୍‌ ଜନିତ ଶିଶୁ ମୃତ୍ୟୁ ପରେ କେନ୍ଦ୍ରର ସତର୍କତା ନିର୍ଦ୍ଦେଶ। କଫ ସିରପ୍‌ ଜନିତ ଶିଶୁ ମୃତ୍ୟୁ ପରେ ସିରପ୍‌ର ପରୀକ୍ଷଣ ସୁନିଶ୍ଚିତ କରିବାକୁ କେନ୍ଦ୍ରୀୟ…

କଂଗ୍ରେସରେ ସାମିଲ ହେଲେ ବିଜେଡି ନେତା ମହେଶ ନିଆଲ

ଭୁବନେଶ୍ୱର: ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୀତି ସରଗରମ ହୋଇପଡ଼ିଥିଲା ବେଳେ ଓଡ଼ିଶାରେ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଯେଉଁଠାରେ ନଭେମ୍ବର ୧୧ ତାରିଖରେ ଉପ-ନିର୍ବାଚନ ହେବାକୁ ଯାଉଛି। ଅପରପକ୍ଷରେ ଗୁରୁବାର ଦିନ ପୂର୍ବତନ ନୂଆପଡା ଏନଏସି…

କଟକ ଦଶହରା ଭସାଣୀରେ ଗଣ୍ଡଗୋଳ ଘଟଣା, ଆଉ ୩ ଗିରଫ

କଟକ: କଟକ ଦଶହରା ଭସାଣୀରେ ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣା । ଆଉ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପୂର୍ବରୁ ୬ ଜଣ ଗିରଫ ହୋଇଥିବାବେଳେ ଆଜିର ଗିରଫ ସଂଖ୍ୟାକୁ ମିଶାଇ ଏହି ସଂଖ୍ୟା ୯ରେ ପହଞ୍ଚିଥିବା କହିଛନ୍ତି ଏସିପି ଗିରିଜା ଚକ୍ରବର୍ତ୍ତୀ । ଆଗକୁ ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି…