Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

J&K Cloudburst: ଜମ୍ମୁ-କାଶ୍ମୀରରେ ପୁଣି ବାଦଲଫଟା ବର୍ଷା; ୩ ମୃତ, ୫ ନିଖୋଜ

ଶ୍ରୀନଗର: ପୁଣି ଜମ୍ମୁ-କଶ୍ମୀରରେ ପ୍ରକୃତିର ତାଣ୍ଡବ। ଅଚାନକ ବାଦଲ ଫଟା ବର୍ଷାରେ ଜମ୍ମୁ ଓ କଶ୍ମୀରର ରାମବନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ନିଖୋଜ ଥିବା ସୂଚନା ରହିଛି। ରାମବନ ଜିଲ୍ଲାର ରାଜଗଡ଼ ତହସିଲରେ ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା…

Journalist Attacked: ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ବିଶାଖାପାଟଣାକୁ ସ୍ଥାନାନ୍ତର

ନବରଙ୍ଗପୁର: କେତେ ସୁରକ୍ଷିତ ଅଛନ୍ତି ସାମ୍ବାଦିକ! ଏବେ ପୁଣି ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଛି ଉନ୍ମକ୍ତ ଯୁବକ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗ୍ରାମରେ ଏପରି ଘଟଣା ଘଟିଛି। ଉନ୍ମକ୍ତ…

Putin India Visit: ପସ୍ତେଇବେ ଟ୍ରମ୍ପ!: ଶୁଳ୍କ ଆଟାକ୍ ଭିତରେ ଏହି ଦିନ ଭାରତ ଆସୁଛନ୍ତି ରାଷ୍ଟ୍ରପତି…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଭିମୁଖ୍ୟ ଏବେ ଅନେକ ରାଷ୍ଟ୍ରରେ ଅସନ୍ତୋଷ ତେଜିଛି । ତାଲିକାର ଶୀର୍ଷରେ ଆମେରିକାର ଘନିଷ୍ଠ ବନ୍ଧୁ ଦେଶ କୁହାଉଥିବା ଭାରତ ରହିଛି । ଭାରତ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଯାହା ଏବେ ସବୁଠି…

ଦେଶରେ ଶିକ୍ଷକ ସଂଖ୍ୟା ଏକ କୋଟି ପାର, ଓଡ଼ିଶାରେ ସ୍କୁଲ ଓ ନାମଲେଖାରେ ହ୍ରାସ

ଭୁବନେଶ୍ୱର: ଦେଶରେ ଶିକ୍ଷକ ସଂଖ୍ୟା ଏକ କୋଟି ଟପିଛି। ଯାହା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତିକୁ ଦର୍ଶାଇଛି। କିନ୍ତୁ ଓଡ଼ିଶାରେ ଚିତ୍ର ଭିନ୍ନ। ରାଜ୍ୟରେ ସ୍କୁଲ ସଂଖ୍ୟା ଓ ଛାତ୍ରଛାତ୍ରୀଙ୍କ ନାମଲେଖା କମିଛି, ଯାହା ଶିକ୍ଷା ବ୍ୟବସ୍ଥା ପାଇଁ ଚିନ୍ତାର କାରଣ ହୋଇଛି। UDISE+ 2024-25…

Heavy Rain In Odisha: ଆହୁରି ୪ ଦିନ ଭିଜିବ ଓଡିଶା: ଆଜି ପାଇଁ ୨୦ ଜିଲ୍ଲାକୁ ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ…..

ଭୁବନେଶ୍ବର: ରାଜ୍ୟରେ ଆହୁରି ୪ ଦିନ ପ୍ରବଳ ବର୍ଷା ଜାରି ରହିବ । କାଲିଠୁ ପୁଣି ବର୍ଷାର ପରିମାଣ ବଢିବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ପାଣିପାଗ ବିଭାଗ ଅନୁଯାୟୀ, ଉପକୂଳ, ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷିବା ନେଇ ସତର୍କ ସୂଚନା ଜାରି କରାଯାଇଛି ।…

Trump Tariff: ଟ୍ରମ୍ପଙ୍କ ଟାରିଫ ନୀତି ବିରୋଧରେ କାହିଁକି ଆମେରିକା କୋର୍ଟ ରାୟ ଦେଲେ?

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ଅବୈଧ। ବିଦେଶୀ ଦେଶମାନଙ୍କ ଉପରେ ଲଗାଇଥିବା ଟାରିଫ୍‌କୁ ଆମେରିକୀୟ ଅଦାଲତ ଅବୈଧ ବୋଲି କହିଛନ୍ତି। ଟ୍ରମ୍ପ ବିଭିନ୍ନ ଦେଶରୁ ଆସୁଥିବା ଜିନିଷ ଉପରେ ଟାରିଫ୍ ଲଗାଇବା ପାଇଁ ୧୯୭୭ର ଇଣ୍ଟରନ୍ୟାସନାଲ ଇମରଜେନ୍ସି ଇକୋନୋମିକ…

୧୮ ବର୍ଷ ପରେ ହରଭଜନଙ୍କ ଚାପୁଡ଼ା ଭିଡିଓ ଭାଇରାଲ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ୨୦୦୮ ଆଇପିଏଲରେ ହରଭଜନ ସିଂହ ଶ୍ରୀସାନ୍ତଙ୍କୁ ଚାପୁଡ଼ା ମାରିବାର ଅଦେଖା ଭିଡିଓ ୧୮ ବର୍ଷ ପରେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦୀ ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ହରଭଜନ ଏହି ଘଟଣା ପାଇଁ ଶ୍ରୀସାନ୍ତଙ୍କୁ ବାରମ୍ବାର କ୍ଷମା…

Anti-Drug Drive: ସାବାଡ୍ ହେବେ ନିଶାଡି: ଭୁବନେଶ୍ବରକୁ ନିଶାମୁକ୍ତ କରିବ ‘ଅପରେସନ ପ୍ରହାର’, ପହିଲାରୁ ରାଜ୍ୟବ୍ୟାପୀ…

ଭୁବନେଶ୍ବର:  ସାବାଡ ହେବେ ନିଶାଡି ଏବଂ ନିଶା କାରବାର କରୁଥିବା ଲୋକ । ନିଶା ନିବାରଣ, ଚାଲାଣ ଏବଂ ଅବୈଧ ବିକ୍ରୟର ବର୍ଦ୍ଧିତ ବିପଦକୁ ମୁକାବିଲା କରିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ରାଜଧାନୀ ଭୁବନେଶ୍ୱର ସମେତ ସମସ୍ତ ସହରରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ…

ବିବାଦରେ ପିନାକି ମିଶ୍ରଙ୍କ ସାଂସଦ ପତ୍ନୀ, କହିଲେ ଅମିତ ଶାହଙ୍କ ମୁଣ୍ଡକାଟ ହେଉ; ବର୍ଷିଲା ବିଜେପି

ନୂଆଦିଲ୍ଲୀ: ବିବାଦରେ ପୁରୀର ପୂର୍ବତନ ସାଂସଦ ତଥା ବିଜେଡି ନେତା ପିନାକି ମିଶ୍ରଙ୍କ ସାଂସଦ ପତ୍ନୀ ମହୁଆ ମୈତ୍ରା। କୋଲକାତାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବା ବେଳେ ଦେଇଥିବା ବିବାଦୀୟ ମନ୍ତବ୍ୟ ଏବେ ରାଜନୈତିକ ବିବାଦ ପାଲଟିଛି। ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ…

ଇସ୍ରୋର ୨୦୪୭ ଯୋଜନା, ମଙ୍ଗଳରେ ଭାରତର ଘର

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଏକ ବଡ଼ ଯୋଜନା ଘୋଷଣା କରିଛି। ଆଗାମୀ ଚାରି ଦଶନ୍ଧି ମଧ୍ୟରେ ମଙ୍ଗଳ ଗ୍ରହରେ ମଣିଷ ବସବାସ କରିବ ଓ ଚନ୍ଦ୍ରରେ ଷ୍ଟେସନ ତିଆରି କରିବ ଭାରତ। ଏହି ଯୋଜନା ଜାତୀୟ ମହାକାଶ ଦିବସରେ ପ୍ରକାଶ ପାଇଛି। ଇସ୍ରୋର ରୋଡମ୍ୟାପ ଅନୁସାରେ, ୨୦୪୭…