Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

India GDP: ଭାରତର ଅର୍ଥନୀତିରେ ଲାଗିଲା ଡେଣା, ପ୍ରଥମ ତ୍ରୈମାସିକରେ ୭.୮% ରେକର୍ଡ ବୃଦ୍ଧି, ୨୦୨୬ରେ ବି…

ନୂଆଦିଲ୍ଲୀ: ଏବେ ସତେ ଯେପରି ଭାରତୀୟ ଅର୍ଥନୀତିକୁ ଡେଣା ଲାଗିଯାଇଛି। ଟ୍ରମ୍ପଙ୍କ ଟାରିଫ୍, ବାଣିଜ୍ୟ ଅନିଶ୍ଚିତତା ମଧ୍ୟରେ ବି ରେକର୍ଡ଼ ଭାଙ୍ଗୁଛି। ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁନ୍ ୨୦୨୫ ତ୍ରୈମାସିକରେ ଭାରତର ମୋଟ ଘରୋଇ ଉତ୍ପାଦ (GDP) ୭.୮ ପ୍ରତିଶତ ଅଭିବୃଦ୍ଧି…

Trump Tariff: ଟ୍ରମ୍ପଙ୍କୁ ଆମେରିକା କୋର୍ଟରୁ ଝଟକା: ଟାରିଫ୍ ଅବୈଧ ଘୋଷଣା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜ ଦେଶର କୋର୍ଟରୁ ବଡ଼ ଝଟକା ଲାଗିଛି। ଆମେରିକାର ଏକ ସଂଘୀୟ ଅପିଲ୍ କୋର୍ଟ ଶୁକ୍ରବାର ଦିନ ତାଙ୍କ ଦ୍ୱାରା ଲଗାଯାଇଥିବା ଅଧିକାଂଶ ଟାରିଫ୍ (ଆମଦାନୀ ଶୁଳ୍କ) ଅବୈଧ ବୋଲି ଘୋଷଣା କରିଛି। ଏହି ନିଷ୍ପତ୍ତି ଟ୍ରମ୍ପଙ୍କ ବାଣିଜ୍ୟ ନୀତି…

ଶ୍ରୀ ଭାଗବତ ସାର ୧୪୪: ସର୍ବ ଶକ୍ତିମାନ ଈଶ୍ୱର ଏହି ସଂସାର ରଚନାର ଏକ ମାତ୍ର ଆଧାର ଓ ଏହାର ବିନାଶର ଏକମାତ୍ର କାରଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏକାଦଶ ସ୍କନ୍ଦରେ ବର୍ଣିତ ଅବଧୂତଙ୍କ ଚବିଶି ଗୁରୁ ପ୍ରସଙ୍ଗର ଶେଷ ଆଲୋଚନାରେ ଆଜି ଜାଣିବା ପୁଣି ଦୁଇଜଣ ଆଶ୍ଚର୍ଯ୍ୟ ସୃଷ୍ଟିକାରି ଜୀବ ଵିଷୟରେ ଯାହାଙ୍କ ଏକ ଏକ ବିରଳ ଗୁଣକୁ ଯୋଗୀ ପୁରୁଷ ଅବଧୂତ ମହାରାଜ ଗ୍ରହଣ…

Utkal Karate School: ପ୍ରତିଷ୍ଠା ଦିବସରେ ସାମ୍ବାଦିକଙ୍କ ସହ ଅନ୍ତର୍ଜାତୀୟ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ଶୁକ୍ରବାର ରାଜଧାନୀରେ ଥିବା ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅଲମ୍ପିକ ସଙ୍ଘର ସଭାପତି ତଥା ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଏବଂ ଅତିଥି ଭାବେ ବରିଷ୍ଠ ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, ଦୁଇ ଥର ବିଶ୍ବ…

GST Reforms: ଆଗାମୀ ମାସରେ ହେବାକୁ ଥିବା GST ସଂସ୍କାର ଏକ ବିରାଟ ପରିବର୍ତ୍ତନ ଆଣିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଓ ଲଘୁ ଉଦ୍ୟୋଗ ଭାରତୀ ପକ୍ଷରୁ ବିକଶିତ ଓଡ଼ିଶା ‘ଓଡିଶାର ଅଭିବୃଦ୍ଧି ଇଞ୍ଜିନକୁ ସଶକ୍ତ କରିବା’ ଉପରେ ଏକ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ଦେଶର…

Operation Monsoon: ଅବୁଝମାଡ ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀକୁ ବଡ ସଫଳତା…

ରାୟପୁର: ଛତିଶଗଡ଼ର ଅବୁଝମାଡ ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ମନସୁନ୍‌ କୁ ବଡ ସଫଳତା ମିଳିଛି । ସୁରକ୍ଷା ବାହିନୀଙ୍କ ଆକ୍ରମଣରେ ମାଓବାଦୀମାନେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଛାଡ଼ି ଜୀବନ ଭୟରେ ପଳାଇଯାଇଥିଲେ । ଘଟଣାସ୍ଥଳରୁ ଏଲଏମଜି ସହ ୬୦ରୁ…

Tata Steel Md Meets CM: ରାଜ୍ୟରେ ଷ୍ଟିଲ ଶିଳ୍ପର ଅଭିବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଟିଭି ନରେନ୍ଦ୍ରନଙ୍କ…

ଭୁବନେଶ୍ୱର: ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଟାଟା ଷ୍ଟିଲ ଏମଡି । ପାରସ୍ପରିକ ସହଯୋଗ, ଶିଳ୍ପୋଦ୍ୟୋଗ ଗତିବିଧିର ସଂପ୍ରସାରଣ ନେଇ ଆଲୋଚନା କରିଛନ୍ତି ଟାଟା ଷ୍ଟିଲ ପରିଚାଳନା ନିର୍ଦ୍ଦେଶକ ଟିଭି ନରେନ୍ଦ୍ରନ । ରାଜ୍ୟରେ ଷ୍ଟିଲ ଶିଳ୍ପର ଅଭିବୃଦ୍ଧି ସହ…

ଚନ୍ଦ୍ରାୟନ ୫ ମିଶନ ପାଇଁ ଏକାଠି ହେବେ ଭାରତ ଓ ଜାପାନ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ତାଙ୍କର ଜାପାନୀ ପ୍ରତିପକ୍ଷ ଶିଗେରୁ ଇଶିବାଙ୍କ ସହିତ ସାକ୍ଷାତ କରି ଆଲୋଚନା କରିଥିଲେ। ଏହି ବୈଠକର ଲକ୍ଷ୍ୟ ଥିଲା ଭାରତ ଏବଂ ଜାପାନ ମଧ୍ୟରେ ବାଣିଜ୍ୟ, ନିବେଶ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ସମେତ ସାମଗ୍ରିକ ଦ୍ୱିପାକ୍ଷିକ…

Biju Patnaik Sports Award: ଶ୍ରେଷ୍ଠ ପ୍ରଶିକ୍ଷକ ଏବଂ ଶ୍ରେଷ୍ଠ କ୍ରୀଡା ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ…

ଭୁବନେଶ୍ବର: ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ୨୦୨୪ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । ୧୦୦ ଓ ୨୦୦ ମିଟରରେ ଜାତୀୟ ରେକର୍ଡଧାରୀ ଧାବକ ଅନିମେଶ କୁଜୁରଙ୍କୁ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟପାଳ ହରିବାବୁ କମ୍ଭମପତି ଏହି…

Reliance’s Solar Project: ‘ରିଲାଏନ୍ସର ସୌରଶକ୍ତି ପ୍ରକଳ୍ପ ସିଙ୍ଗାପୁରର ଆକାରର ତିନି ଗୁଣ ବଡ଼…

ମୁମ୍ବାଇ: ଗୁଜୁରାଟର ଜାମନଗରରେ ନିର୍ମିତ ଧୀରୁଭାଇ ଅମ୍ବାନୀ ଗିଗା ଏନର୍ଜି କମ୍ପ୍ଲେକ୍ସ ଟେସଲାର ଗିଗାଫ୍ୟାକ୍ଟ୍ରି ଅପେକ୍ଷା ଚାରି ଗୁଣ ବଡ଼ । ୪୪ ଲକ୍ଷ ବର୍ଗଫୁଟ ପରିବ୍ୟାପ୍ତ ଏହି ଗିଗା ଏନର୍ଜି କମ୍ପ୍ଲେକ୍ସର କାମ ରେକର୍ଡ ଗତିରେ ଚାଲିଛି । ଏପର୍ଯ୍ୟନ୍ତ ଏହାକୁ ନିର୍ମାଣ କରିବା ପାଇଁ ୩୪…