Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

E-Bus Adoption: ଇ-ବସ୍‍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରଛି

ଭୁବନେଶ୍ୱର: ଇ-ବସ୍‍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି । ବର୍ତ୍ତମାନ ୪୫୦ଟି ଇ-ବସ୍ ଚଳାଚଳ କରୁଥିବା ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ୧୦୦୦ ଅତିକ୍ରମ କରିବାକୁ ଯୋଜନା କରୁଥିବାରୁ, ସହରଗୁଡ଼ିକୁ…

Illegal Donations: ଚାନ୍ଦା ମାଗିଲେ ପୋଲିସକୁ ଫୋନ୍‌ କରନ୍ତୁ: ଡିସିପି

କଟକ: ଆରମ୍ଭ ହେଲାଣି ପାର୍ବଣ ଋତୁ। ଏହି ସମୟରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ଼…

AIIMS Bhubaneswar: ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକାରୀ ହେଲା ଅତ୍ୟାଧୁନିକ ନ୍ୟୁରୋମଡ୍ୟୁଲେସନ୍ ସେବା କେନ୍ଦ୍ର

ଭୁବନେଶ୍ୱର: ମାନସିକ ସ୍ୱାସ୍ଥ୍ୟସେବାକୁ ଆଗକୁ ବଢାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏମ୍ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ନ୍ୟୁରୋମଡ୍ୟୁଲେସନ୍ ସେବା କେନ୍ଦ୍ର ଆରମ୍ଭ କରାଯାଇଛି । ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପର ଲକ୍ଷ୍ୟ ହେଉଛି ଅତ୍ୟାଧୁନିକ,…

High alert: ବିହାରରେ ପଶିଲେ ୩ ଜୈଶ ଆତଙ୍କବାଦୀ; ସୂଚନା ଦେଲେ ମିଳିବ ପୁରସ୍କାର…

ନୂଆଦିଲ୍ଲୀ:ବିହାର ପୋଲିସ ମୁଖ୍ୟାଳୟ ଏକ ବଡ଼ ସତର୍କ ସୂଚନା ଜାରି କରିଛି । ସୂଚନା ଅନୁଯାୟୀ, ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ନେପାଳ ଦେଇ ବିହାରରେ ପ୍ରବେଶ କରିଛନ୍ତି। ଏମାନଙ୍କ ମଧ୍ୟରେ ହସନେନ୍ ଅଲି (ରାୱଲପିଣ୍ଡିର ବାସିନ୍ଦା), ଆଦିଲ୍ ହୁସେନ୍…

GST Council: କ୍ଷୀର, ପନିରରୁ ରୁଟି ଯାଏଁ ଜିଏସଟି ଛାଡ଼; ଶସ୍ତା ହେବ ପାଠ୍ୟ ସାମଗ୍ରୀ, ପୋଷାକ

ନୂଆଦିଲ୍ଲୀ: କ୍ଷୀର, ପନିରରୁ ଆରମ୍ଭ କରି ରୁଟି, ଚକୋଲେଟ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଖାଦ୍ୟ ଉପରେ ଜିରୋ ଜିଏସଟି। ୫ ରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ଖାଦ୍ୟ ଏବଂ ସାମଗ୍ରୀ ଉପରେ ଛାଡ଼ କରାଯିବ ଜିଏସଟି। ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରୁ ପିଏମ୍‌ ଘୋଷଣା କରିଥିଲେ ଜିଏସଟି ସଂସ୍କାର। ଏହି…

Naxals Killed Sikshyaduta: ପୋଲିସ ଇନଫର୍ମର୍ ସନ୍ଦେହରେ ଶିକ୍ଷାଦୂତଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ପୁଣି ରକ୍ତମୁଖା ହୋଇପଡିଛନ୍ତି ଲାଲବାହିନୀ । ପୋଲିସ ଇନଫର୍ମର୍ ସନ୍ଦେହରେ ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କଲେ ନକ୍ସଲ । ଏଭଳି ଘଟଣା ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଜଗରଗୁଣ୍ଡା ଥାନା ଅଞ୍ଚଳରୁ । ନକ୍ସଲ ମାନେ ହତ୍ୟା କରିଥିବା…

Motivational Speaker Arrest: ଚୋରି ଉପରେ ଦେଉଥିଲେ ପ୍ରବଚନ, ନିଜେ ଚୋରି କରି ବନ୍ଧା ହେଲେ ୟୁଟ୍ୟୁବର

ଭୁବନେଶ୍ୱର: ଚୋରି ବିରୁଦ୍ଧରେ ହିଁ ପ୍ରବଚନ ଦେଉଥିଲେ ହେଲେ ଚୋରି କରି ବନ୍ଧା ହେଲେ ୟୁଟ୍ୟୁବର । ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍‌ ଘଟଣାରେ ଏହି ପ୍ରବଚକ ଜଣକ ଗିରଫ ହୋଇଛନ୍ତି । ବ୍ୟକ୍ତି ଜଣକଙ୍କ ପରିଚୟ ମନୋଜ ସିଂହ, ସେ କଟକର ବାସିନ୍ଦା ବୋଲି ଜଣାପଡିଛି । ତାଙ୍କଠାରୁ ୨ ଶହ ଗ୍ରାମ…

Vice President Election: ଉପରାଷ୍ଟ୍ରପତି ନିର୍ବାଚନରେ ​କମ୍ ପଡ଼ିବ ୭ ଭୋଟ, ଏଥର ବି ଜମ୍ମୁ-କାଶ୍ମୀରରୁ ପଡିଛି ଖାଲି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତିଙ୍କ ନିର୍ବାଚନ ୯ ସେପ୍ଟେମ୍ବରରେ ହେବାକୁ ଯାଉଛି। ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡ଼ିଛି। ସେ ୨୦୨୨ ମସିହାରେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର କାର୍ଯ୍ୟକାଳ ୨୦୨୭ ଅଗଷ୍ଟ ପର୍ଯ୍ୟନ୍ତ ଥିଲା। ଧନଖଡ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଘୋଷଣା…

Human Skull: ୧୨୮ ବର୍ଷ ପରେ ଫ୍ରାନ୍ସ ଫେରାଇଲା ଖପୁରୀ !

ନୂଆଦିଲ୍ଲୀ: ୧୨୮ ବର୍ଷ ତଳେ ଏକ ଭୟାବହ ସଂଘର୍ଷ ହୋଇଥିଲା। ଯୁଦ୍ଧରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷର ରାଜାଙ୍କ ମୁଣ୍ଡ କାଟି ବିଜୟର ଟ୍ରଫି ଭାବେ ସାଙ୍ଗରେ ନିଜ ଦେଶକୁ ନେଇ ଯାଇଥିଲେ। ଇତିହାରର ଏହି ଭୟାବହ ଯୁଦ୍ଧ ଫ୍ରାନ୍ସ ଓ ମାଡାଗାସ୍କର ମଧ୍ୟରେ ହୋଇଥିଲା। ଏଥିରେ ଫ୍ରାନ୍ସ ସୈନିକ ମାଡାଗାସ୍କରର…

Naxals surrender: ୩୦ ମାଓବାଦୀଙ୍କ ଆତ୍ମସମର୍ପଣ;ସରକାରଙ୍କ ଯୋଜନା ଦ୍ୱାରା ପ୍ରଭାବିତ ହୋଇ …

ମାଲକାନଗିରି: ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ୩୦ ଜଣ ମାଓବାଦୀ ବିଜାପୁର ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ମାଓବାଦୀଙ୍କ ମୁଣ୍ଡରେ ପୁରସ୍କାର ରହିଥିଲା । ସେମାନଙ୍କ ଉପରେ ମୋଟ ୮୧ ଲକ୍ଷ ଟଙ୍କାର ପୁରସ୍କାର…