Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Tariff tensions: ‘ଭାରତ ସହିତ ସମ୍ପର୍କ ଭାଙ୍ଗିବା ରଣନୈତିକ ବିପର୍ଯ୍ୟୟ’, ନିଜ ଘରୁ ଚେତାବନୀ ପାଇଲେ…

ନୂଆଦିଲ୍ଲୀ: ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପ୍ରଭାବିତ କରୁଛି । ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ତିକ୍ତତା ଯୋଗୁଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନିଜ ଘରେ ଘେରି ରହିଛନ୍ତି । ଭାରତ ପ୍ରତି ତାଙ୍କର ଏଭଳି…

Weather update: ଆସନ୍ତା ୨୫ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା; ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ୨୫ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ୨୧ ତାରିଖ ବା ଗୁରୁବାର ଦିନ…

Former CM Naveen Patnaik: ଡିସ୍‌ଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର:ମେଡିକାଲ୍‌ ରୁ ଡିସ୍‌ଚାର୍ଜ ହେଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁସ୍ଥ ହେବା ପରେ ଘରୋଇ ମେଡ଼ିକାଲ୍‌ରୁ ସିଧା ନବୀନ ନିବାସ ଗଲେ ନବୀନ ପଟ୍ଟନାୟକ । ମେଡିକାଲ୍‌ ରୁ ଫେରିବା ପରେ ନବୀନ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ…

Raisins Good For Body: କିସମିସ୍ ଖାଇବା ଦ୍ବାରା ଶରୀରର ଏହି ଅଙ୍ଗକୁ ମିଳେ ଲାଭ…

ଭୁବନେଶ୍ବର: କିସମିସ୍ ଏକ ବହୁତ ଶସ୍ତା ଏବଂ ସ୍ବାଦିଷ୍ଟ ଡ୍ରାଏଫ୍ରୁଟ୍ସ । ଅଧିକାଂଶ ଘରେ ଏହି କିସମିସ୍ ଥାଏ। ପ୍ରତିଦିନ କିସମିସ୍ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ମିଳିଥାଏ। ତେଣୁ, ଏହାକୁ ଆପଣଙ୍କ ଖାଦ୍ୟରେ ସାମିଲ କରିବା ଉଚିତ। ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ୮-୧୦ଟି…

ଶ୍ରୀ ଭାଗବତ ସାର ୧୩୫: ପ୍ରତ୍ୟେକ ଗୁରୁଙ୍କୁ ସଠିକ ଆକଳନ କରିବା ଓ ତାଙ୍କ ମାଧ୍ୟମରେ ମିଳୁଥିବା ଉପଯୁକ୍ତ ଶିକ୍ଷାକୁ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଅବଧୂତଙ୍କ ଚବିଶି ଗୁରୁ ଅତ୍ୟନ୍ତ ଶିକ୍ଷଣୀୟ ଓ ଭାବ ଉଦ୍ରେକ ବିଷୟ। ପ୍ରତ୍ୟେକ ଗୁରୁଙ୍କୁ ସଠିକ ଆକଳନ କରିବା ଓ ତାଙ୍କ ମାଧ୍ୟମରେ ମିଳୁଥିବା ଉପଯୁକ୍ତ ଶିକ୍ଷାକୁ ଗ୍ରହଣ କରିବା କେବଳ ଅବଧୂତ ହେଲେ ହିଁ ସମ୍ଭବ…

୪,୫୧୫ କୋଟିର ୧୮ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଅନୁଷ୍ଠିତ ୧୩୯ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ଓଡ଼ିଶା ସରକାର ୪,୫୧୫ କୋଟି ଟଙ୍କାର ୧୮ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଆଇଟି, ଉତ୍ପାଦନ, ପାନୀୟ, ପର୍ଯ୍ୟଟନ,…

Khelo India: କାଶ୍ମୀରରେ ପ୍ରଥମ ଥର ଅନୁଷ୍ଠିତ ହେବ “ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ”, କ’ଣ ଖାସ୍…

ଶ୍ରୀନଗର: ଜମ୍ମୁ ଏବଂ କାଶ୍ମୀରର ଶ୍ରୀନଗରର ପ୍ରସିଦ୍ଧ ଡାଲ୍ ହ୍ରଦ ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ଜଳ କ୍ରୀଡା ମହୋତ୍ସବ ଆୟୋଜନ କରିବାକୁ ଯାଉଛି। ଏହି ମହୋତ୍ସବ ୨୦୨୫ ଅଗଷ୍ଟ ୨୧ ରୁ ୨୩ ପର୍ୟ୍ୟନ୍ତ ଆୟୋଜିତ ହେବ। ଏଥିରେ, ଦେଶର ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୪୦୦ ରୁ ଅଧିକ…

Agni-5 Missile Test: ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫, ୫୦୦୦ କିଲୋମିଟର ପର୍ଯ୍ୟନ୍ତ ବହନ…

ଭଦ୍ରକ: ଭାରତ ଏକ ବଡ଼ ପଦକ୍ଷେପ ନେଇଛି। ଭାରତ ୨୦ ଅଗଷ୍ଟ ୨୦୨୫ ବୁଧବାର ଅବଦୁଲ କଲାମ ଦ୍ବୀପରୁ ସଂଧ୍ୟା ୬ଟା ୩୦ରେ ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସଫଳତାର ସହ କରାଯାଇଛି। ଅଗ୍ନି-୫ କ୍ଷେପଣାସ୍ତ୍ରର…

130th Amendment Bill: କ୍ଷମତା ପ୍ରତି ନିଜର ଲାଳସା ଛାଡ଼ୁନଥିବା ବ୍ୟକ୍ତି କରୁଛନ୍ତି ପ୍ରତିବାଦ: ବିରୋଧୀଙ୍କୁ ଅମିତ…

ନୂଆଦିଲ୍ଲୀ: ବୁଧବାର ଦିନ ୧୩୦ତମ ସଂଶୋଧନ ବିଲ୍ ପ୍ରତି ବିରୋଧୀଙ୍କ ବିରୋଧ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବଡ଼ ଆକ୍ରମଣ କରିଛନ୍ତି। କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ଗୃହମନ୍ତ୍ରୀ। ଗୃହମନ୍ତ୍ରୀ କହିଛନ୍ତି, ଯେଉଁମାନେ କ୍ଷମତା ପ୍ରତି ନିଜର ଲାଳସା ଛାଡ଼ୁନାହାଁନ୍ତି ସେମାନେ ପ୍ରତିବାଦ…