Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସରଳ ହେଲା ଚାଷୀ ପଞ୍ଜିକରଣ: ବାପା କି ଜେଜେବାପାଙ୍କ ନାଁରେ ଜମି ଥିଲେ ବି ପୁଅମାନେ କରିପାରିବେ ପଞ୍ଜିକରଣ….

ଭୁବନେଶ୍ବର: ଚାଷୀଙ୍କ ପାଇଁ ଖୁସି ଖବର । ଏଣିକି ସରଳ ଏବଂ ସହଜ ହେବ ଚାଷୀ ପଞ୍ଜିକରଣ । ବାପାଦାଦା କି ଜେଜେବାପାଙ୍କ ନାମରେ ଜମି ଥିଲେ ବି ଏଣିକି ପୁଅମାନେ ମଧ୍ୟ ନିଜ ନାଁ ପଞ୍ଜିକରଣ କରିପାରିବେ । ଯେଉଁ ପୁଅ ଯେତେ ଜମି ଚାଷ କରୁଥିବେ ସେତିକି ଜମିର ପଞ୍ଜିକରଣ କରିପାରିବେ । ଏଣିକି ଆଉ…

କ’ଣ ରହିଛି ଟ୍ରମ୍ପଙ୍କ ଯୋଜନା?, ଆଲାସ୍କାରେ ପୁଟିନଙ୍କ ସହ କଥା ନବନିବାରୁ, ଏବେ ଜେଲେନ୍ସକିଙ୍କୁ ଭେଟିବେ….

ନୂଆଦିଲ୍ଲୀ: ରୁଷ ପ୍ରତିପକ୍ଷ ପୁଟିନଙ୍କ ସହ ସାକ୍ଷାତ ପରେ ଏବେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୋମବାର ଦିନ ୱାଶିଂଟନ ଗସ୍ତ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ସାକ୍ଷାତ କରିବେ…

କାଠୁଆରେ ବାଦଲ ଫଟା ବର୍ଷାର ତାଣ୍ଡବ, ରେଳ ଲାଇନ-ହାଇୱେ କ୍ଷତିଗ୍ରସ୍ତ; ୪ ମୃତ

ଶ୍ରୀନଗର:ଜମ୍ମୁ କାଶ୍ମୀରରେ ପ୍ରକୃତି ପୁଣି ଥରେ ତାଣ୍ଡବ ରଚିଛି। କିସ୍ତୱାର ପରେ କାଠୁଆରେ ମଧ୍ୟ ଫାଟିଲା ବାଦଲ । ଯୋଧ ଭ୍ୟାଲି, ଚନ୍ଦ୍ରାହ ଭେଡ ବଲୋରେ, ବଗରା ଜଙ୍ଗଲୋତେ ଏବଂ ଦିଲୱାନ ହଟଲି ଲଖନପୁର ସମେତ ଜିଲ୍ଲାର ଅନେକ ଅଞ୍ଚଳରେ ବାଦଲ ଫଟା ବର୍ଷା ଯୋଗୁଁ ଅନେକ ଜୀବନ ଏବଂ ବ୍ୟାପକ…

ଝୁଲିଲା ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି: ବାତିଲ୍ ହେଲା ବାଣିଜ୍ୟ ଦଳର ଭାରତ ଗସ୍ତ, ପୁନଃନିର୍ଦ୍ଧାରିତ ହୋଇପାରେ….

ନୂଆଦିଲ୍ଲୀ: ଝୁଲିକି ରହିଛି ଭାରତ- ଆମେରିକା ବାଣିଜ୍ୟ ଚୁକ୍ତି । ଏହାରି ଭିତରେ ନୂଆଦିଲ୍ଲୀରେ ଅଗଷ୍ଟ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଭାରତ ଏବଂ ଆମେରିକା ମଧ୍ୟରେ ପ୍ରସ୍ତାବିତ ଷଷ୍ଠ ପର୍ଯ୍ୟାୟ ବାଣିଜ୍ୟ ଆଲୋଚନା ସ୍ଥଗିତ ରଖାଯାଇଛି ।…

ଆଲାସ୍କାରେ ଟ୍ରମ୍ପଙ୍କୁ ଭେଟିଥିଲେ ନକଲି ପୁଟିନ୍? ଜାତୀୟ ଗଣମାଧ୍ୟମରେ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭେଟଘାଟକୁ ନେଇ ଏକ ମଜାଦାର ଗୁଜବ ଇଣ୍ଟରନେଟରେ ଭାଇରାଲ ହେଉଛି। ଅଗଷ୍ଟ ୧୫ରେ ଆଲାସ୍କାରେ ହୋଇଥିବା ଏହି ଭେଟରେ ପୁଟିନ୍ ନିଜେ ନଆସି ତାଙ୍କ ଭଳି ଦେଖାଯାଉଥିବା ଏକ ବ୍ୟକ୍ତିଙ୍କୁ…

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, ସୋମବାର ସୁଦ୍ଧା ଉତ୍ତର-ପଶ୍ଚିମ ଓ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଏହା ସକ୍ରିୟ ହେବ। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ବଢ଼ିବ। କେତେକ ଜିଲ୍ଲାରେ ବନ୍ୟା ପରି ସ୍ଥିତି ହେବାର…

ଉପରାଷ୍ଟ୍ରପତି ନିର୍ବାଚନ: ମୁସଲିମ ନେତାଙ୍କୁ ପ୍ରାର୍ଥୀ କରିପାରେ ଏନଡିଏ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ଏବେ ପ୍ରସ୍ତୁତି ଜୋରଦାର କରିଛି। ଆଗାମୀ ୯ ସେପ୍ଟେମ୍ବରରେ ନିର୍ବାଚନ ହେବ। ନାମାଙ୍କନ ଦାଖଲର ଶେଷ ତାରିଖ ୨୧ ଅଗଷ୍ଟ। କିନ୍ତୁ ଏନଡିଏର ପ୍ରାର୍ଥୀ କିଏ ହେବେ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ବିଜେପି ନେତୃତ୍ୱାଧୀନ ଏନଡିଏ…

ଇନଫ୍ଲୁଏନ୍ସର ଏଲଭିଶ ଯାଦବଙ୍କ ଘର ଉପରକୁ ଗୁଳିମାଡ଼, ୨ ଡ଼ଜନ ରାଉଣ୍ଡରୁ ଅଧିକ ଗୁଳି କରି ଦୁର୍ବୃତ୍ତ ଫେରାର…

ଗୁରୁଗ୍ରାମ: ୟୁଟ୍ୟୁବ୍ ପ୍ରଭାବଶାଳୀ ଏବଂ ବିଗ୍ ବସ୍ ଓଟିଟି ବିଜେତା ଏଲଭିଶ ଯାଦବଙ୍କ ଗୁରୁଗ୍ରାମ ଘର ଉପରେ ଗୁଳିମାଡ଼ । କିଛି ଅଜଣା ଆକ୍ରମଣକାରୀମାନେ ଆଜି ସକାଳ ୫:୩୦ ରୁ ୬ ଟା ମଧ୍ୟରେ ଏଲଭିଶଙ୍କ ଗୁରୁଗ୍ରାମ ସ୍ଥିତ ଘର ଉପରକୁ ପାଖାପାଖି ୨୫ ରୁ ୩୦ ରାଉଣ୍ଡ ଗୁଳିଚାଳନା କରିଥିଲେ କିଛି…

ଭାରତ ଫେରିଲେ ଶୁଭାଂଶୁ ଶୁକ୍ଲା; ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ

ନୂଆଦିଲ୍ଲୀ: ମହାକାଶରେ ତ୍ରିରଙ୍ଗା ଉଡ଼ାଇଥିବା ଭାରତର ଦ୍ୱିତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଭାରତ ଫେରିଛନ୍ତି। ଜନ୍ମଭୂମିରେ ପାଦ ରଖିଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା । ବିଳମ୍ବିତ ରାତିରେ ତାଙ୍କ ବିମାନ ଆଇଜିଆଇ ଏୟାରପୋର୍ଟରେ ଆସି ପହଞ୍ଚିଥିଲା ସେଠାରେ…

ବର୍ଷା ଋତୁରେ ବାରମ୍ବାର ଫୁଡ ପଏଜନିଙ୍ଗ ହେବାରୁ କିପରି ରକ୍ଷା ପାଇବେ?

ଭୁବନେଶ୍ବର:ବର୍ଷା ଋତୁରେ ଫୁଡ ପଏଜନିଙ୍ଗ ହୋଇଥାଏ । ବର୍ଷା ସମୟରେ ଆର୍ଦ୍ରତା ଏବଂ ଆବର୍ଜନା ଯୋଗୁଁ ବ୍ୟାକ୍ଟେରିଆ ଏବଂ ଭାଇରସ ଦ୍ରୁତ ଗତିରେ ବୃଦ୍ଧି ପାଏ। ଏହି ସମୟରେ ରାସ୍ତା କଡ଼ରେ ରଖାଯାଇଥିବା ଖାଦ୍ୟ, ବାସି ଖାଦ୍ୟ କିମ୍ବା ଅଧା ସିଝା ଖାଦ୍ୟ ଶୀଘ୍ର ନଷ୍ଟ ହୋଇଯାଏ। ଏହା ସହିତ ଦୂଷିତ…