Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନବୀନ ପଟ୍ଟନାୟକ ଅସୁସ୍ଥ; ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର:ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ସୂଚନା ମିଳିଛି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରାହ୍ନ ୫ଟା ୧୫ରେ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଡିହାଇଡ୍ରେସନ୍‌ ଯୋଗୁଁ ହସ୍ପିଟାଲ୍‌ରେ ଭର୍ତ୍ତି…

ନଦୀରେ ଭାସୁଛି ୭୦ରୁ ଉର୍ଦ୍ଧ୍ବ ମଇଁଷିଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

କେନ୍ଦ୍ରାପଡା: ଆଳି ବ୍ଲକ୍‌ ଏକମାଣିଆ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୭୦ରୁ ଉର୍ଦ୍ଧ୍ବ ମଇଁଷି ମୃତ ହୋଇଥିବା ଖବର ରହିଛି । ନଦୀରେ ଭାସୁଛି ୭୩ ମଇଁଷିଙ୍କ ମୃତଦେହ । କିପରି ମୃତ୍ୟୁ ହେଲା ଅସ୍ପଷ୍ଟ ରହିଛି । ମଇଁଷି ପାଳି ପେଟ ପୋଷୁଥିବା ୪ଟି ପରିବାର ଏବେ ବେସାହାରା ।…

 ‘ଭାରତ ପାଇଁ ନିର୍ଭରଯୋଗ୍ୟ ବାଣିଜ୍ୟ ଅଂଶୀଦାର ନୁହଁନ୍ତି ଟ୍ରମ୍ପ’, ବର୍ଷିଲେ ପ୍ରଖ୍ୟାତ ଅର୍ଥନୀତିଜ୍ଞ…

ନୂଆଦିଲ୍ଲୀ: ଭାରତ ପାଇଁ ଜଣେ ନିର୍ଭରଯୋଗ୍ୟ ବାଣିଜ୍ୟ ଅଂଶୀଦାର ନୁହନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଆମେରିକା ବାଣଜ୍ୟ ଚୁକ୍ତି ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟକୁ ପ୍ରଶଂସା କରି ଆମେରିକା ସରକାରଙ୍କ ଉପରେ ବର୍ଷିଲେ ଅଭିଜ୍ଞ ଅର୍ଥନୀତିଜ୍ଞ ଏବଂ କଲମ୍ବିଆ…

‘ଭୋଟ ଚୋରି ଅଭିଯୋଗ ଭାରତ ସମ୍ବିଧାନକୁ ଅପମାନ’, ବିରୋଧୀଙ୍କ ଆକ୍ରମଣ ପରେ ଜବାବ ରଖିଲେ ଇସିଆଇ….

ନୂଆଦିଲ୍ଲୀ: ବିରୋଧୀଙ୍କ ଭୋଟ ଜାଲିଆତି ଆକ୍ରମଣ ପରେ ଆଜି ପ୍ରେସ ବିଫ୍ରିଂ କରିଛନ୍ତି ଭାରତୀୟ ନିର୍ବାଚରନ କମିଶନ । ନିର୍ବାଚନ କମିଶନ ବିହାର ଏସଆଇଆର ସମ୍ପର୍କରେ ବିରୋଧୀଙ୍କ ଦ୍ୱାରା ଲଗାଯାଉଥିବା ଅଭିଯୋଗର ଜବାବ ଦେଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି, ଆମେ ଭୋଟରମାନଙ୍କୁ ଏକ ବାର୍ତ୍ତା…

‘ସବୁଜ ଦିଲ୍ଲୀ-ସ୍ୱଚ୍ଛ ଦିଲ୍ଲୀ ମନ୍ତ୍ର’, ୧୧ ହଜାର କୋଟି ଟଙ୍କାର ଉପହାର ଭେଟି ଦେଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱାରକା ଏକ୍ସପ୍ରେସୱେ, UER-୨ ଏବଂ ସହରାଞ୍ଚଳ ବିସ୍ତାର ରାସ୍ତାର ଉଦଘାଟନ କରିଛନ୍ତି । ଯାହା ସିଙ୍ଘୁ ସୀମାରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (IGI) ବିମାନବନ୍ଦରକୁ ଯାତ୍ରା ସମୟ ହ୍ରାସ କରିବ । ପୂର୍ବରୁ ଯେଉଁଠାକୁ ପ୍ରାୟ ଦୁଇ ଘଣ୍ଟା…

ସେପ୍ଟେମ୍ୱର ୨୮ରୁ କଟକରେ ଦୁର୍ଗାପୂଜା ଆରମ୍ଭ; ଏହି ତାରିଖରେ ଭସାଣୀ..

କଟକ:ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା । କଟକର ପ୍ରସିଦ୍ଧ ଦୁର୍ଗା ପୂଜା ସେପ୍ଟେମ୍ୱର ୨୮ ତାରିଖରୁ ଆରମ୍ଭ ହେବ । ଅକ୍ଟୋବର ୩ ତାରିଖରେ ମାଙ୍କ ଭସାଣୀ ଶୋଭାଯାତ୍ରା । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଏଥିସହ ଶାନ୍ତି ଶୃଙ୍ଖଳାରେ ପୂଜା ପାଳନ କରିବାକୁ…

ପିଲା ଜନ୍ମ କରିବ ରୋବୋଟ୍!

ନୂଆଦିଲ୍ଲୀ: ଗର୍ଭବତୀ ହେବ ରୋବର୍ଟ! ଜନ୍ମ କରିବ ପିଲା! ପ୍ରଯୁକ୍ତି ବିଦ୍ୟା ଏବେ ଅସମ୍ଭବକୁ ସମ୍ଭବ କରିବ । ଏଣିକି ରୋବୋଟ୍ ପିଲା ଜନ୍ମ କରିବ । ସବୁଠୁ ବଡ କଥା ହେୁଛି କୌଣସି ଛୋଟ ରୋବୋଟ୍ ନୁହେଁ, ମା ରୋବୋଟ୍ ଟି ଜଣେ ମଣିଷ ପିଲାକୁ ଜନ୍ମ ଦେବ । କିଛି ଏମିତି ପ୍ରଯୁକ୍ତିବିଦ୍ୟା…

ମିଆଁମାର ସେନା ନିଜ ଦେଶରେ କାହିଁକି କଲା ବିମାନ ଆକ୍ରମଣ ?ଚାଲିଗଲା ୨୧ଜୀବନ

ନୂଆଦିଲ୍ଲୀ:ଦକ୍ଷିଣ-ପୂର୍ବ ଏସୀୟ ଦେଶ ମିଆଁମାରର ରତ୍ନ-ଖଣି ଶିଳ୍ପର କେନ୍ଦ୍ର ମୋଗୋକ ସହରରେ ସେନା ଦ୍ୱାରା ବିମାନ ଆକ୍ରମଣ । ଏଥିରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ମଧ୍ୟ ଘାତକ ସାମରିକ ବିମାନ ଆକ୍ରମଣ ହୋଇଛି, ସେଥିରେ ପ୍ରାୟତଃ ସାଧାରଣ ନାଗରିକଙ୍କ…

ପ୍ରେମିକା ସହ ମିଶି ସ୍ତ୍ରୀଙ୍କ ଜୀବନ ନେଲେ ବିଜେପି ନେତା, ହତ୍ୟା କରି କାନ୍ଦିଲେ କୁମ୍ଭୀର କାନ୍ଦଣା….

ଆଜମେର: ପ୍ରେମିକା ସହ ମିଶି ପତ୍ନୀଙ୍କୁ ହତ୍ୟା କଲେ ବିଜେପି ନେତା । ପ୍ରେମିକାଙ୍କ ସହ ବନ୍ଧାହେଲେ । ରାଜସ୍ଥାନ ଆଜମେରର କିଶନଗଡ଼ରେ ବିଜେପିର ଜଣେ ନେତା ତାଙ୍କ ପତ୍ନୀଙ୍କୁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି । ଏହି ମାମଲାରେ ପୋଲିସ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ବିଜେପି ନେତା ରୋହିତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳର ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ଡିପ୍ରେସନରେ…