Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଇସ୍କନର ମନମାନି ଆଉ ଚଳିବ ନାହିଁ; ଏନେଇ ଗୋବର୍ଦ୍ଧନ ମଠରେ ଗୁରୁତ୍ବପୂର୍ଣ୍ଣ ବୈଠକ…

ପୁରୀ:ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରାକୁ କାଉଣ୍ଟର ପାଇଁ ବଡ ପ୍ରସ୍ତୁତି । ଇସ୍କନର ମନମାନୀ ପ୍ରସଙ୍ଗକୁ ନେଇ ଗୋବର୍ଦ୍ଧନ ମଠ ପରିସରରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ତେବେ ଗଜପତି ମହାରାଜ ଓ ଶ୍ରୀ…

ନାଗାଲାଣ୍ଡ ରାଜ୍ୟପାଳ ଏଲ୍‌. ଗଣେଶନ୍‌ଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ମହଲରୁ ଶୋକବ୍ୟକ୍ତ

ନୂଆଦିଲ୍ଲୀ: ଆଜି ନାଗାଲାଣ୍ଡ ରାଜ୍ୟପାଳ ଏଲ୍. ଗଣେଶନଙ୍କର ୮୦ ବର୍ଷ ବୟସରେ ପରଲୋକ ହୋଇଛି। ଏଲ୍ ଗଣେଶନ୍ ୮ ଅଗଷ୍ଟରେ ତାଙ୍କ ଘରେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା। ଏଲ୍ ଗଣେଶନ୍ ଙ୍କୁ ଚିକିତ୍ସା ପାଇଁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଆଜି…

କାର୍ଯ୍ୟରେ ଅବହେଳା ନେଇ ଆକ୍ସନ, ଅସ୍ତରଙ୍ଗ ଥାନା ଆଇଆଇସି ସସପେଣ୍ଡ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଆଇଆଇସି ସସପେଣ୍ଡ। ଦୁର୍ନୀତିରେ ସଂପୃକ୍ତି ଅଭିଯୋଗରେ ଆଇଆଇସି ରାଜେଶ ବଳିଆରସିଂଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ୱାଇ. ବି ଖୁରାନିଆ। କାର୍ଯ୍ୟରେ ଅବହେଳା ନେଇ ଆକ୍ସନ ନେଲେ ଡିଜି। କୋରାପୁଟ ଜିଲ୍ଲା ଜୟପୁର ଥାନାରେ ସେ ସବ ଇନିସ୍ପେକ୍ଟର ଥିବା ବେଳେ…

ଅଟୋମେସନ୍ ହେବ ଟ୍ରାଫିକ୍‌ ବ୍ୟବସ୍ଥା, ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ

ସମ୍ବଲପୁର: ଏଣିକି ଅମାନିଆ ହେବେ ସାବାଡ। ଏଥର ଅଟୋମେସନ୍ ହେବ ଟ୍ରାଫିକ୍‌ ବ୍ୟବସ୍ଥା। ଆଗକୁ ଟ୍ରାଫିକ୍‌ ସମସ୍ୟାର ହେବ ସମାଧାନ। ଏନେଇ ପୋଲିସ ଲଗାଉଛି ଟ୍ରାଫିକ୍‌ ଲାଇଟ୍। ସମ୍ବଲପୁରରେ ବ୍ୟବସ୍ଥିତ ହେବ ଟ୍ରାଫିକ ବ୍ୟବସ୍ଥା। ମାନବ ବିହୀନ ହେବ ଟ୍ରାଫିକ୍‌ ପରିଚାଳନା। ଟ୍ରାଫିକ୍‌ ପୋଷ୍ଟ…

ଅସଦାଚରଣ ଓ ନିର୍ଯାତନା ଅଭିଯୋଗ: ଭିସୁଟର ଦୁଇ ଅଧ୍ୟାପକ ନିଲମ୍ବିତ

ସମ୍ବଲପୁର: ଭିସୁଟର ୨ ପ୍ରଫେସର ନିଲମ୍ବିତ। ସେମାନଙ୍କ ନାଁରେ ଥିଲା ଅସଦାଚରଣ ଓ ନିର୍ଯାତନା ଅଭିଯୋଗ। ଆଭ୍ୟନ୍ତରୀଣ କମିଟିର ତଦନ୍ତ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜଣେ ପିଏଚଡି ଛାତ୍ରୀ ଓ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା ଉଭୟ ନିମ୍ବିତ…

ନିର୍ବାଚନ କମିଶନଙ୍କୁ ଖଡଗେଙ୍କ ଟାର୍ଗେଟ: କହିଲେ- ଏହା ନିର୍ବାଚନ ଜିତିବା ପାଇଁ ଲଢ଼େଇ ନୁହେଁ, ବରଂ ଗଣତନ୍ତ୍ରକୁ…

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଶୁକ୍ରବାର ନିର୍ବାଚନ କମିଶନ ଏବଂ ଶାସକ ଦଳ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଗଣତନ୍ତ୍ରର ମୂଳଦୁଆ ହେଉଛି ନିରପେକ୍ଷ ନିର୍ବାଚନ, କିନ୍ତୁ କ୍ଷମତା ସଞ୍ଚୟ ପାଇଁ ଅନୈତିକ ପଦ୍ଧତି ଅବଲମ୍ବନ କରାଯାଉଛି। ସେ ୧୫…

ଭୁଶୁଡ଼ିଲା ଦରଘାର ଛାତ; ୫ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ଶୁକ୍ରବାର ଅପରାହ୍ନରେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି। ହୁମାୟୁନଙ୍କ ମକବରା ପଛରେ ଥିବା ଫତେହ ଶାହଙ୍କ ଦରଘାର କାନ୍ଥ ଏବଂ ଛାତର ଏକ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ଦରଘା ଭିତରେ ଅନେକ ଲୋକ ଉପସ୍ଥିତ ଥିଲେ, ଯେଉଁମାନେ ଭଗ୍ନାବଶେଷ ତଳେ ଚାପି…

ଦୟାନଦୀରେ ବୁଡ଼ିଗଲେ ଅଷ୍ଟମ ଶ୍ରେଣୀର ୨ ଛାତ୍ର; ଜଣଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ଦୟା ନଦୀରେ ବୁଡ଼ିଗଲେ ଦୁଇ ଛାତ୍ର । ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି ।ଧଉଳି ଥାନା ନୂଆଗାଁ ଡାଲଖାଇ ଘାଟରେ ଗାଧାଉଥିବା ବେଳେ ବୁଡ଼ି ଯାଇଥିଲେ ଦୁଇ ଛାତ୍ର । ନିଖୋଜ ଛାତ୍ରଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।…

ମୁହଁରେ ସ୍ୱଦେଶୀ, ମନରେ ବିଦେଶୀ… ମୋଦିଙ୍କୁ ଅଖିଳେଶ ଯାଦବଙ୍କ ତାଚ୍ଛଲ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଧୀନତା ଦିବସ ଭାଷଣକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଟାର୍ଗେଟ। ମୋଦିଙ୍କ ଅଭିଭାଷଣରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ପ୍ରଶଂସା କରାଯାଇଥିଲା। ଏହା ଉପରେ ପ୍ରତିକ୍ରିୟା ଦେଇ ଅଖିଳେଶ ଯାଦବ ସଂଗଠନକୁ ଟାର୍ଗେଟ…

ଟାଟା ପାୱାର ନେତୃତ୍ୱାଧୀନ ଓଡିଶା ଡିସ୍‌କମ୍ ଗୁଡିକ ପକ୍ଷରୁ ‘ସୁରକ୍ଷା କବଚ’ ଆରମ୍ଭ

ଭୁବନେଶ୍ୱର: ସୁରକ୍ଷା ଏବଂ ପରିଚାଳନା ଉତ୍କର୍ଷ ପ୍ରତି ଅଟଳ ପ୍ରତିବଦ୍ଧତାକୁ ଦୋହରାଇ ଟାଟା ପାୱାର ନେତୃତ୍ୱାଧୀନ ଓଡିଶା ଡିସକମଗୁଡ଼ିକ ଏକ ପରିବର୍ତନଶୀଳ ଡିଜିଟାଲ୍ ସମାଧାନ ‘ସୁରକ୍ଷା କବଚ’ ଆରମ୍ଭ କରିଛନ୍ତି । ଏହି ପ୍ରଯୁକ୍ତି ସମ୍ବଳିତ ସୁରକ୍ଷା ପ୍ରାଚୀର ଓଡିଶାରେ ହାଇ ଟେନ୍‌ସନ୍…