Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କିସ୍ତୱାରରେ ବାଦଲ ଫଟା ବର୍ଷା: ୪୬ ଟପିଲା ମୃତ୍ୟୁ ସଂଖ୍ୟା, ଶତାଧିକ ନିଖୋଜ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କିସ୍ତୱାର ଜିଲ୍ଲାରେ ବାଦଲଫଟା ବର୍ଷା କାରଣରୁ ଏଠାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୬ ପାର ହୋଇଛି । ଏହି ଅଘଟଣରେ ଶତାଧିକ ଆହାତ ହୋଇଛନ୍ତି ଏବଂ ଅନେକ ନିଖୋଜ ରହିଛନ୍ତି । ତେବେ ଘଟଣା ସ୍ଥଳରେ ଉଦ୍ଧାର…

ଲାଲକିଲ୍ଲାରୁ ମୋଦିଙ୍କ ଅବିଭାଷଣ ସମୟରେ Mi-17 ହେଲିକପ୍ଟରରେ ଫରଫର ଉଡିଲା ‘ଅପରେସନ୍ ସିନ୍ଦୂର’ ପତାକା

ନୂଆଦିଲ୍ଲୀ: ସାରା ଦେଶରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରୁଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ପତାକା ଉତ୍ତୋଳନ କରିଥିଲେ ଏବଂ ଏହି ସମୟରେ ଭାରତୀୟ ବାୟୁସେନାର ଦୁଇଟି Mi-୧୭ ହେଲିକପ୍ଟର ଆକାଶରେ ଫୁଲ…

ଲାଲକିଲ୍ଲାରୁ ପାକିସ୍ତାନକୁ ମୋଦିଙ୍କ ଟାର୍ଗେଟ୍; ‘ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ’

ନୂଆଦିଲ୍ଲୀ: ୭୯ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ନିଜ ଅଭିଭାଷଣରେ ପାକିସ୍ତାନକୁ କଡା ଟାର୍ଗେଟ କରିଛନ୍ତି ମୋଦି । ସେ କହିଛନ୍ତି, ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ ।…

୭୯ତମ ସ୍ୱାଧୀନତା ଦିବସ: ଲାଲକିଲ୍ଲାରେ ତ୍ରୀରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ । ଏହାକୁ ନେଇ ସାରା ଦେଶରେ ଉତ୍ସବର ପରିବେଶ ରହିଛି । ସବୁଠି ଦେଶପ୍ରେମର ଭାବନା । ଦିଲ୍ଲୀରୁ ପଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା । କୋଣ ଅନୁକୋଣକୁ ଭାସି ଆସୁଛି ଜାତୀୟ ସଙ୍ଗୀତର ଧ୍ୱନୀ । ଏହି ଅବସରରେ ଦିଲ୍ଲୀର ଲାଲକିଲ୍ଲାରେ…

ଶ୍ରୀ ଭାଗବତ ସାର ୧୨୯: ଶ୍ରୀମଦ ଭାଗବତରେ ବର୍ଣ୍ଣିତ ଗୋପୀ ମାନଙ୍କ ଭକ୍ତି ହେଉଛି ଜ୍ଞାନଶୂନ୍ୟ ଭକ୍ତି ବା ଶୁଦ୍ଧାଭକ୍ତି

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣ୍ଣିତ ଗୋପୀ ମାନଙ୍କ ଭକ୍ତି ହେଉଛି ଜ୍ଞାନଶୂନ୍ୟ ଭକ୍ତି ବା ଶୁଦ୍ଧାଭକ୍ତି। ଏହି ଭକ୍ତିର ମୂଖ୍ୟ ଉପାଦାନ ହେଉଛି ଅନୁରାଗ, ସେଥିପାଇଁ ଏହା ପ୍ରେମ ଭକ୍ତି ରୂପେ ବିବେଚିତ ହୋଇଥାଏ। ଏଥିରେ ଜୀବ (ଗୋପୀ ଗଣ )ପରମ…

ଆତଙ୍କବାଦ ବିରୋଧରେ ବଡ ସଫଳତା; ନିଜ ଅଭିଭାଷଣରେ ‘ଅପରେସନ୍ ସିନ୍ଦୂର’କୁ ପ୍ରଶଂସା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ 'ଅପରେସନ୍ ସିନ୍ଦୂର'ର ସଫଳତାକୁ ନେଇ ଦେଶ ଏବଂ ସଶସ୍ତ୍ର ବାହିନୀର ପ୍ରଶଂସା କରି କହିଛନ୍ତି ଯେ ଏହା ଆତଙ୍କବାଦ ବିରୁଦ୍ଧରେ ହୋଇଥିବା ଏକ ଲଢେଇର ଉଦାହରଣ ଯାହାକି ସବୁଦିନ ପାଇଁ ଇତିହାସରେ ଲିପିବଦ୍ଧ ହୋଇରହିବ। ସ୍ୱାଧୀନତା ଦିବସର…

ନିମିଶା ପ୍ରିୟାଙ୍କ ପ୍ରତି କୌଣସି ବିପଦ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୟେମେନରେ ହତ୍ୟା ପାଇଁ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ ନର୍ସ ନିମିଶା ପ୍ରିୟାଙ୍କ ପ୍ରତି ବର୍ତ୍ତମାନ୍ କୌଣସି ବିପଦ ନଥିବା ଗୁରୁବାର ଦିନ କହିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲା ଉପରେ ଆଗାମୀ ଶୁଣାଣି ୮ ସପ୍ତାହ ପରେ କରାଯିବା ନେଇ କୋର୍ଟ କହିଛନ୍ତି। ସେ ୨୦୧୭ରେ ତାଙ୍କ…

ସ୍ୟାଣ୍ଡ ଆନିମେସନରେ ଅପରେସନ ସିନ୍ଦୂରର ବିଜୟ ଗାଥା

ପୁରୀ: ସ୍ୱାଧୀନତା ଦିବସକୁ ନେଇ ସାରା ଦେଶରେ ନାହିଁ ନଥିବା ଉତ୍ସାହ। ଏହାକୁ ପାଳନ କରିବା ପାଇଁ ସାରା ଦେଶରେ ହୋଇଚି ବ୍ୟାପକ ପ୍ରସ୍ତୁତି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୭୯ତମ ସ୍ୱାଧିନତା ଦିବସ ଉପଲକ୍ଷ ବାଲୁକା ସ୍ୟାଣ୍ଡ ଆନିମେସନ ପ୍ରସ୍ତୁତ କରିଛନ୍ତି। ଏହି ସ୍ୟାଣ୍ଡ…

ମେଟ୍ରୋ ପ୍ରକଳ୍ପକୁ ନେଇ ସରକାର ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି: ବିଜେଡି

ଭୁବନେଶ୍ୱର: ମେଟ୍ରୋ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଦେଇଥିବା ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜୁ ଜନତା ଦଳ। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ…

ଆକ୍ସନ ମୋଡ଼ରେ ଏସଟିଏଫ୍: ଆନ୍ତଃରାଜ୍ୟ ନିଶା ସିଣ୍ଡିକେଟ୍ ରୋକିବାକୁ ସ୍ପେଶାଲ ଅପରେସନ ଆରମ୍ଭ

ଭୁବନେଶ୍ୱର: ଆନ୍ତଃରାଜ୍ୟ ନିଶା ସିଣ୍ଡିକେଟ୍ ରୋକିବାକୁ ଏସଟିଏଫ୍ (STF)ର ବଡ଼ ପଦକ୍ଷେପ। ଏନେଇ ରାଜ୍ୟରେ ୨ ଦିନ ହେବ ମାରାଥନ ରେଡ୍। ସରକାରଙ୍କ ନିର୍ଦ୍ଦେଶ ପରେ ସମସ୍ତ ଜିଲ୍ଲା ଏସ୍‌ପିଙ୍କ ନେତୃତ୍ୱରେ ରେଡ୍‌ ଆରମ୍ଭ ହୋଇଛି। ବିଭିନ୍ନ ଖଟି, ଦୋକାନ, ବସ୍ତିରେ ସାଦା ପୋଷାକଧାରୀ ପୋଲିସ ମୁତୟନ…