Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଏମ୍‌ସି ପକ୍ଷରୁ ଆରମ୍ଭ ହେଲା ବୁଲାକୁକୁର ଗଣନା ; ଭୋର୍ ୫ଟାରୁ ଗଣତି….

ଭୁବନେଶ୍ବର: ପ୍ରଥମ ଥର ପାଇଁ ବୁଲାକୁକୁର ଗଣନା ଭୁବନେଶ୍ବରରେ ଆରମ୍ଭ ହେଲା । ଗୁରୁବାର ଠାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ କୁକୁର ଘଣନା ଆରମ୍ଭ ହୋଇଛି । ଗୁରୁବାର ଭୋର ୫ଟା ରୁ ବିଏମସି ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ବିଭିନ୍ନ ୱାର୍ଡ ଏବଂ ଗଳିକନ୍ଦିରେ ବୁଲତ କୁକୁର…

6G Coming: ଭାରତରେ 6G ସେବା ହେବ ଆରମ୍ଭ; ଗାଁରୁ ସହର ପର୍ଯ୍ୟନ୍ତ ମିଳିବ ସୁପରଫାଷ୍ଟ ଇଣ୍ଟରନେଟ୍

ନୂଆଦିଲ୍ଲୀ:ଭାରତ 6G କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IIT ହାଇଦ୍ରାବାଦ ଭାରତର 6G ପ୍ରଯୁକ୍ତିବିଦ୍ୟା ଯାତ୍ରାର ନେତୃତ୍ୱ ନେଉଛି। ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଏବଂ ବିଭାଗ ସହିତ ମିଳିତ ଭାବରେ, IIT ହାଇଦ୍ରାବାଦ 7 GHz ବ୍ୟାଣ୍ଡରେ 6G ପ୍ରୋଟୋଟାଇପ୍ ସଫଳତାର ସହ ପରୀକ୍ଷଣ…

Chia seeds: ଏହି ଲୋକମାନେ ଭୁଲରେ ମଧ୍ୟ ଚିଆ ସିଡ୍ ଖାଆନ୍ତୁ ନାହିଁ…

ଭୁବନେଶ୍ବର:ସୁସ୍ଥ ରହିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଡାଏଟ୍ ଅନୁସରଣ କରନ୍ତି। ଆଜିକାଲି ଚିଆ ସିଡ୍ ଅନେକ ଖାଉଛନ୍ତି । ଏହା ଶରୀର ପାଇଁ ବହୁତ ଲାଭଦାୟକ, ଓଜନ ହ୍ରାସ କରିବାରେ ସାହାଯ୍ୟ କରିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଲାଭ ପର୍ଯ୍ୟନ୍ତ। ଅଧିକାଂଶ ଲୋକ ଚିଆ ସିଡକୁ…

ଆସନ୍ତା ୨୩ରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହେବ: ଅରବିନ୍ଦ ପାଢୀ

ପୁରୀ: ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ମାହେନ୍ଦ୍ର ବେଳାରେ ଅସ୍ଥାୟୀ ରତ୍ନଭଣ୍ଡାର ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ହେବ । ସେହିଦିନ ଭୋର ୪ଟା ରେ ଶ୍ରୀମନ୍ଦିର ଦ୍ଵାର ଫିଟିବ । ସର୍ବସାଧାରଣ ଦର୍ଶନ ନେଇ କଟକଣା ରହିବ। ପାଳିଆ ସେବାୟତଙ୍କୁ ପାସ୍ ଦିଆଯିବ ।…

୧୦ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଅବକାରୀ ବିଭାଗକୁ ବଡ଼ ସଫଳତା । ନିଶା ବେପାରୀମାନଙ୍କ ଠାରୁ ୧୦୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାବେଳେ, ୨ ଜଣ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି । ଏହା ସହ ସେମାନଙ୍କ ନିକଟରୁ ଦୁଇଟି ବାଇକ୍‌, ପାଞ୍ଚ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ…

ବୃଦ୍ଧାଶ୍ରମରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର କରି ଜନ୍ମଦିନ ପାଳିଲେ ବିଧାୟକ ଆକାଶ ଦାସନାୟକ

ଭୁବନେଶ୍ୱର: ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ତଥା ବିଧାୟକ ଆକାଶ ଦାସ ନାୟକ ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳିଛନ୍ତି । ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଅନାଥ ଆଶ୍ରମର କୁନି କୁନି ପିଲା, ସେବାଶ୍ରମର ଅନ୍ତେବାସୀ, ମୁକବଧୀର ବିଦ୍ୟାଳୟର ଛାତ୍ରଛାତ୍ରୀ, ବୃଦ୍ଧାଶ୍ରମର…

ଏମ୍ସ ଭୁବନେଶ୍ୱରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦ୍‌ଘାଟିତ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ବରରେ ଆଜି ମହିଳାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ସାମଗ୍ରୀକ ସଶକ୍ତିକରଣ ଉପରେ କେନ୍ଦ୍ରିତ ଏକ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଏବଂ ସ୍କ୍ରିନିଂ ଅଭିଯାନ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦ୍ଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ…

Truck-Car Collision: ବାଲି ବୋଝେଇ ଟ୍ରକ୍ – କାର ମଧ୍ୟରେ ଧକ୍କା; ଗୋଟିଏ ପରିବାରର ୭ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ବୁଧବାର ଦିନ ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଏକ ଟ୍ରକ୍-କାର ଧକ୍କାରେ ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ପୋଲିସର ସୂଚନା ଅନୁଯାୟୀ, ସଙ୍ଗମ ମଣ୍ଡଳ ନିକଟରେ ଦୁର୍ଘଟଣାଟି ଘଟିଥିଲା ​​ଯେତେବେଳେ…

ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ମାମଲା ମୋତେ ମର୍ମାହତ କରିଛି: ନବୀନ ପଟ୍ଟନାୟକ

ଭୁବନେଶ୍ବର: ନିଖୋଜ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ଆଜି ପୋତା ହୋଇଥିବା ଅବସ୍ଥାରେ କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ଏକ ଜଙ୍ଗଲରୁ ମିଳିଛି । ଏହି ଖବର ସାମ୍ନାକୁ ଆସିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସ ରେ ପୋଷ୍ଟ…

ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ: ଓଡିଶାର ଦେଢ କୋଟି ମହିଳା ହେବେ ଉପକୃତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଧାର୍‌ ଠାରେ ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନର ଦେଶବ୍ୟାପୀ ଶୁଭାରମ୍ଭ କରିଛନ୍ତି । ମହିଳାମାନଙ୍କ ସ୍ୱାସ୍ଥ୍ୟ, ପୋଷଣ ଉପରେ ଫୋକସ ହୋଇଥିବା ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ…