Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ଭାରତୀୟ ନାଗରିକତାର ପ୍ରମାଣ ହୋଇପାରିବ ନାହିଁ ଆଧାର, ପ୍ୟାନ୍ କିମ୍ବା ଭୋଟର ପରିଚୟପତ୍ର’

ନୂଆଦିଲ୍ଲୀ: ଆପଣ ଭାରତର ନାଗରିକ କି ନାହିଁ, ତାହା ଆଧାର, ପ୍ୟାନ୍ କିମ୍ବା ଭୋଟର ପରିଚୟପତ୍ର ଦ୍ବାରା ପ୍ରମାଣିତ ହୋଇପାରିବ ନାହିଁ ।  ଏନେଇ ସ୍ପଷ୍ଟ କରିଛନ୍ତି ବମ୍ବେ ହାଇକୋର୍ଟ । କେବଳ ଆଧାର କାର୍ଡ, ପାନ କାର୍ଡ କିମ୍ବା ଭୋଟର ପରିଚୟପତ୍ର ରଖିବା ଦ୍ୱାରା କେହି ଜଣେ ଭାରତୀୟ ନାଗରିକ…

ଯାତ୍ରୀଙ୍କ ପାଇଁ ଖୁସି ଖବର: ପୁରୀରୁ ରାଜସ୍ଥାନକୁ ଗଡ଼ିବ ଟ୍ରେନ, ମହୋଦଧି ସହ ଯୋଡି ହେବ ମରୁଭୂମି

ପୁରୀ: ପୁରୀରୁ ରାଜସ୍ଥାନକୁ ସିଧାସଳଖ ଗଡ଼ିବ ଟ୍ରେନ। ମହୋଦଧି ସହ ଯୋଡ଼ି ହେବ ମରୁଭୂମି। ବଙ୍ଗୋପସାଗର ଅଞ୍ଚଳ ସହ ଯୋଡି ହେବ ରାଜସ୍ଥାନର ଥର୍ ମରୁଭୂମି। ଏଭଳି ଏକ ଐତିହାସିକ ପଦକ୍ଷେପ ନେଇଛି ଭାରତୀୟ ରେଳବାଇ। ଓଡିଶା ଓ ରାଜସ୍ଥାନ ମଧ୍ୟରେ ସାଂସ୍କୃତିକ ଓ ଅର୍ଥନୈତିକ ଅବିବୃଦ୍ଧି ପାଇଁ ପୁରୀ…

ବନ୍ଦ ହେଇଯିବ ମାଇକ୍ରୋସଫ୍ଟ ଲେନ୍ସ ଆପ୍;କମ୍ପାନୀ ୟୁଜରଙ୍କୁ ଏହି ଆପ୍ ବ୍ୟବହାର ପାଇଁ ଦେଲା ପରାମର୍ଶ

ନୂଆଦିଲ୍ଲୀ: ଡକ୍ୟୁମେଣ୍ଟ ସ୍କାନ କରିବା ପାଇଁ ବ୍ୟବହୃତ ମାଇକ୍ରୋସଫ୍ଟର ଲୋକପ୍ରିୟ ଆପ୍ - ମାଇକ୍ରୋସଫ୍ଟ ଲେନ୍ସ ବନ୍ଦ ହେବାକୁ ଯାଉଛି। ଆଣ୍ଡ୍ରଏଡ୍ ସହିତ, ଆପଲ୍ ବ୍ୟବହାରକାରୀମାନେ ମଧ୍ୟ ଏବେ ଏହି ଆପ୍ ବ୍ୟବହାର କରିପାରିବେ ନାହିଁ। କମ୍ପାନୀ ସେପ୍ଟେମ୍ବର ୧୫ ତାରିଖରୁ ଆପ୍ ବନ୍ଦ କରିବା…

କେନ୍ଦୁଝର ଡିଏମଏଫରେ ଅନିୟମିତତା: ପ୍ରକଳ୍ପ ଅନୁମୋଦନ ପୂର୍ବରୁ ଟେଣ୍ଡର ଆହ୍ଵାନ ଅଭିଯୋଗ

ଭୁବନେଶ୍ୱର: କେନ୍ଦୁଝରର ଡିଷ୍ଟ୍ରିଟ୍ ମିନେରାଲ ଫାଉଣ୍ଡେସନ (ଡିଏମଏଫ) ବା ଜିଲ୍ଲା ଖଣିଜ ଫାଉଣ୍ଡେସନରେ ଅନିୟମିତତା ଓ ବେଆଇନ୍ ଆର୍ଥିକ କାରବାରର ଅଭିଯୋଗ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ପ୍ରକଳ୍ପଗୁଡିକର ଅନୁମୋଦନ ବା ମଞ୍ଜୁରୀ ପୂର୍ବରୁ ଟେଣ୍ଡର ଆହ୍ଵାନ କରାଯାଇଛି। ପୂର୍ବତନ ବିଧାୟକ…

ବିରୋଧୀଙ୍କ ଅସ୍ତ୍ର ବିହାରର ମିନ୍ତା ଦେବୀ….୩୫ ଜାଗାରେ ବୟସ ପଡିଲା ୧୨୪, ଖୋଦ୍ ମିନ୍ତା କହିଲେ….

ନୂଆଦିଲ୍ଲୀ: ଏବେ ଭୋଟର ଜାଲିଆତି ନେଇ ବିରୋଧୀଙ୍କ ଗର୍ଜନରେ ଉଠୁଛି ପଡୁଛି ଦିଲ୍ଲୀରୁ ପଲ୍ଲୀ । ବିଶେଷ କରି ବିହାର ନିର୍ବାଚନରେ ଏସଆଇଆର ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ନେତା । ବିହାରର ସିୱାନ ଜିଲ୍ଲାର ଜଣେ ବାସିନ୍ଦା ମିନ୍ତା ଦେବୀଙ୍କ ବୟସକୁ ନେଇ ରାଜନୈତିକ ହଙ୍ଗାମା ଚାଲିଛି ।…

ମୁନିର, ବିଲାୱାଲ ପରେ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦୌରାତ୍ମ୍ୟ, ଭାରତକୁ ଦେଲେ ଧମକ…

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଯେଉଁ ପ୍ରକାରର ପଦକ୍ଷେପ ନେଇଛି ସେଥିରେ ପାକିସ୍ତାନ ରକ୍ତର ଚାଉଳ ଚୋବାଉଛି । ପାକିସ୍ତାନ ଭାରତ ବିଷୟରେ ନିରନ୍ତର ଅବାନ୍ତର ବୟାନ ଦେଉଛି । ପ୍ରଥମେ ସେନା ମୁଖ୍ୟ ଆଉ, ପୂର୍ବତନ ବୈଦେଶିକ ମନ୍ତ୍ରୀ ଭାରତକୁ ଲଗାତାର ଧମକ ଦେଉଥିବା ବେଳେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପ୍ରଭାବରେ ୧୫ ତାରିଖ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଉତ୍ତର ଆନ୍ଧ୍ର ଓ…

ଡିଆରଡିଓରେ ଚାକିରୀ, ହେଲେ କାମ ପାକିସ୍ତାନୀ ଗୁପ୍ତଚର, ବନ୍ଧା ହେଲେ… 

ନୂଆଦିଲ୍ଲୀ: ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ପ୍ରତିଷ୍ଠାନ ମଧ୍ୟରୁ ଗୋଟିଏ ଡିଆରଡିଓରେ ଅତିଥି ଗୃହ ପରିଚାଳକ ମହେନ୍ଦ୍ର ପ୍ରସାଦଙ୍କୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ଗୁପ୍ତଚର କାର୍ଯ୍ୟ କରିବା ଅଭିଯୋଗରେ ଗିରଫ କରାଯାଇଛି। ମହେନ୍ଦ୍ର ପ୍ରସାଦ ଚନ୍ଦନ ଫିଲ୍ଡ ଫାୟାରିଂ ରେଞ୍ଜ…

ଆମେରିକାରୁ ଫେରୁଛନ୍ତି ଭାରତୀୟ: ଡରାଉଛି ଦେଶାନ୍ତର ହେବାର ଭୟ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ପୁନର୍ବାର କ୍ଷମତାକୁ ଆସିବା ପରଠାରୁ ସେଠାରେ ରହୁଥିବା ଅନ୍ୟ ଦେଶର ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଥମେ ଭିଜା ସମ୍ବନ୍ଧୀୟ ନିୟମ କଠୋର କରାଯାଇଥିଲା। ଏବେ ସେଠାରେ ରହୁଥିବା ଭାରତୀୟମାନଙ୍କୁ ଦେଶାନ୍ତର ପାଇଁ ନୋଟିସ…

ଜଣେ ମଧୁମେହ ରୋଗୀଙ୍କ ଠାରେ ଡିପ୍ରେସନର ଆଶଙ୍କା କାହିଁକି ବଢ଼ିଯାଏ?

ଭୁବନେଶ୍ବର: ମଧୁମେହ କେବଳ ରକ୍ତ ଶର୍କରାକୁ ପ୍ରଭାବିତ କରୁଥିବା ଏକ ରୋଗ ନୁହେଁ, ବରଂ ଏହା ରୋଗୀଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇପାରେ। ଗବେଷଣାରୁ ଜଣାପଡିଛି ଯେ ମଧୁମେହ ରୋଗୀଙ୍କଠାରେ ସାଧାରଣ ଲୋକଙ୍କ ତୁଳନାରେ ଅବସାଦର ଆଶଙ୍କା ପ୍ରାୟ ଦୁଇଗୁଣ ଅଧିକ ଥାଏ। ଏହା…