Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏଣିକି ଆମ ବସରେ ଯାତ୍ରା କରିବେ କ୍ରୁଟ୍ ଅଧିକାରୀ, ଯାତ୍ରୀଙ୍କ ନେବେ ମତାମତ

ଭୁବନେଶ୍ୱର: ଏଣିକି ସପ୍ତାହକୁ ୨ ଥର ଆମ ବସରେ ଯାତ୍ରା କରିବେ କ୍ରୁଟ୍ ଅଧିକାରୀ। ଆଉ ଡ୍ରାଇଭରଙ୍କ ପାଖରେ ବସି ଯାତ୍ରୀଙ୍କ ନେବେ ମତାମତ। ଏନେଇ କ୍ରୁଟ ପକ୍ଷରୁ ସୂଚନା ଜାରି ହୋଇଛି। ଆମ ବସ୍ ସେବାରେ ସାଧାରଣ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତା ବୃଦ୍ଧି ନେଇ କ୍ରୁଟ୍ ପକ୍ଷରୁ ଏପରି…

ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା, ମାଟି ତଳୁ ଉଦ୍ଧାର ହେଲା ୪୪ କିଲୋ ଆଇଇଡି

ରାଉରକେଲା: ସୁରକ୍ଷା ବାହିନୀଙ୍କୁ ପୁଣି ଏକ ବଡ଼ ସଫଳତା। ମାଟିତଳୁ ବିପୁଳ ପରିମାଣର ବିସ୍ଫୋରକ କଲେ ଜବତ। ଓଡ଼ିଶା-ଝାଡ଼ଖଣ୍ଡ ସୀମା ସରାଇକେଲା ଓ ସରଣ୍ଡା ଜଙ୍ଗଲ ମାଟି ତଳୁ ଉଦ୍ଧାର ହେଲା ୪୪ କିଲୋ ଆଇଇଡି। IED ଜବତ କଲା ମିଳିତ ସୁରକ୍ଷା ବାହିନୀ। ଏକ ପ୍ଲାଷ୍ଟିକ କଣ୍ଟେନରରେ ମାଟି ତଳେ…

ଘାଟି ତଳକୁ ଖସିଲା ସିଆରପିଏଫ୍ ଗାଡି: ୨ ଯବାନ ମୃତ, ଅନେକ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀର ଉଧମପୁର ଜିଲ୍ଲାରେ ଯବାନଙ୍କ ଗାଡ଼ି ଦୁର୍ଘଟଣା। ବସନ୍ତଗଡ଼-କାଣ୍ଡଭା ରାସ୍ତାରେ ଘାଇକୁ ଓଲଟିଲା ଗାଡ଼ି। ୨ CRPF ଯବାନ ମୃତ, ୧୨ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସର ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସମସ୍ତ ଆହତଙ୍କୁ ଚିକିତ୍ସା…

ବିଜେଡିର ହରତାଳ ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍: ଅର୍ଥ ଲାଳସା ଦେଇ ମତ ବଦଳାଯାଉଛି

ପୁରୀ: ବଳଙ୍ଗା ନାବାଳିକାଙ୍କୁ ନ୍ୟାୟ ଦାବିରେ ପୁରୀ ଜିଲ୍ଲା ବିଜେଡ଼ି ପକ୍ଷରୁ ଆଜି ୬ ଘଣ୍ଟିଆ ପୁରୀ ବନ୍ଦ ପାଳନ କରାଯାଉଛି। ସକାଳୁ ସକାଳୁ ବିଜେଡି ନେତା କର୍ମୀ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ଫଳରେ ଦୋକାନ ବଜାର ବନ୍ଦ ରହିଛି। ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଥିବା ବେଳେ ପୁରୀ ବନ୍ଦ…

ଜଷ୍ଟିସ୍ ବର୍ମାଙ୍କୁ ବଡ଼ ଝଟକା: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ….

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ସମୟରେ ଜଷ୍ଟିସ୍ ବର୍ମା ତାଙ୍କ ଘରୁ ମିଳିଥିବା ପୋଡା ଟଙ୍କା ମାମଲାରେ ତଦନ୍ତ କମିଟିର ରିପୋର୍ଟକୁ ଅବୈଧ ଘୋଷଣା…

ଆତଙ୍କୀ ପ୍ରେମରେ ଉବୁଟୁବୁ ଆମେରିକା, ଏପଟେ ଭାରତ ସହ ବଢୁଛି ଦୂରତା!

ନୂଆଦିଲ୍ଲୀ: ଗୋଟିଏ ପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ବିରୁଦ୍ଧରେ ଏକ ଶୁଳ୍କ ଯୁଦ୍ଧ ଚଳାଇଛନ୍ତି, ଅନ୍ୟପଟେ, ପାକିସ୍ତାନ ପ୍ରତି ତାଙ୍କର ପ୍ରେମ ବୃଦ୍ଧି ପାଉଥିବା ପରି ମନେ ହେଉଛି । ପାକିସ୍ତାନୀ ପ୍ରଶାସନିକ ଅଧିକାରୀଙ୍କ ଘନ ଘନ ଆମେରିକା ଗସ୍ତ ଏନେଇ ବଡ ବାର୍ତ୍ତା ଦେଉଛି…

ଚଳଚ୍ଚିତ୍ର ‘ଇସ୍କ ଟ୍ରାଫିକ’ର ମ୍ୟୁଜିକ ରିଲିଜ; ସେପ୍ଟେମ୍ବରରେ ମୁକ୍ତିଲାଭ…

ଭୁବନେଶ୍ବର: ଗ୍ରୀନ ଚିଲିଜ ଏଣ୍ଟରଟେନମେଣ୍ଟ ନିବେଦିତ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଇସ୍କ ଟ୍ରାଫିକ'ର ସଙ୍ଗୀତ ଲୋକାର୍ପିତ ହୋଇଯାଇଛି।'ଆମର ମ୍ୟୁଜିକ'ରେ ମୁକ୍ତିଲାଭ କରିଥିବା ଏହାର ସଙ୍ଗୀତକୁ ହୋଟେଲ ଏଚଏଚଆଇ ରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଲୋକାର୍ପିତ କରାଯାଇଥିଲା। ଏଥିରେ ସଙ୍ଗୀତ…

ଶୁଳ୍କ ଆଟାକ୍ ପରେ ଟ୍ରମ୍ପଙ୍କୁ କଡା ଜବାବ ଦେଲେ ମୋଦି, ସିଧା କହିଦେଲେ ନଇଁବୁ ନାହିଁ, ‘କୃଷକଙ୍କ ସ୍ବାର୍ଥ…

ନୂଆଦିଲ୍ଲୀ: ୫୦% ଟାରିଫ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଉପଯୁକ୍ତ ଜବାବ ଦେଇଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁଁ ଚାଷୀଙ୍କ ସ୍ୱାର୍ଥ ସହିତ ସାଲିସ୍ କରିବି ନାହିଁ। ଆମର ଚାଷୀଙ୍କ ସ୍ୱାର୍ଥ ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା।…

ପଟ୍ଟାମୁଣ୍ଡାଇ ଘଟଣା: ବଦଳିଲେ ଗ୍ରାମାଞ୍ଚଳ ଥାନା ଏଏସ୍ଆଇ; ନିରପେକ୍ଷ ତଦନ୍ତ ପାଇଁ..

କେନ୍ଦ୍ରାପଡା:ପଟ୍ଟାମୁଣ୍ଡାଇରେ ଘର ଭିତରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସ୍‌ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ । ASIଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କଲେ କେନ୍ଦ୍ରାପଡ଼ା ଏସପି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କଲେ…