Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଧେ ରାଧେ କହିବାରୁ ଚିଡିଗଲେ ପ୍ରଧାନଶିକ୍ଷକ: ମାଡ ମାରି ମୁହଁରେ ଲଗାଇଲେ ସେଲୋଟେପ୍…..

ରାୟପୁର: ଜଣେ ନର୍ସରୀ ଛାତ୍ରୀ ରାଧେ ରାଧେ ସମ୍ବୋଧନ କରିବାରୁ ରାଗିଗଲେ ପ୍ରଧାନଶିକ୍ଷକ । ସିଧା ମାଡ ବସାଇଦେଲେ, ଏମିତିକି ୧୫ ମିନିଟ୍ ପାଇଁ ତା ପାଟିରେ ଟେପ୍ ଲଗାଇ ଅଙ୍ଗୁଳି ଦେଇ ବସିବା ପାଇଁ ଦଣ୍ଡିତ କରିଥିଲେ । ଘଟଣା ଏବେ ଭାଇରାଲ ହେବା ପରେ ପ୍ରଧାନଶିକ୍ଷକଙ୍କୁ ବାନ୍ଧିଛି ପୋଲିସ୍ ।…

ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ସିଡବ୍ଲ୍ୟୁସି ଗିରଫ

ଜଗତସିଂହପୁର: ଜଗତସିଂହପୁରରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ସିଡବ୍ଲ୍ୟୁସି ଭାବରେ କାର୍ଯ୍ୟରତ ବିବେକାନନ୍ଦ ବଳ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗତ ସାତ ମାସ ଧରି ଜଣେ ୨୫ ବର୍ଷୀୟ ମହିଳାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେହି…

କ’ଣ ସତରେ ରୁଷରୁ ତେଲ କିଣିବେନି ଭାରତୀୟ କମ୍ପାନୀ?, ଟ୍ରମ୍ପଙ୍କ ବୟାନ ପରେ ଆସିଲା ଭାରତର ପ୍ରତିକ୍ରିୟା….

ନୂଆଦିଲ୍ଲୀ: ବର୍ତ୍ତମାନ ଆମେରିକା ସହ ଶୁଳ୍କ ଟେନସନ ମଧ୍ୟରେ ଗତକାଲି ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ କୁହାଯାଇଛି ଯେ ଭାରତର ଅନେକ ସରକାରୀ ତୈଳ ରିଫାଇନାରୀ ରୁଷରୁ ଅଶୋଧିତ ତେଲ କିଣିବା ବନ୍ଦ କରିଦେଇଛନ୍ତି। ଭାରତର କିଛି ସରକାରୀ କମ୍ପାନୀଗୁଡ଼ିକ ଗତ ସପ୍ତାହରୁ ଅଶୋଧିତ ତେଲ ଆମଦାନୀ…

ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ, ୨୦ ତମ କିସ୍ତି ପ୍ରଦାନ କଲେ ମୋଦି….

ନୂଆଦିଲ୍ଲୀ/ଭୁବନେଶ୍ବର: ଚାଷୀଙ୍କ ଖାତାକୁ ଗଲା ପିଏମ କିଷାନର ୨୦ ତମ କିସ୍ତି । ବାରଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିବିଟି ଜରିଆରେ ମୋଟ୍ ୯ କୋଟି ୭୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା । ସେହିପରି ଓଡିଶାରୁ ୩୪ ଲକ୍ଷ ୮୫ ହଜାର…

କେମିତି ଘଟିଥିଲା ଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା?, ସଂସଦରେ ଉତ୍ତର ରଖିଲେ ରେଳମନ୍ତ୍ରୀ….

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃଆରୀ ୧୫ ତାରିଖରେ ନୂଆ ଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ ୧୮ ଜଣଙ୍କ ଜୀବନ ଯାଇଥିଲା । ଏହାର ତଦନ୍ତ ରିପୋର୍ଟ ଏବେ ଉଚ୍ଚସ୍ତରୀୟ କମିଟି ଦ୍ୱାରା ଉପସ୍ଥାପିତ ହୋଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ରାଜ୍ୟସଭାରେ ଏହି ଉଚ୍ଚସ୍ତରୀୟ ତଦନ୍ତ ରିପୋର୍ଟ ଉଲ୍ଲେଖ…

ଟ୍ରମ୍ପଙ୍କୁ ମିଳିବା ଦରକାର କି ନୋବେଲ ଶାନ୍ତି ପୁରସ୍କାର?, କ’ଣ କହିଲା ଭାରତ……

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ କି?, ସାରା ବିଶ୍ୱରେ ଏବେ ଏହି ବିତର୍କ ଆରମ୍ଭ ହୋଇଥିବା ବେଳେ ଏଥିରେ ହ୍ବାଇଟ ହାଉସ୍ ଭାରତ ପାକିସ୍ତାନ ଯୁଦ୍ଧବିରତି ପାଇଁ ଟ୍ରମ୍ପଙ୍କୁ ନୋବେଲ୍ ପୁରସ୍କାର ମିଳିବା ଦରକାର ବୋଲି ଦାବି…

ବାରମ୍ବାର ଆଣ୍ଟିବାୟୋଟିକ୍ ସେବନ ରୋଗ ପ୍ରତିରୋଧକ ଶକ୍ତିକୁ କରେ ଦୁର୍ବଳ !

ଭୁବନେଶ୍ବର:ସାଧାରଣତଃ ଭାଇରାଲ୍ ସଂକ୍ରମଣରେ ଆଣ୍ଟିବାୟୋଟିକ୍ ଆବଶ୍ୟକ ହୁଏ ନାହିଁ କାରଣ ଏହା ଭାଇରସକୁ ପ୍ରଭାବିତ କରେ ନାହିଁ। ତଥାପି, ଲୋକମାନେ ନଜାଣି ସେଗୁଡ଼ିକୁ ନିଅନ୍ତି ଯାହା ରୋଗ ପ୍ରତିରୋଧକ ଶକ୍ତି ପାଇଁ ବିପଦପୂର୍ଣ୍ଣ ହୋଇପାରେ। ଯଦି ଆପଣ ବାରମ୍ବାର ଆଣ୍ଟିବାୟୋଟିକ୍ ନିଅନ୍ତି,…

ପାକିସ୍ତାନରୁ ଫେରିବେ ପହଲଗାମ ଆକ୍ରମଣ ପରେ ଦେଶ ଛାଡିବାକୁ ପଡିଥିବା ଏହି ଭାରତୀୟ ମହିଳା

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ ନିର୍ବାସିତ ହୋଇଥିବା ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ୬୩ ବର୍ଷୀୟା ପତ୍ନୀ ରକ୍ଷନ୍ଦା ରଶିଦଙ୍କୁ ଜମ୍ମୁ ଓ କାଶ୍ମୀର ହାଇକୋର୍ଟ ଭାରତ ଫେରିବାକୁ ଅନୁମତି ଦେଇଛନ୍ତି। ୩୦ ଜୁଲାଇରେ ହାଇକୋର୍ଟର ନିଷ୍ପତ୍ତି ପରେ, ତାଙ୍କୁ ଭାରତ…

‘ଭଲ’….ଭାରତ ରୁଷରୁ ତେଲ ନ କିଣିବା ଚର୍ଚ୍ଚାକୁ ସ୍ବାଗତ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଏବଂ ଶୁଳ୍କକୁ ନେଇ ହଙ୍ଗାମା ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବି ରୁଷ ଏବଂ ଭାରତ ସମ୍ପର୍କକୁ ନେଇ ଏବେ ଭାରତ ଉପରେ ଖପ୍ପା ଅଛନ୍ତି। ଏହାରି ଭିତରେ ଟ୍ରମ୍ପ ଭାରତ ରୁଷରୁ ତେଲ ନକିଣିବା ଚର୍ଚ୍ଚାରେ ନିଜର ବୟାନ…

ବ୍ରହ୍ମପୁରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ବ୍ରହ୍ମପୁର: ବ୍ରହ୍ମପୁରରେ ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକ ଆହତ ହୋଇଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପିତାତଳି ନକିଟରେ ଏନକାଉଣ୍ଟର ହୋଇଛି। ସୂଚନା ଅନୁସାରେ ସୁନୀଲ ନହାକ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଥିଲା ପୋଲିସ। ତାର ବାମଗୋଡରେ ଗୁଳି…