Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସ୍କୁଲ ପିଲା ଅଣ୍ଡା ନଖାଇଲେ ମିଳିବ ଫଳ

ଭୁବନେଶ୍ବର:ଏଣିକି ଯେଉଁ ଛାତ୍ରଛାତ୍ରୀ ଆମିଷ ଖାଉନଥିବେ ସେମାନଙ୍କୁ ଅଣ୍ଡା ବଦଳରେ ଫଳ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଶିଶୁ ବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ମିଡ୍ ଡେ ମିଲରେ ମିଳିବ ଫଳ । ପିଏମ୍‌ ପୋଷଣ ସ୍କିମ୍‌ରେ ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଏ…

ସ୍କୁଲ ମଧ୍ୟାହ୍ନ ଭୋଜନରେ ଝିଟିପିଟି, ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗ୍ରାମରେ ଅଘଟଣ । ଉକ୍ତ ଗ୍ରାମରେ ଥିବା ଉଚ୍ଚ ବିଦ୍ୟାଳୟରେ ଝିଟିପିଟି ପଡିଥିବା ମଧ୍ୟାହ୍ନଭୋଜନ ଖାଇବା ପରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ତେବେ…

ଆସିଲା ରାୟ; ପ୍ରଜ୍ୱଳ ରେଭନ୍ନାକୁ ଆଜୀବନ କାରାଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା

ବେଙ୍ଗାଲୁରୁ: ଜନତା ଦଳ (ସେକ୍ୟୁଲର)ର ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭନ୍ନାକୁ ଆଜୀବନ କାରାଦଣ୍ଡ । ତାର ଘରୋଇ ସହାୟିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ପ୍ରଜ୍ୱଳ ରେଭନ୍ନାକୁ ଦଣ୍ଡିତ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ାଙ୍କ ନାତି…

ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ;୬୩୮୭ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ବର:ଅବସରପ୍ରାପ୍ତ ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି । ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ ସହ ସଂସ୍କୃତ ଟୋଲ୍‌ ସ୍କୁଲରେ ମିଳିବ ନିଯୁକ୍ତି । ଏନେଇ ବିଦ୍ୟାଳୟରେ ନିଯୁକ୍ତି ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ…

ଭୋଟ୍ ଚୋରି…ଦିଲ୍ଲୀରୁ ପାଟନା ଘମାସାନ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ବନାମ ରାହୁଲ ଗାନ୍ଧୀ । କେତେ ସତ ଭୋଟ୍ ଚୋରି ଅଭିଯୋଗ? ନିର୍ବାଚନ କମିଶନଙ୍କ ଉପରେ କେଉଁ ଆଟମ ବମ୍ ପକାଇବେ ରାହୁଲ? ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟ୍ ଚୋରିକୁ ନେଇ ନିର୍ବାଚନ କମିଶନଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଉଛନ୍ତି । ମଧ୍ୟପ୍ରଦେଶରୁ…

ଆମେରିକା ଓ ଋଷ ମଧ୍ୟରେ ଆରମ୍ଭ ହେବ କି ପରମାଣୁ ଯୁଦ୍ଧ?

ନୂଆଦିଲ୍ଲୀ: ତେଜିଲାଣି ଆମେରିକା ଋଷ କଳି । ଆରମ୍ଭ ହେବ କି ପରମାଣୁ ଯୁଦ୍ଧ? ମେଡଭେଡେଭଙ୍କ ବୟାନ ପରେ ଟ୍ରମ୍ପ ମୁତୟନ କଲେ ପରମାଣୁ ବୁଡ଼ାଜାହାଜ । ଋଷ ବି କଲାଣି ପ୍ରସ୍ତୁତି । ଅଗଷ୍ଟ ୧ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତିକୁ ନେଇ ସାରା ଦୁନିଆରେ ହଲଚଲ । ଋଷ…

ତାମିଲନାଡୁର ୧୦୦୦ ବର୍ଷ ପୁରୁଣା ମନ୍ଦିରର ଇତିହାସ କ’ଣ? ପ୍ରଧାନମନ୍ତ୍ରୀ ଏହି ମନ୍ଦିରକୁ ନେଇ କହିଲେ ଏପରି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ବାରାଣସୀରେ ପହଞ୍ଚିଥିଲେ, ଯେଉଁଠାରେ ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପ ସହିତ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୦ତମ ରିମୋଟ୍ ବଟନ୍ ଜାରି କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ…

ମହାନଦୀ ଜଳବିବାଦକୁ ନେଇ ହେବ ଆପୋଷ ବୁଝାମଣା, ସେପ୍ଟେମ୍ବର ୬ରେ ଶୁଣାଣି

ଭୁବନେଶ୍ୱର: ଦୀର୍ଘଦିନ ଧରି ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶାର ପ୍ରସ୍ତାବକୁ ବିଚାର କରିବାକୁ ଛତିଶଗଡ଼ ସରକାର ପ୍ରସ୍ତୁତ ଥିବା ଜଣାପଡ଼ିଛି। ୨୩ ଜୁଲାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଛତିଶଗଡ଼ ପ୍ରତିପକ୍ଷଙ୍କୁ ଚିଠି ଲେଖି କହିିଥିଲେ ଯେ କେନ୍ଦ୍ରର ସମର୍ଥନ…

ଭାରତରେ ଟେସଲାର ପ୍ରଥମ ଚାର୍ଜିଂ ଷ୍ଟେସନ୍ ଆସନ୍ତା ସପ୍ତାହରେ ଖୋଲିବ; ପ୍ରାରମ୍ଭିକ ମୂଲ୍ୟ ରହିଛି…

ନୂଆଦିଲ୍ଲୀ: ଆମେରିକୀୟ ଇଲେକଟ୍ରିକ କାର ନିର୍ମାତା ଟେସଲା ଶୁକ୍ରବାର ଏକ ବଡ ଘୋଷଣା କରିଛି । ଟେସଲା ଆସନ୍ତା ସପ୍ତାହରେ ଭାରତରେ ଏହାର ପ୍ରଥମ ଚାର୍ଜିଂ ଷ୍ଟେସନ୍ ଲଞ୍ଚ କରିବ। ଏହି ପ୍ରଥମ ଚାର୍ଜିଂ ଷ୍ଟେସନ୍ ମୁମ୍ବାଇରେ ସ୍ଥାପନ କରାଯିବ, ଯାହା ଭାରତରେ ଟେସଲାର ଆନୁଷ୍ଠାନିକ ପ୍ରବେଶକୁ…

ଜେଡ୍-୧୦ଏମଇ ବନାମ ଆପାଚୀ, କିଏ ବେଶୀ ଶକ୍ତିଶାଳୀ?

ନୂଆଦିଲ୍ଲୀ: ଚୀନ ଏବେ ତାହାର ଜେଡ୍-୧୦ଏମଇ-୦୨ ହେଲିକପ୍ଟର ପାକିସ୍ତାନ ପ୍ରଦାନ କରିଛି । ପାକିସ୍ତାନ ଆର୍ମି ଏଭିଏସନ୍ କର୍ପସ ଆନୁଷ୍ଠାନିକ ଭାବରେ ଜେଡ୍-୧୦ଏମଇ-୦୨ ଆକ୍ରମଣାତ୍ମକ ହେଲିକପ୍ଟରକୁ ଏହାର ଫ୍ଲିଟରେ ସାମିଲ କରିବା ଘୋଷଣା କରିଛି । ଅର୍ଥାତ୍, ବର୍ତ୍ତମାନ ପିଏଏ ଦଶନ୍ଧି ପରେ ତାର…