Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ତୁକାରାମ ମୁଣ୍ଢେଙ୍କ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟ: ‘ନିଜକୁ କ’ଣ ଭଗବାନ ଭାବୁଛନ୍ତି କି?’

ମୁମ୍ବାଇ: ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ)ର ଆୟୁକ୍ତ ତଥା ଚର୍ଚ୍ଚିତ ଆଇଏଏସ ଅଧିକାରୀ ତୁକାରାମ ମୁଣ୍ଢେଙ୍କ କାର୍ଯ୍ୟଶୈଳୀକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବମ୍ବେ ହାଇକୋର୍ଟ । ସିପ୍ଲା ଫାର୍ମା ଏବଂ ମୁମ୍ବାଇ କ୍ରିକେଟ୍ ଆସୋସିଏସନ (ଏମସିଏ)ର ୫ଟି ରେଷ୍ଟୁରାଣ୍ଟ ଉପରେ…

ବୈତରଣୀରେ ଆସୁଛି ୭ମ ବନ୍ୟା !ଦଶରଥପୁରବାସୀଙ୍କ ବଢିଲା ଚିନ୍ତା,ବିପନ୍ନ ୩୪ ଦିନ ହେବ…

ଦଶରଥପୁର: ଲଘୁଚାପ ପ୍ରଭାବରେ ଗତକାଲି କେନ୍ଦୁଝରରେ ବର୍ଷା ହେବାରୁ ବୈତରଣୀ ନଦୀ ଜଳସ୍ତର ବଢ଼ିବାରେ ଲାଗିଛି । ଆଜି ଦିନ ୧୨ ଟାରେ ଆଖୁଆପଦା ଠାରେ ବୈତରଣୀ ନଦୀ ବିପଦ ସଂକେତ ୧୮. ୩୩ ମିଟର ରହିଥିବାବେଳେ ବର୍ତମାନ ୧୭. ୮୨ ରେ ପହଞ୍ଚିଛି । ଯାହା ଫଳରେ ଦଶରଥପୁର ବ୍ଲକକୁ ଆଉ ଏକ ବନ୍ୟା ମାଡି…

ଟିକିଏ ବର୍ଷାରେ ଖୋଲିଗଲା ପୌରପାଳିକାର ପୋଲ୍: ଭଦ୍ରକର ବିଭିନ୍ନ ୱାର୍ଡରେ ପଶିଲା ନର୍ଦ୍ଦମା ପାଣି, ଲୋକେ ଆତଙ୍କିତ

ଭଦ୍ରକ: କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି। ଏହାରି ପ୍ରଭାବରେ ଲଗାଣ ବର୍ଷା ଫେରିବା ସହ ଭଦ୍ରକ ସହରରେ ଆରମ୍ଭ ହୋଇଯାଇଛି ସାଂଘାତିକ ଜଳବନ୍ଦୀ ସମସ୍ୟା। ଅବିଶ୍ରାନ୍ତ ବର୍ଷା କାରଣରୁ ପୁଣି ଥରେ ବୁଡ଼ିଛି ଭଦ୍ରକ ସହର । ସହରର ବିଭିନ୍ନ ତଳିଆ ଅଞ୍ଚଳରେ ଏବେ ଆଣ୍ଠୁଏ…

ପାଲଲହଡ଼ାରେ ଡରାଉଛି ସ୍କ୍ରବ ଟାଇଫସ୍: ଦୁଇ ଦିନରେ ୧୯ ଆକ୍ରାନ୍ତ, ଜଣଙ୍କର ମୃତ୍ୟୁ

ପାଲଲହଡ଼ା: ଅନୁଗୋଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଅଞ୍ଚଳରେ ଏବେ ମାରାତ୍ମକ ସ୍କ୍ରବ ଟାଇଫସ୍ ରୋଗର ଆତଙ୍କ ଦେଖାଦେଇଛି । ବିଶେଷ କରି ସାନବାଗଦରୀ ଗାଁରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଦୁଇ ଦିନ…

କଂଗ୍ରେସର ଭବିଷ୍ୟତ ଅନ୍ଧକାର’: ନୂଆ ଦଳ ‘ଓଜେସି’ର ମଙ୍ଗ ଧରିବେ କଟକ-ବାରବାଟୀ ବିଧାୟିକା ସୋଫିଆ!

କଟକ: କଟକ-ବାରବାଟୀର କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଆଗାମୀ ଦିନରେ କଂଗ୍ରେସ ଛାଡ଼ିବେ ଏବଂ ୨୦୨୯ ବିଧାନସଭା ନିର୍ବାଚନରେ ଏକ ନୂଆ ମଞ୍ଚରୁ ରାଜନୈତିକ ଲଢ଼େଇ ଲଢ଼ିବେ । ଏଭଳି ଏକ ବଡ଼ ରାଜନୈତିକ ଘୋଷଣା କରିଛନ୍ତି ତାଙ୍କ ବାପା ତଥା ସଦ୍ୟ ଗଠିତ 'ଓଡ଼ିଶା ଜନତା କଂଗ୍ରେସ' (ଓଜେସି)ର…

ଏମଏମଡିଆର ବିଲ୍ ଉପରେ ସରଗରମ ରାଜନୀତି: ନବୀନଙ୍କୁ ସିଧାସଳଖ କାଉଣ୍ଟର କଲେ ମନମୋହନ ସାମଲ

ଭୁବନେଶ୍ୱର: ସଦ୍ୟ ଗୃହିତ ହୋଇଥିବା ଏମଏମଡିଆର ବା ଖଣି ଏବଂ ଖଣିଜ ଦ୍ରବ୍ୟ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌-୨୦୨୬କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଏହି ବିଲକୁ ରାଜ୍ୟର ସ୍ୱାର୍ଥ ବିରୋଧୀ ଦର୍ଶାଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶାର…

Rourkela Circuit House Gun Case:ସର୍କିଟ ହାଉସରୁ ବନ୍ଧୁକ ଜବତ ଘଟଣା;କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ଇସ୍ତଫା ଦାବି କରି…

ରାଉରକେଲା: ରାଉରକେଲା ସର୍କିଟ ହାଉସ ବନ୍ଧୁକ ଜବତ ଘଟଣା । ମାଷ୍ଟର୍‌ମାଇଣ୍ଡ୍‌ ପ୍ରକାଶ ପାଶୱାନକୁ ବିହାରର ସମସ୍ତିପୁର ଅଞ୍ଚଳରୁ ଗିରଫ ପରେ ରାଉରକେଲା ଆଣିଛି ପୋଲିସ । ଗିରଫ ପ୍ରକାଶ ରାଉରକେଲାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ । ଗତ କିଛି ଦିନ…

ବୈଭବ ସୂର୍ଯ୍ୟବଂଶୀ ହେଲେ ଇଷ୍ଟ ଜୋନ୍‌ର ଅଧିନାୟକ

ଭୁବନେଶ୍ୱର : ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲ ମ୍ୟାଚ୍ ବେଳେ ଇଷ୍ଟ ଜୋନ୍ ଦଳରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଦଳର ନିୟମିତ ଅଧିନାୟକ ଇଶାନ କିଷାନ ଆହାତ ହୋଇ ଥିବା କାରଣରୁ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ହଠାତ୍ ଇଷ୍ଟ ଜୋନ୍‌ର ଅଧିନାୟକତ୍ୱ ଭାର ପ୍ରଦାନ…

ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀଙ୍କ ଦେହାନ୍ତ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟ୍ (ICU)ରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଦୀର୍ଘ ବର୍ଷ…

କେବିକେ ଅଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ୧୩୦ କୋଟି

ଭୁବନେଶ୍ୱର: କେବିକେ ଅଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଭିତ୍ତିଭୂମି ବିକାଶ ପାଣ୍ଠି (ଇନ୍‌ଫ୍ରାଷ୍ଟ୍ରକ୍ଚର ଡେଭେଲପମେଣ୍ଟ ଫଣ୍ଡ-ଆଇଡିଏଫ୍‌)ରେ ୧୩୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହି ପାଣ୍ଠିରେ ଜଳସେଚନ, ଆନ୍ତଃଜିଲ୍ଲା ରାସ୍ତା,…