Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କୋଇଲା ଏବଂ ଫ୍ଲାଏ ପାଉଁଶର ବ୍ୟାପକ ପରିବହନ ଯୋଗୁଁ ହେଉଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଦାବିରେ ବୁଧବାର ଦିନ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ୧୨ ଘଣ୍ଟିଆ ବନ୍ଦ ସମୟରେ ଜିଲ୍ଲା କଂଗ୍ରେସ ପିକେଟିଂ କରି…

ଆଜି ଚିତାଲାଗି ଅମାବାସ୍ୟା, ଶ୍ରୀମନ୍ଦିରରେ ୫ ଘଣ୍ଟା ସଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରାବଣ କୃଷ୍ଣ ଅମାବାସ୍ୟା ଅବସରରେ ଶ୍ରୀଜୀଉଙ୍କ ଚିତାଲାଗି ରୀତିନିତି ପାଇଁ ବୁଧବାର ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜଗନ୍ନାଥ ପ୍ରଶାସନ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭକ୍ତମାନଙ୍କ ପାଇଁ ଆଜି ଏହି ସ୍ୱତନ୍ତ୍ର ନିତିକନ୍ତି ପାଇଁ ପାଞ୍ଚ…

ଟ୍ରେନ୍ ନା ବିମାନ: ଭାରତରେ କେଉଁ ଯାତ୍ରା ଅଧିକ ସୁରକ୍ଷିତ? ଲୋକସଭା ରିପୋର୍ଟରୁ ଆସିଲା ବଡ଼ ତଥ୍ୟ

ନୂଆଦିଲ୍ଲୀ: ଦୂର ସ୍ଥାନକୁ ଯାତ୍ରା କରିବା ବେଳେ ସାଧାରଣତଃ ଯାତ୍ରୀମାନଙ୍କ ମନରେ ଏକ ବଡ଼ ପ୍ରଶ୍ନ ଉଠିଥାଏ ଯେ ଟ୍ରେନ୍ ନା ଫ୍ଲାଇଟ୍, କେଉଁଥିରେ ଯିବା ଅଧିକ ସୁରକ୍ଷିତ ହେବ? ଲୋକେ ସମୟ ବଞ୍ଚାଇବା ପାଇଁ ବିମାନ ଯାତ୍ରା କରୁଥିବା ବେଳେ ଆରାମଦାୟକ ଓ ଶସ୍ତା ଯାତ୍ରା ପାଇଁ ଟ୍ରେନ୍‌କୁ…

କେୱାଇସି ନାଁରେ ମୋବାଇଲକୁ ଆସୁଛି ଫେକ୍ ମେସେଜ୍: ଲିଙ୍କ୍ କ୍ଲିକ୍ କଲେ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ଆଜିକାଲି ସାଇବର ଠକେଇ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଠକମାନେ ଲୋକଙ୍କୁ ଲୁଟିବା ପାଇଁ ନୂଆ ନୂଆ ଉପାୟ ଆପଣାଉଛନ୍ତି। ନିକଟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ମୋବାଇଲକୁ କେୱାଇସି ଅପଡେଟ୍ କରିବା ନେଇ ଏକ ମେସେଜ୍ ବହୁଳ ମାତ୍ରାରେ ଆସୁଛି। ଏହି ମେସେଜରେ ଲେଖାଯାଇଛି…

ଭାଇରାଲ୍ ହେଲା ରାହୁଲଙ୍କ ‘ବୋଟିଂ’ ଫଟୋ: ବିଜେପି ପଚାରିଲା ମହିଳା ଜଣକ କିଏ?

ନୂଆଦିଲ୍ଲୀ: ରାଜନୀତିରେ ନେତାମାନଙ୍କ ବ୍ୟକ୍ତିଗତ ଜୀବନ କ୍ୱଚିତ୍ ଗୋପନୀୟ ରହିଥାଏ। ଏବେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଛୁଟି କଟାଇବାର ଏକ ଫଟୋକୁ ନେଇ ଦେଶରେ ରାଜନୈତିକ ଉଷ୍ମତା ଦେଖାଦେଇଛି। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂହ ସୋସିଆଲ ମିଡିଆ 'ଏକ୍ସ'ରେ…

ଭୁବନେଶ୍ୱରରେ ବାଟବଣା PNG ପ୍ରକଳ୍ପ: ପ୍ରତିଶ୍ରୁତି ପରେ ବି ଲୋକଙ୍କୁ ମିଳୁନି ପାଇପ୍ ଗ୍ୟାସ ସଂଯୋଗ

ଭୁବନେଶ୍ୱର: ବିଶ୍ୱସ୍ତରୀୟ ଗ୍ୟାସ ସଙ୍କଟ ସମୟରେ ବିକଳ୍ପ ଭାବେ ପାଇପଲାଇନ୍ ଯୋଗେ ରନ୍ଧନ ଗ୍ୟାସ୍ ଯୋଗାଇଦେବାକୁ ଯେଉଁ ତତ୍ପରତା ପ୍ରକାଶ ପାଇଥିଲା, ତାହା ଏବେ ରାଜଧାନୀ ଭୁବନେଶ୍ୱରରେ ଧିମେଇ ଯାଇଥିବା ଦେଖିବାକୁ ମିଳିଛି । ଘରେ ଘରେ ସୁଲଭ ଏବଂ ନିରବଚ୍ଛିନ୍ନ ଗ୍ୟାସ୍ ଯୋଗାଇ ଦେବା ପାଇଁ ଆରମ୍ଭ…

ଦେଶରେ ପ୍ରତି ୩ ଜଣରେ ଜଣେ ଓକିଲ ଜାଲ୍! ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଦେଶରେ ଜାଲ୍ କିମ୍ବା ଫେକ୍ ଓକିଲଙ୍କ ବିରୋଧରେ ଏବେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଜାଲ୍ ଓକିଲଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି କରି ଆଗତ ଏକ ଆବେଦନ ଉପରେ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ସିବିଆଇକୁ…

ସଂସଦରେ ଛାତ୍ର ଆନ୍ଦୋଳନ ପ୍ରସଙ୍ଗ: ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କଲେ ରିଜିଜୁ, କହିଲେ ‘ଅମିତ ଶାହଙ୍କୁ ସାମ୍ନା…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ବିରୋଧୀ ଦଳଗୁଡ଼ିକର ଲଗାତାର ହଟ୍ଟଗୋଳ ଏବଂ ବିଶେଷକରି ଛାତ୍ର ଆନ୍ଦୋଳନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କଂଗ୍ରେସ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ନିଟ୍ ପ୍ରସଙ୍ଗରେ…

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ଏକାଧିକ ହାର୍ଡକୋର ମାଓବାଦୀ

ଭୁବନେଶ୍ୱର: ମାଓବାଦୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ଦେଶର ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଓଡ଼ିଶା ଏବଂ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ଦୀର୍ଘ ଦିନ ଧରି ଆତଙ୍କ ଖେଳାଇ ଆସୁଥିବା ଏକାଧିକ ହାର୍ଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। କେନ୍ଦ୍ରୀୟ ରିଜର୍ଭ…

ଅଗଷ୍ଟ ୧୨ରେ ବର୍ଷର ଶେଷ ସୂର୍ଯ୍ୟପରାଗ: ଭାରତରେ ପଡ଼ିବନି ପ୍ରଭାବ, ସ୍ୱାଭାବିକ ରହିବ ଦେବନୀତି

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୨ ତାରିଖ ବୁଧବାର ଦିନ ମହାକାଶରେ ଏକ ବିରଳ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବର୍ଷର ଶେଷ ତଥା ପୂର୍ଣ୍ଣ ସୂର୍ଯ୍ୟପରାଗ ସଂଘଟିତ ହେବ। ତେବେ ଭାରତୀୟମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ହେଉଛି ଯେ, ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ତେଣୁ ଦେଶରେ…