Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶରଧାବାଲି ଦଳଚକଟା ଘଟଣା: ଆଜି ପୁରୀରେ ସାକ୍ଷ ଗ୍ରହଣ କରିବେ ଅନୁ ଗର୍ଗ

ପୁରୀ: ଶରଧାବାଲିରେ ଦଳାଚକଟା ଘଟଣାରେ ତଦନ୍ତ ଆରମ୍ଭ। ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟା ଘଟଣାର ତଦନ୍ତ ଚାଲିଛି। ଭୁବନେଶ୍ୱରରେ ସରିଛି ତଦନ୍ତ ଓ ସାକ୍ଷ୍ୟ ଗ୍ରହଣ। ଭୁବନେଶ୍ୱରରେ ମୋଟ ୧୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଆଜି ଅପରାହ୍ଣ ୩ଟାରୁ ପୁରୀରେ ସାକ୍ଷ୍ୟ ଗ୍ରହଣ କରାଯିବ।…

୩ୟ ଦିନରେ ଡ୍ରାଇଭର ମହାସଂଘର ଆନ୍ଦୋଳନ: ଆଜିଠୁ ସମସ୍ତ ପେଟ୍ରୋଲ୍ ପମ୍ପ୍‌ରେ ଦେଖାଦେବ ତେଲ ସଙ୍କଟ

ଭୁବନେଶ୍ୱର: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି। ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ପେଟ୍ରୋଲଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଏକପ୍ରକାର ଠପ୍। ଘରୋଇ ବସ୍ ଚଳାଚଳ କରୁନଥିବାରୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ…

ଶ୍ରୀ ଭାଗବତ ସାର ୯୩: ମହାମୁନି ଶୁକଦେବଙ୍କ ପରେ ମହର୍ଷି ଶ୍ରୀ ସୂତ ହେଉଛନ୍ତି ଶ୍ରେଷ୍ଠ ଶୀମଦ ଭାଗବତର ବ୍ୟାଖ୍ୟାକାର

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶୀମଦ ଭାଗବତର ବ୍ୟାଖ୍ୟାକାର ହିସାବରେ ମହାମୁନି ଶୁକଦେବଙ୍କ ପରେ ମହର୍ଷି ଶ୍ରୀ ସୂତଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଏ। ଆସନ୍ତୁ ତେବେ ଏହି ଶ୍ରୀ ସୂତଙ୍କ ବିଷୟରେ ପ୍ରାଞ୍ଜଳ ଭାବରେ ଜାଣିବା। ବ୍ୟାସଦେବଙ୍କ ପ୍ରିୟ ଶିଷ୍ୟ ଲୋମହର୍ଷଣ…

୨୦୨୫-୨୬ରେ ୩୦ ହଜାର କୋଟି ଟଙ୍କାର ବିକ୍ରୟ ରାଜସ୍ୱ ହାସଲ ଲକ୍ଷ୍ୟରେ ଓଏମସି

ଭୁବନେଶ୍ବର: ୨୦୨୫-୨୬ ରେ ଓଏମସି ୫୦ ମିଲିଅନ ଟନ ଖଣିଜ ପଦାର୍ଥ ଉତ୍ପାଦନ କରିବା ସହିତ ୩୦ ହଜାର କୋଟି ଟଙ୍କାର ବିକ୍ରୟ ରାଜସ୍ୱ (Sales Revenue)ର ହାସଲ କରିବାର ଲକ୍ଷ୍ୟ ରଖିଛି। ବୁଧବାକର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡିଶା ଖଣି…

ମହିଳାଙ୍କ ବିଶ୍ବାସ ଜିଣୁଛି ‘ଓଡ଼ିଶା ଯାତ୍ରୀ’, ୫୭% ୟୁଜର ମହିଳା

ଭୁବନେଶ୍ବର: ଓଡ଼ିଶା ଯାତ୍ରୀ ଉପରେ ମହିଳାଙ୍କ ଭରସା ।  ସାମ୍ପ୍ରତିକ ତଥ୍ୟରୁ ଜଣାପଡିଛି ଯେ, ଅକ୍ଟୋବର ୨୦୨୪ ରୁ ଜୁଲାଇ ୨୦୨୫ ମଧ୍ୟରେ ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମରେ ମୋଟ ଉପଭୋକ୍ତାଙ୍କ ମଧ୍ୟରୁ ୫୭.୪୪% ମହିଳା ରହିଛନ୍ତି। ପ୍ଲାଟଫର୍ମ ବ୍ୟବହାର କରିଥିବା ୨.୫୭ ଲକ୍ଷ ଯାତ୍ରୀଙ୍କ ମଧ୍ୟରୁ…

ସମସ୍ତ ଲେଭଲ୍ କ୍ରସିଂ ଗେଟରେ ଲାଗିବ ସିସି କ୍ୟାମେରା ଓ ରେକର୍ଡିଂ ସିଷ୍ଟମ୍ !

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇ ବୋର୍ଡର ଅଧ୍ୟକ୍ଷ ଏବଂ ବୋର୍ଡର ସଦସ୍ୟ ଏବଂ ଜୋନାଲ ରେଳବାଇର ମହାପ୍ରବନ୍ଧକମାନଙ୍କ ସହିତ ଲେଭଲ୍ କ୍ରସିଂ ଗେଟ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ। ତାଙ୍କ ପିତାଙ୍କ ମୃତ୍ୟୁର ଗୋଟିଏ ଦିନ ପରେ, ବ୍ୟକ୍ତିଗତ ଶୋକ ଏବଂ ଶବଦାହ…

ଓଡ଼ିଶାକୁ ଏଗ୍ରିକଲଚର ଲିଡ଼ରସିପ ପୁରସ୍କାର ପ୍ରଦାନ; ଏହି ସମ୍ମାନ ରାଜ୍ୟର ଅନ୍ନଦାତାଙ୍କୁ ଉତ୍ସର୍ଗୀକୃତ କଲେ…

ଭୁବନେଶ୍ବର: ଓଡ଼ିଶାକୁ କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ଭାବରେ ମାନ୍ୟତା ଦେଇ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ଏଗ୍ରିକଲଚର ଲିଡ଼ରସିପ ପୁରସ୍କାର ପ୍ରଦାନ କରାଯାଇଛି। କୃଷି କ୍ଷେତ୍ରରେ ଭାରତର ଅଗ୍ରଣୀ ଗଣମାଧ୍ୟମ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ଆୟୋଜିତ ୧୬ତମ ଏଗ୍ରିକଲଚର…

ଜେଲ୍‌ରୁ ବାହାରିଲେ ଜଗନ୍ନାଥ ପ୍ରଧାନ;କହିଲେ ମୋତେ ଓ ମୋ ଦଳକୁ ବଦନାମ୍…

ଭୁବନେଶ୍ବର:ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ । ଆଜି ଝାରପଡ଼ା ଜେଲ୍‌ରୁ ମୁକୁଳିଲେ ଜଗନ୍ନାଥ ପ୍ରଧାନ। ବୁଧବାର ସନ୍ଧ୍ୟାରେ ଝାରପଡା ଜେଲରୁ ମୁକ୍ତ ହେବା ପରେ ଶୁଭେଚ୍ଛୁ ଓ ସମର୍ଥକମାନେ ତାଙ୍କୁ ସ୍ୱାଗତ…

ୱାଟର ଲଗିଙ୍ଗ୍ କମ୍ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର:ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ୱାଟର ଲଗିଙ୍ଗ୍ ପ୍ରସଙ୍ଗୁ ନେଇ ରଖିଲେ ପ୍ରତିକ୍ରିୟା ।ମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ବରରେ ୱାଟର ଲଗିଙ୍ଗ୍ କମ୍ କରାଯିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ମୁଖ୍ୟମନ୍ତ୍ରୀ ଏହା ଉପରେ ଅନୁଧ୍ୟାନ କରୁଛନ୍ତି,…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନାମିବିୟାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନାମିବିୟାର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ୍ ଦି ମୋଷ୍ଟ ଆନସିଣ୍ଟ ୱେଲୱିଟସ୍ଚିଆ ମିରାବିଲିସ୍' ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ୧୯୯୫ରେ ବିଶିଷ୍ଟ ସେବା ଏବଂ ନେତୃତ୍ୱକୁ ସ୍ୱୀକୃତି ଦେବା ପାଇଁ ପ୍ରତିଷ୍ଠା କରାଯାଇଥିଲା।…