Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ: ରସଗୋଲା, ପାଟ ଶାଢୀ ଦେଇ ମା’ ଲକ୍ଷ୍ମୀଙ୍କ କରିବେ ମାନଭଞ୍ଜନ

ପୁରୀ: ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ । ଶ୍ରୀମନ୍ଦିରକୁ ଫେରିବେ ତିନି ଦିଅଁ । ଭାଇଭଉଣୀ ସଙ୍ଗେ ରତ୍ନବେଦୀକୁ ବିଜେ କରିବେ କଳା ଠାକୁର । ଏହି ଅବସରରେ ରଥଯାତ୍ରାରେ ନେଇ ନଥିବା ଯୋଗୁଁ ଅଭିମାନ କରିଥିବା ପ୍ରାଣପ୍ରିୟା ପତ୍ନୀ ମହାଲକ୍ଷ୍ମୀ ଙ୍କୁ ମହାପ୍ରଭୁ ରସଗୋଲା ଓ ପାଟ ଶାଢ଼ୀ ଦେଇ ମାନ…

ପୁଣି ଟ୍ରମ୍ପଙ୍କ ଶୁଳ୍କ ଆକ୍ରମଣ: ୧୪ଟି ଦେଶ ଉପରେ ୪୦% ପର୍ଯ୍ୟନ୍ତ….ଚେତାବନୀ ଦେଇ କହିଲେ…. 

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାପାନ ଏବଂ କୋରିଆ ଉପରେ ୨୫% ନୂତନ ଶୁଳ୍କ ଘୋଷଣା କରିବା ପରେ ପୁଣି ଆଉ ୧୨ ଦେଶ ଉପରେ ୪୦% ପର୍ଯ୍ୟନ୍ତ ନୂତନ ଶୁଳ୍କ ଘୋଷଣା କରିଛନ୍ତି, ଯାହା ଅଗଷ୍ଟ ୧ ରୁ କାର୍ଯ୍ୟକାରୀ ହେବ। ଯେଉଁଥିରେ ମିଆଁମାର ଏବଂ ଲାଓସ ଉପରେ ସର୍ବାଧିକ ୪୦%…

ଶ୍ରୀ ଭାଗବତ ସାର ୯୧: ଶ୍ରୀମଦ ଭାଗବତ ଚର୍ଚ୍ଚାର ଉପଯୁକ୍ତ ସ୍ଥାନ ହେଉଛି ନୈମିଷରଣ୍ୟ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଚର୍ଚ୍ଚାର ଉପଯୁକ୍ତ ସ୍ଥାନ ହେଉଛି ନୈମିଷରଣ୍ୟ, ଅବଶ୍ୟ ଏହି ଈପସିତ ଭୂମିର ସନ୍ଧାନ ପାଇଁ ବର୍ତ୍ତମାନ ଋଷି କୁମାର ଶୌନକ ଓ ତାଙ୍କ ସାଥି ମାନେ ବ୍ୟାକୁଳ ଅଟନ୍ତି। ସେମାନେ ମହର୍ଷି ଭରଦ୍ୱାଜଙ୍କ ଉପଦେଶ ଅନୁଯାୟୀ ଭଗବାନ…

ଦିଗପହଣ୍ଡିରେ ଆରମ୍ଭ ହେଲା ଡାଇରିଆ ନିରାକରଣ ଅଭିଯାନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ବ୍ଲକର ଉସ୍ତପଲ୍ଲୀ ଗ୍ରାମରେ ବ୍ୟାପୁଛି ଡାଇରିଆ । ଏନେଇ ସୂଚନା ପାଇ ଜିଲ୍ଲା ସ୍ତରୀୟ ଟିମ୍ ଓ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ୟୁନିଟ୍ ଗ୍ରାମରେ ତୁରନ୍ତ ପହଞ୍ଚି ଆକ୍ରାନ୍ତ ଲୋକଙ୍କ ଚିକିତ୍ସା କରିବା ସହ ଘରକୁ ଘର ଓଆରଏସ୍ ପ୍ୟାକେଟ୍, ଔଷଧ,…

ଦେଶରେ ତିଆରି ହେଲା ପ୍ରଥମ ସୁପର ଫାଷ୍ଟ ମାଉଣ୍ଟେଡ୍ ବନ୍ଧୁକ, ମିନିଟରେ ଶତ୍ରୁକୁ କରିବ ଧ୍ୱଂସ

ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ ​​କରିବା ପାଇଁ, DRDO ଆଉ ଏକ ପ୍ରମୁଖ ସଫଳତା ହାସଲ କରିଛି । DRDOର ଯାନବାହନ ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (VRDE) ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ମାଉଣ୍ଟେଡ୍ ଗନ୍ ସିଷ୍ଟମ୍ (MGS) ବିକଶିତ କରିଛି, ଯାହାକୁ ଖୁବ୍ ଶୀଘ୍ର ଭାରତୀୟ ସେନାରେ ସାମିଲ…

ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ; ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

କନ୍ଧମାଳ: କନ୍ଧମାଳ ପୋଲିସକୁ ବଡ ସଫଳତା । ସୋମବାର ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର ।…

ଆଗାମୀ ଦିନରେ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ

ଭୁବନେଶ୍ୱର: ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ଦ୍ୱାଦଶ ପାଳି । ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ତତକାଳ ପଦକ୍ଷେପ ନେଇଛନ୍ତି । ଆଜି…

ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେଡି

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମହିଳା କମିଶନଙ୍କ ପାଖରେ ଅଭିଯୋଗ ଦାଖଲ କରିଛନ୍ତି । ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ କମିଶନଙ୍କ ଦ୍ବାରସ୍ଥ…

ରହସ୍ୟ ଉପରୁ ହଟିଲା ପରଦା: ଅନୁପମ ପଟ୍ଟନାୟକଙ୍କ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ଶୁଭ ମହୁରତ

ଭୁବନେଶ୍ୱର: ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ନିର୍ମାତା ଅନୁପମ ପଟ୍ଟନାୟକ ମହୁରତ ପୂଜା ସହିତ ନିଜର ଆଗାମୀ ଚଳଚ୍ଚିତ୍ର 'ମନ୍ତ୍ର ମୁଗ୍ଧ' ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ସାଙ୍କେତିକ ଭାବେ ଏମ୍ଏମ୍ ନାମରେ ଏହି ନୂଆ ଚଳଚ୍ଚିତ୍ରଟି ବିଗତ କିଛି ସପ୍ତାହ ମଧ୍ୟରେ ବେଶ୍ ଚହଳ ଓ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ। ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଶେଷ ହୋଇଛି। ASI ପ୍ରତ୍ୟକ୍ଷ ତତ୍ତ୍ବାବଧନରେ କାମ ସମ୍ପୂର୍ଣ୍ଣ ହୋଇଛି। ମୋଟ ୯୫ ଦିନ ଧରି ମରାମତି କାମ ହୋଇଛି। ମୋଟ ୩୩୩…