Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଜି ୫ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ

ଭୁବନେଶ୍ବର:ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଦକ୍ଷିଣ ଝାଡ଼ଖଣ୍ଡ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି। ସେହିପରି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ମୌସୁମୀ ନିମ୍ନଚାପରେଖା ଏବଂ ଦକ୍ଷିଣ-ପୂର୍ବ ରାଜସ୍ଥାନରୁ ଉତ୍ତର-ପଶ୍ଚିମ…

ବୁଡ଼ିଗଲା ଯାତ୍ରୀବାହୀ ଜାହାଜ; ୨ ମୃତ ,୪୧ ନିଖୋଜ

ଇଣ୍ଡୋନେସିଆ: ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବାଲି ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରାୟ ୬୫ଜଣଙ୍କୁ  ନେଇ ଯାଉଥିବା ଏକ ଜାହାଜ ରାତିରେ ବୁଡିଯାଇଛି । ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ନିଖୋଜ ଥିବା ଜଣାପଡ଼ିଛି। ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି ।…

ପିଏମ୍ ମୋଦୀଙ୍କୁ ଘାନାର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା’ରେ ସମ୍ମାନିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଦିନ ଦୁଇ ଦିନିଆ ଗସ୍ତରେ ଘାନାରେ ପହଞ୍ଚିଛନ୍ତି । ସେଠାରେ ଘାନାର ରାଷ୍ଟ୍ରପତି ଜନ୍ ଡ୍ରାମାନି ମହାମା ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଘାନା ଗସ୍ତ। ତିନି ଦଶନ୍ଧି ମଧ୍ୟରେ…

ଲେମ୍ବୁ ଚୋପା ସ୍ୱାସ୍ଥ୍ୟ ପାଇଁ କିପରି ଲାଭଦାୟକ ?

ଭୁବନେଶ୍ବର: ଲେମ୍ବୁ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନଠାରୁ କମ୍ ନୁହେଁ। ଏଥିରେ ଥିବା ପୋଷକତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ଓଜନ ହ୍ରାସ, ଚର୍ମ ଏବଂ କେଶ ପାଇଁ ଲାଭଦାୟକ। କିନ୍ତୁ ଲେମ୍ବୁ ବ୍ୟତୀତ ଏହାର ଚୋପା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ଆପଣ ଜାଣିଛନ୍ତି କି? ଲେମ୍ବୁ ଭିଟାମିନ୍ ସିରେ…

ଜୁଲାଇରେ ପରିବର୍ତ୍ତନ ହେବ ୬ଟି ଗ୍ରହର ଚଳନ, ଏହି ୩ରାଶି ହେବେ ମାଲାମାଲ୍

ଭୁବନେଶ୍ବର: ଜ୍ୟୋତିଷ ଦୃଷ୍ଟିକୋଣରୁ ଜୁଲାଇ ମାସ ବହୁତ ବିଶେଷ ରହଛି। ଏହି ମାସରେ ଛଅଟି ଗ୍ରହ ସେମାନଙ୍କର ଗତି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଏହି ମାସରେ କର୍କଟ ରାଶିରେ ଗୋଚର କରିବେ। ଶନି ମୀନ ରାଶିରେ ଓଲଟା ଚଳନ କରିବେ । ୧୩ ଜୁଲାଇରେ ବୃହସ୍ପତି ମିଥୁନ…

ଶ୍ରୀ ଭାଗବତ ସାର ୮୬: ସର୍ବଦା ଓ ସର୍ବତ୍ର ବିଦ୍ୟମାନ ଏକମାତ୍ର ସତ୍ୟ, ସେ ହିଁ ଜୀବ ସ୍ୱରୂପରେ ଆତ୍ମା ଓ ପରମ ସ୍ୱରୂପରେ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ସ୍ୱୟଂ ଭଗବାନଙ୍କ ମୁଖନିଃସୃତ, ଏହାକୁ ମଧ୍ୟ ବ୍ୟାସଦେବ ସ୍ୱୀକାର କରି ଭାଗବତର ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ରେ "ମହାମୁନିଃ ଶ୍ରୀନାରାୟଣଃ,ତେନ ପ୍ରଥମଂ ସଂକ୍ଷେପତଃ କୃତେ " ବୋଲି ଲେଖିଛନ୍ତି। ଏହି ପ୍ରଥମ ଭାଗବତ…

ଚିଟଫଣ୍ଡ ଜମାକାରୀଙ୍କୁ ଖୁବଶୀଘ୍ର ମିଳିବ ଟଙ୍କା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ସରକାର ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟାକୁ ସୁଗମ କରିଛନ୍ତି। ଏହି ପଦକ୍ଷେପ ପରେ ଚିଟଫଣ୍ଡ ଯୋଜନା ଦ୍ୱାରା ପ୍ରଭାବିତ ହଜାର ହଜାର କ୍ଷୁଦ୍ର ନିବେଶକଙ୍କୁ ଆଶ୍ୱସ୍ତି ଦେଇଛି। ରାଜ୍ୟ ସରକାର ଗତ ବର୍ଷ…

ଘରୁ ଡାକିନେଇ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ମାଓବାଦୀମାନେ ଏଠାରେ ଜଣେ ଗ୍ରାମବାସୀଙ୍କୁ ପୋଲିସ ଇନଫର୍ମର ଭାବେ ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ଜଣକ ହେଲେ ପେରମପଲ୍ଲୀ ଗ୍ରାମର କାବାସି ହୁଙ୍ଗା ।…

ଶରଧାବାଲିରେ ଦଳାଚକଟା; ମୃତ ମହିଳାଙ୍କ ପରିବାରକୁ ମିଳିଲା ସହାୟତା

ଖୋର୍ଦ୍ଧା: ପୁରୀର ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ଦଳାଚକଟା କାରଣରୁ ୩ ଜଣଙ୍କର ମୃତ୍ୟୁଘଟିଛି । ଗତକାଲି ପ୍ରଭାତୀ ଦାସଙ୍କ ପରିବାରବର୍ଗଙ୍କୁ ଭେଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିବାବେଳେ, ଆଜି ଖୋର୍ଦ୍ଧାର ମୃତ ମହିଳା…

ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ;କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି

ଭୁବନେଶ୍ବର:ବିଏମସି ଅଫିସ୍‌ରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ । ଅସୁସ୍ଥ ଅନୁଭବ କରିବାରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଅଫିସ୍‌ ଭିତରେ ଅସୁସ୍ଥ ହେବାରୁ ଆମ୍ବୁଲାନ୍ସରେ ଗଲେ ହସ୍ପିଟାଲ୍‌ ।ସୂଚନାଯୋଗ୍ୟ,ଗତ ସୋମବାର ବିଏମସି ଅଫିସ୍ ଭିତରେ ଜନଶୁଣାଣି…